Sign in
Sign in
Recover your password.
A password will be e-mailed to you.
ଆଉ 118ଟି ମୋବାଇଲ୍ ଆପ୍ ପ୍ରଚଳନ ବନ୍ଦ : ଦେଖନ୍ତୁ କେଉଁ କେଉଁ ଆପ ହେଲା ବନ୍ଦ
ଏହି ସବୁ ଆପଗୁଡ଼ିକ ଦେଶର ସାର୍ବଭୌମତ୍ୱ ଓ ଅଖଣ୍ଡତା, ଭାରତର ପ୍ରତିରକ୍ଷା, ରାଷ୍ଟ୍ରର ନିରାପତ୍ତା ଓ ଜନ ଶୃଙ୍ଖଳା ପ୍ରତି ବିପଦ ସୃଷ୍ଟି କରିବାର ଆଶଙ୍କା ଥିବାରୁ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି
ନୂଆଦିଲ୍ଲୀ (ଶାସକ ପ୍ରଶାସକ ) ଭାରତ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ଓ…
ସରକାରୀ କ୍ୟାଲେଣ୍ଡର, ଡାଏରୀ ଛପା ବନ୍ଦ
● ପୂର୍ବରୁ ଯେଉଁସବୁ କ୍ୟାଲେଣ୍ଡର, ଡାଏରୀ, ସିଡୁଲର ଏବଂ ଅନୁରୂପ ଧରଣର ସାମଗ୍ରୀ କାଗଜରେ ଛପା ଯାଉଥିଲା, ଏବେ ସେସବୁ ବିଭିନ୍ନ ମନ୍ତ୍ରଣାଳୟ/ ବିଭାଗ/ ପିଏସୟୁ/ ପିଏସବିମାନଙ୍କ ଦ୍ୱାରା ଡିଜିଟାଲ ଫର୍ମାଟରେ ପ୍ରସ୍ତୁତ କରାଯିବ
● ବିଭିନ୍ନ ମନ୍ତ୍ରଣାଳୟ/ ବିଭାଗ/ ପିଏସୟୁ/ ପିଏସବି ଏବଂ…
ବ୍ଲୁ ଫ୍ଲାଗ୍’ ମାନ୍ୟତା ପାଇବା ପାଇଁ ପୁରୀ ବେଳାଭୂମିକୁ ମନୋନୀତ ପ୍ରସଙ୍ଗ : ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର…
• ‘ବ୍ଲୁ ଫ୍ଲାଗ୍' ମାନ୍ୟତା ପାଇବା ପାଇଁ ଭାରତ ସରକାର ଅନ୍ତର୍ଜାତୀୟ ଜୁରି(ଡେନମାର୍କ)କୁ ସୁପାରିଶ କରିଥିବା ଦେଶର 8ଟି ଭାରତୀୟ ବେଳାଭୂମି ମଧ୍ୟରେ ପୁରୀ ମନୋନୀତ
• ପୁରୀରେ ପର୍ଯ୍ୟଟକଙ୍କୁ ସୁବିଧା ଦେବା ଏବଂ ସ୍ଥାୟୀ ପରିବେଶ ସୃଷ୍ଟି କରିବା ନେଇ ସିସକମ୍ ବିଗତ ଅଢ଼େଇ ବର୍ଷରେ ଖର୍ଚ୍ଚ…
କେନ୍ଦ୍ର କ୍ୟାବିନେଟର ‘ମିଶନ କର୍ମଯୋଗୀ’ ଶୁଭାରମ୍ଭ ନିଷ୍ପତ୍ତିକୁ କେନ୍ଦ୍ରମନ୍ତ୍ରୀଙ୍କ ସ୍ୱାଗତ
• ପ୍ରଶାସନିକ ଅଧିକାରୀଙ୍କୁ ଅଧିକ ଜନସେବା ପାଇଁ ଉତ୍ସାହ ଦେବ - ଧର୍ମେନ୍ଦ୍ର ପ୍ରଧାନ
• ଜମ୍ମୁ କଶ୍ମୀରର ଭାଷା କଶ୍ମିରୀ, ହିନ୍ଦି ଏବଂ ଡଗରି ଭାଷାକୁ ସରକାରୀ ମାନ୍ୟତା
• ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଧନ୍ୟବାଦ ଦେଲେ
ନୂଆଦିଲ୍ଲୀ…
ଟିଟିଲାଗଡ ରେ ଶାନ୍ତି ପୂର୍ଣ୍ଣ ଭାବେ ଜବର୍ ଦଖଲ ଉଚ୍ଛେଦ।
ଟିଟିଲାଗଡ( ଗୌରବ ଦରଜୀ)- ବହୁ ବର୍ଷ ଧରି ଟିଟିଲାଗଡ ଉପଖଣ୍ଡ ଅଞ୍ଚଳରେ ଥିବା ରାସ୍ତା ଗୁଡ଼ିକ ସଂକୀର୍ଣ୍ଣ ହୋଇ ରହିଥିଲା। ଟିଟିଲାଗଡ ର ଅନେକ ମୁଖ୍ୟ ରାସ୍ତା ର ଉଭୟ ପାର୍ଶ୍ଵ ରେ ଥିବା ଦୋକାନୀ ମାନେ ଦୋକାନ ଷ୍ଟଲ୍ ଠୁ ଆଗକୁ ପ୍ରାୟ ୫-୬ଫୁଟ ବଢେଇ ସ୍ଥାନ ଦଖଲ କରି ଆଜବେଷ୍ଟର ଦେଇ କିମ୍ବା ଚାଲ…
