ଗ୍ରୀନ ଏସୋସିଏସନ ରେଙ୍ଗାଲି ପକ୍ଷରୁ ଦ୍ବିତୀୟ କ୍ରିକେଟ ଟୁଣ୍ଣାମେଣ୍ଟ ଅନୁଷ୍ଠିତ।

0 1

ସମ୍ବଲପୁର(ରମାକାନ୍ତ ବିଶ୍ବାଳ)-ଗ୍ରୀନ ଏସୋସିଏସନ ରେଙ୍ଗାଲି ପକ୍ଷରୁ ରୁ ମଙ୍ଗଲବାର ଦିନ ଠାରୁ ଆରମ୍ଭ ହୋଇଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆସନ୍ତା ଶୁକ୍ରବାର ଦିନ ଉଦଯାପିତ ହେବ।

  ପ୍ରଥପ ଦିନ ଯୁବ ସମାଜସେବୀ ଚିନ୍ତାମଣି ବାଗ ଅତିଥି ଭାବେ ଯୋଗ ଦେଇ ଟୁର୍ଣ୍ଣାମେଟ କୁ ଉଦଘାଟନ କରିବାର ସହ ଖେଳାଳି ମାନକୁ ଉତ୍ସାହିତ କରିଥିଲେ ବୁଧୁବାର ଦ୍ବିତୀୟ  ଦିବସରେ ବରିଷ୍ଟ ସାମ୍ବାଦିକ ରମାକାନ୍ତ ବିଶ୍ୱାଳ,ଯୁବ ସାମ୍ବାଦିକ ସନ୍ଦୀପ ଶର୍ମା ଅତିଥି ଭାବେ ଯୋଗ ଦେଇ ଦ୍ବିତୀୟ

ଦିନ ର ଖେଳ କୁ ଉଦଘାଟନ କରିବାସହ ଖେଳାଳି ମାନକୁ ଉତ୍ସାହିତ କରିଥିଲେ ପ୍ରଥମ ଦିନ ୮ଟି ଟିମ ଖେଳିଥିବା ବେଳେ ଦ୍ବିତୀୟ ଦିନ ମଧ୍ୟ ୮ଟି ଟିମ ଯୋଗ ଦେଇ ତାଙ୍କ ଖେଳ ପ୍ରଦର୍ଶନ କରିଥିଲେ।  ଉଭୟ ଦିନର ଖେଳକୁ ଏମ୍ପିଆର ସରୋଜ ଛୁରିଆ ଓ ବିକାଶ ମହାନନ୍ଦିଆ ଖେଳ ପରିଚାଳନା କରିଥିଲେ ଅନୁଷ୍ଠାନର ଚିତ୍ତରଞ୍ଜନ ବାଗ, ପଦ୍ମରଂଜନ ବିଶ୍ୱାଳ,ସରୋଜ ଛୁରିଆ,ଉମାକାନ୍ତ ପଟ୍ଟନାୟକ, ସାଧୁଚରଣ ଗର୍ଡିଆ, ଉତ୍ତମ ପ୍ରଧାନ,କେଶବ ଓରାମ,ସୁଜିତ ସୋରେନ,ଅଜିତ ବାଦି ପ୍ରମୁଖ କ୍ରିକେଟ ଟୁର୍ଣ୍ଣାମେଟ ର ସୁପରିଚାଳନା ଦିଗରେ ସହଯୋଗ କରିଥିଲେ।

Leave A Reply

Your email address will not be published.