ସମ୍ବଲପୁର ପ୍ରେସ୍ କ୍ଲବ ପକ୍ଷରୁ ଜାତୀୟ ଦିବସ ।

0 1

ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ:  ସମ୍ଵଲପୁର ପ୍ରେସ କ୍ଳବରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି। କୋଭିଡ ଗାଇଡ଼ଲାଇନକୁ ମାନି ଏହି ଦିବସ ପାଳିତ ହୋଇଥିଲା। ଗଣମାଧ୍ୟମର ପ୍ରତିନିଧି ମାନେ କୋଭିଡ ସମୟରେ ନିଜ ଜୀବନକୁ ବାଜି ଲଗାଇ ଦିନ ରାତି କାମ କରିଛନ୍ତି। ଏହି ସମୟରେ କାମ କରିବା ବହୁତ କଷ୍ଟ। ତଥାପି ହାର ନ ମାନି ସମାଜକୁ ପ୍ରତେକ ଦିନର ଖବର ଜଣାଇବା ଏହା ଏକ ବହୁତ ବଡ଼ କାମ ବୋଲି ମୁଖ୍ୟ ଅତିଥି ଇଣ୍ଡିଆନ ଇନଷ୍ଟିଟ୍ୟୁଟ ଅଫ ମ୍ୟାନେଜମେଣ୍ଟ ସମ୍ବଲପୁରର ନିର୍ଦ୍ଦେଶକ ମହାଦେଓ ଜଇସୱାଲ ପ୍ରକାଶ କରିଥିଲେ। 

          

Leave A Reply

Your email address will not be published.