Sign in
Sign in
Recover your password.
A password will be e-mailed to you.
ସ୍ପର୍ଶ କୁଷ୍ଠ ରୋଗ ସଚେତନତା ଅଭିଯାନ
ଜିଲ୍ଲା ସ୍ତରୀୟ ସମନ୍ଵୟ କମିଟିର ବୈଠକ ଅନୁଷ୍ଠିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି ( ବୁଧବାର) ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ସ୍ପର୍ଶ କୁଷ୍ଠ ରୋଗ ସଚେତନତା ଅଭିଯାନ - ୨୦୨୬ର ଜିଲ୍ଲା ସ୍ତରୀୟ ସମନ୍ଵୟ…
କାର୍ଯ୍ୟସ୍ଥଳରେ ନାରୀ ସୁରକ୍ଷା ନେଇ ସଚେତନତା
PosH ଆଇନ ଓ ସାମ୍ବିଧାନିକ ଅଧିକାର ଉପରେ ଆଇନ ମହାବିଦ୍ୟାଳୟରେ ଶିବିର
ବଲାଙ୍ଗିର (୨୭/୦୧): ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ କ୍ରମେ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଭାରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀଯୁକ୍ତ ମଳୟ ରଂଜନ ଦାସଙ୍କ ଅନୁମତିରେ ବଲାଙ୍ଗିର ଜିଲ୍ଲା ଆଇନ ସେବା ପ୍ରାଧିକରଣ…
ଅଜଣା ଦୁର୍ବୃତ୍ତ ଙ୍କ ବୋମାମାଡ଼ ରେ ଘର କ୍ଷତିଗ୍ରସ୍ତ
କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ଛତ୍ରପୁର ଥାନା ଅନ୍ତର୍ଗତ ଚିକଲଖଣ୍ଡି ଗ୍ରାମର ଜି କାମ ରାଜୁ ରେଡ୍ଡିଙ୍କ ଘରେ ରାତି ଅଧରେ ବୋମାମାଡ଼ କରି ଦୁର୍ବୃତ୍ତ ଫେରାର ହୋଇଯାଇଥିବା ଜଣାପଡିଛି। କାମ ରାଜୁଙ୍କ ପରିବାର ଲୋକେ ଘରେ ଶୋଇଥିବା ବେଳେ କୌଣସି ଅଜଣା ଦୁର୍ବୃତ୍ତ ଘର ପଛପଟୁ ବୋମାମାଡ଼…
ଓଡ଼ିଶା ବନ୍ଦ୍ ଡାକରା ର ପ୍ରଭାବ ଭଞ୍ଜନଗରରେ ଶୂନ୍ୟ
ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ), ଶାସକ ପ୍ରଶାସକ : ନବ ନିର୍ମାଣ କୃଷକ ସଙ୍ଗଠନ ତରଫରୁ ରାଜ୍ୟ ବ୍ୟାପି ବନ୍ଦ ଡାକରା ଦେଇଥିବା ବେଳେ , ଏହାର ପ୍ରଭାବ୍ କିନ୍ତୁ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହର ରେ ଶୂନ୍ୟ।
ନବ ନିର୍ମାଣ କୃଷକ ସଂଗଠନ ର ରାଜ୍ୟ ବ୍ୟାପୀ ବନ୍ଦ୍ ଡାକରା କୁ ବିଜେଡି ଓ କଂଗ୍ରେସ…
ବାଲ୍ୟ ବିବାହ ବନ୍ଦ ନେଇ ସାଇକେଲ ରାଲି
(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): - ରାୟଗଡ଼ା ଜିଲ୍ଲା ଗୁଣପୁର ତାଲୁକ ଆଇନ ସେବା ସଂସ୍ଥା ପକ୍ଷରୁ ସୋମବାର ଏକ ସାଇକେଲ ରାଲୀ ଅନୁଷ୍ଠିତ ହୋଇଥିଲା l ବାଲ୍ୟ ବିବାହ ପ୍ରଥା କୁ ନେଇ ଏହି ସାଇକେଲ ରାଲୀ ଗୁଣପୁର କୋର୍ଟ ଠାରୁ ବାହାରିଥିଲା l ତାଲୁକ ଆଇନ୍ ସେବା ସଂସ୍ଥା ର ଅଧ୍ୟକ୍ଷ ତଥା ଏ…