ଅବକାରୀ ବିଭାଗ ଦ୍ଵାରା ରନ୍ଧା ମଦ ଜବତ।
ଟିଟିଲାଗଡ (ଗୌରବ ଦରଜୀ)-କୋରୋନା କାଳରେ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ପ୍ରାୟ ୫ମାସ ଧରି ଅନେକ ଲକ୍ ଡାଉନ୍ ଓ ସଟ୍ ଡାଉନ୍ ଘୋଷଣା କରିବାପରେ ବର୍ତ୍ତମାନ ଅନଲକ୍ କରୁଛନ୍ତି ସାରା ଦେଶକୁ। ଜନସାଧାରଣଙ୍କ ଜୀବନ ସାମାନ୍ୟ ସୁଧୁରି ଆସୁଥିବା ବେଳେ ଅନେକ ଅସାମାଜିକ କାର୍ଯ୍ୟ କଳାପ ବି ଅନଲକ…
ଭିଜିଲାନ୍ସ ଖାପଚରେ ଏକଜେକ୍ୟୁଟିଭ ଅଫିସର
http://www.youtube.com/watch?v=qEUKDfTd-CU
ବହୁକୋଟିପତି ଏକଜେକ୍ୟୁଟିଭ ଅଫିସର : ଝାରସୁଗୁଡ଼ା ସହରରେ ୧୪ଟି ପ୍ଲଟ ଓ ପେଟ୍ରୋଲ ପମ୍ପ
ଝାରସୁଗୁଡ଼ା :(ସୁଭାଷ ସହାରେ)- ଆଜି ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଦିଲୀପ କୁମାର ପଟେଲଙ୍କ…
ଜିଲ୍ଲାରୁ ଦ୍ଵିତୀୟ ପର୍ଯାୟ ପାଇଁ ତିନୋଟି ବସରେ୧୫୦ ପରୀକ୍ଷାର୍ଥୀଙ୍କ ଗସ୍ତ ।
ମାଲକାନଗିରି(ବି ଶ୍ରୀନିବାସ ପାତ୍ର): ମାଲକାନଗିରି ଜିଲ୍ଲା ପ୍ରଶାସନ ତରଫରୁ ଆଜି IIT , NEET ଓ JEE ପରୀକ୍ଷାର୍ଥୀମାନଙ୍କୁ ଆଜି ଦ୍ଵିତୀୟ ପର୍ଯ୍ୟାୟ ପରୀକ୍ଷା ପାଇଁ ବିଭିନ୍ନ ପରୀକ୍ଷା କେନ୍ଦ୍ରକୁ ବସ ଯୋଗେ ପଠାଇବାର ବନ୍ଦବସ୍ତ କରାଯାଇଛି। ଗତ ତା ୩୦/୦୮ ରିଖରେ ପ୍ରଥମ ପର୍ଯ୍ୟାୟର…
ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଫରେଷ୍ଟ ପାର୍କ ପ୍ରାତଃ ଭ୍ରମଣକାରୀ ଆସୋସିଏସନ ଦାନ କଲା ଏକ ଲକ୍ଷ
ଭୁବନେଶ୍ୱର (ଶାସକ ପ୍ରଶାସକ) : ଫରେଷ୍ଟ ପାର୍କ ( ବିଜୁ ପଟ୍ଟନାୟକ ପାର୍କ ) ପ୍ରାତଃ ଭ୍ରମଣକାରୀ ଆସୋସିଏସନ ତରଫରୁ ରାଜ୍ୟରେ କୋଭିଡ-୧୯ ଆକ୍ରାନ୍ତଙ୍କ ସହାୟତା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଏକ ଲକ୍ଷ ଟଙ୍କା ଦାନ କରିଛନ୍ତି । ଆସୋସିଏସନ ସଭାପତି ଦୁର୍ଗାଚରଣ ଦାଶ, ସଦସ୍ୟ…
ବିଶ୍ୱବିଦ୍ୟାଳୟର ସିଣ୍ଡିକେଟଗୁଡିକୁ ପୁନର୍ଗଠିତ କରାଯିବ- କୁଳପତିଙ୍କ କାର୍ଯ୍ୟକାଳ ୪ ବର୍ଷ, ପୁନଃନିଯୁକ୍ତିକୁ ମନା
ଅଭାବୀ ଆଇନଜୀବୀମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ ନିମନ୍ତେ ଅଧିବକ୍ତା କଲ୍ୟାଣ ପାଣ୍ଠିର ଉପଯୋଗ ସକାଶେ ହେବ ନିୟମରେ ସଂଶୋଧନ
"ବଳରାମ' ଯୋଜନାରେ ଆଗାମୀ ୩ ବର୍ଷ ମଧ୍ୟରେ ୫ ଲକ୍ଷ ଭାଗଚାଷୀଙ୍କୁ ସାମିଲ କରିବାକୁ ଲକ୍ଷ୍ୟ
ଭୁବନେଶ୍ୱର (ଶାସକ ପ୍ରଶାସକ) ମୁଖ୍ୟମନ୍ତ୍ରୀ…