ବନ୍ଧୁ ମିଳନ ଦିନ ମହିଳା ଙ୍କ ଖାଦ୍ଯ ପସରା ,ଦର୍ଶକ ଙ୍କୁ ନଚାଇଲେ ବର୍ଣ୍ଣାଳି
(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ଚତୁର୍ଦ୍ଦଶ ରାଜ୍ୟ ସ୍ତରୀୟ ବଂଶଧାରା ବସନ୍ତ ମହୋତ୍ସବ ରେ ଦର୍ଶକ ଙ୍କୁ ନଚାଇଲେ ବର୍ଣ୍ଣାଳୀ ହୋତା l ରଙ୍ଗାରଙ୍ଗ ଗୀତ ରେ ଦର୍ଶକ ନାଚି ଉଠିଥିଲେ l ବନ୍ଧୁ ମିଳନ ସହ ଖାଦ୍ଯ ପସରା ପ୍ରଦର୍ଶନୀ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟାରେ ହୋଇଥିବା…
ହିମାଳୟ ୱେଲ୍ନେସ୍ ଏବଂ ଆର୍ସିବି ମହିଳା ଟିମ୍ ଭାରତର ଭବିଷ୍ୟତ ମହିଳା କ୍ରିକେଟର ଗଢିତୋଳିବାକୁ ହାତ ମିଳାଇଲେ
କିଶୋରୀ ବାଳିକାମାନଙ୍କୁ ଶିକ୍ଷଣ, ଆବଶ୍ୟକ ପରାମର୍ଶ ଦେଇ ସଶକ୍ତ କରିବା ଏବଂ ଆର୍ସିବି ମହିଳା ଟିମ୍କୁ ପ୍ର୍ରତ୍ୟକ୍ଷ ଭେଟିବାର ସୁଯୋଗ ପ୍ରଦାନ ନିମନ୍ତେ ୧ଡର୍ଓମ୍ୟାନ୍ ଏକାଡେମୀ ଓ ଚାଟ୍ବଟ୍ ଉନ୍ମୋଚନ କଲେ
ନୂଆଦିଲ୍ଲୀ : ଭାରତର ୧ ନମ୍ବର ଫେସ୍ ୱାଶ୍ ବ୍ରାଣ୍ଡ୍ ହିମାଳୟ ୱେଲ୍ନେସ୍…
ପୁଅ ବାହାଘର ଭୋଜି ପୁର୍ବରୁ ଗାଡ଼ି ଧକ୍କାରେ ପିତାଙ୍କର ମୃତ୍ୟୁ
( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ହିଞ୍ଜିଳି ସହର ମୁଖ୍ୟ ରାସ୍ତାରେ ଗୋଟିଏ ଟାଟା ଏସ୍ ମିନି ଟ୍ରକ ଧକ୍କାରେ ତ୍ରିଲୋଚନ ପାତ୍ର ନାମକ ଜଣେ ବ୍ୟକ୍ତି ଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତିଙ୍କ ପୁଅ ଗତକାଲି ବାହା ହୋଇଥିଲେ ଓ ଆଜି ସନ୍ଧ୍ୟାରେ ହିଞ୍ଜିଳି କଲ୍ୟାଣ ମଣ୍ଡପ ରେ…
ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅନ୍ତର୍ଗତ ଏସ.କାରଡ଼ାସିଂ ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷ ଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଅକ୍ଷୟ ସୁନୀଲ…
ବିଜେପୁର ବିଦେଶୀ ମଦ ଦୋକାନରେ ଖୋଲା ଲୁଟ୍! ପ୍ରିଣ୍ଟ ରେଟ୍ ଠାରୁ ଅଧିକ ୩୦ ଟଙ୍କା ଆଦାୟ
ବିଜେପୁର :- ସୁଶାନ୍ତ ସାହୁ ସାଶକ ପ୍ରଶାସକ : ବରଗଡ଼ ଜିଲ୍ଲାର ବିଜେପୁର ସହରସ୍ଥିତ ବିଦେଶୀ ମଦ ଦୋକାନରେ ସରକାରୀ ନିୟମକୁ ଖୋଲା ଖୋଲି ଉଲଂଘନ କରି ଗୋଟିଏ କ୍ୱାଟର ମଦରେ ପ୍ରିଣ୍ଟ ରେଟ୍ ଠାରୁ ୩୦ ଟଙ୍କାରୁ ଅଧିକ ଅବୈଧ ଭାବେ ଆଦାୟ କରାଯାଉଥିବା ଅଭିଯୋଗ ଉଠିଛି। ଏହାକୁ ସାଧାରଣ ଲୋକଙ୍କ ଉପରେ…