ଉତ୍କଳ ଆଲୁମିନା ପକ୍ଷରୁ ୭୭ତମ ସ୍ଵାଧୀନତା ଦିବସ ପାଳିତ

କାଶୀପୁର ରୁ ବୈକୁଣ୍ଠ ଦୁରିଆ: ଉତ୍କଳ ଆଲୁମିନା ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଆଦିତ୍ୟ ବିର୍ଲା ଗ୍ରୁପର ସହଯୋଗୀ କମ୍ପାନୀ ପକ୍ଷରୁ ୭୭ତମ ସାଧାରତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଅଛି। ସ୍ଥାନୀୟ ନୂଆପଡ଼ା ସ୍ଥିତ ହେଲିପ୍ୟାଡ ପଡିଆ ଠାରେ ଆୟୋଜତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ତଥା ୟୁନିଟ୍…

ଜାତୀୟ ସ୍ତରୀୟ ତାଇକୋନ୍‌ଡୁ ପ୍ରତିଯୋଗୀତା ରେ ଜିଲ୍ଲା ଡାଇକୋଡୁ ଅନୁଷ୍ଠାନ, ଗଜପତି ଛାତ୍ର ଛାତ୍ରୀ ମାନଙ୍କର ସଫଳତା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜାତୀୟ ସ୍ତରୀୟ ତାଇକୋନ୍‌ଡୁ ପ୍ରତିଯୋଗୀତା ରେ ଜିଲ୍ଲା ଡାଇକୋଡୁ ଅନୁଷ୍ଠାନ, ଗଜପତି ଛାତ୍ର ଛାତ୍ରୀ ମାନଙ୍କର ସଫଳତା। ୧୮/୧/୨୦୨୬ ଠାରୁ ୨୩/୧/୨୦୨୬ ପର୍ଯ୍ୟନ୍ତ ରାଜସ୍ଥାନର ଜୟପୁର ସ୍ଥିତ ସାୱାଇ ମାନସିଂ ଷ୍ଟାଡିଅମ ଠାରେ ୨ୟ ଫେଡେରେସନ କପ୍…

ମେରା ଯୁବା ଭାରତ ,ନବରଙ୍ଗପୁର ତରଫରୁ ଅନ୍ତଃଜିଲ୍ଲା ଯୁବ ବିନିମୟ କାର୍ଯ୍ୟକ୍ରମ

ନବରଙ୍ଗପୁର ତା ୨୭.୧.୨୦୨୬: ଆଜି ସ୍ଥାନୀୟ ଡି ପି ଆର୍ ସି ଠାରେ ମେରା ଯୁବା ଭାରତ,ନବରଙ୍ଗପୁର ତରଫରୁ ଅନ୍ତଃ ଜିଲ୍ଲା ଯୁବା ବିନିମୟ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଯାଇଛି। ପ୍ରଥମେ ମୋ ଯୁବ ଭାରତ ର ଯୁବ ଅଧିକାରୀ ଭି ରମେଶ ସମସ୍ତଙ୍କୁ ସ୍ଵାଗତ କରି ଏହି ଯୁବା ବିନିମୟ କାର୍ଯ୍ୟକ୍ରମ ର…

ଜିଲ୍ଲାର ‘ଶ୍ରେଷ୍ଠ କ୍ରୀଡ଼ାବିତ୍‌’ ପୁରସ୍କାର ପାଇଲେ ସୁଶ୍ରୀ ସଂଯୁକ୍ତା ଦାସ।

କେନ୍ଦୁଝର,ତା୨୭/୧- କେନ୍ଦୁଝର ଷ୍ଟାଡିୟମରେ ଆୟୋଜିତ ହୋଇଯାଇଥିବା ୭୭ତମ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହରେ କେନ୍ଦୁଝର ଝିଅ ସୁଶ୍ରୀ ସଂଯୁକ୍ତା ଦାସ ଶ୍ରେଷ୍ଠ କ୍ରୀଡ଼ାବିତ ପୁରସ୍କାର ପାଇଛନ୍ତି। ଏହି ଅବସରରେ ମୁଖ୍ୟ ଅତିଥି ରାଜ୍ୟ ଖାଉଟି ଓ ଯୋଗାଣ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର…

ରାଜ୍ୟସ୍ତରୀୟ ୩୩ତମ ମା ଶାରଳା କପ ର ଦ୍ୱିତୀୟ କ୍ୱାଟର ଫାଇନାଲ l

ଅସ୍ତରଙ୍ଗ/ଦୁଃଶାସନ ନାୟକ : ରାଜ୍ୟସ୍ତରୀୟ ୩୩ତମ ଶରଳା କପ ର ଦ୍ୱିତୀୟ କ୍ୱାଟର ଫାଇନାଲ ମ୍ୟାଚ, ଅସ୍ତରଙ୍ଗ ସ୍ତିତ ନରେନ୍ଦ୍ର ଷ୍ଟାଡିୟମ ରେ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇ ଯାଇ ଅଛି l ଯଦୁପୁର ଟିମ ଟସ ଜିତି ପ୍ରାଥମେ ବ୍ୟାଟିଂ କରିଥିଲା l ଯଦୁପୁର ଦଳ ର ଅଲ ରାଉଣ୍ଡର ଏସ କେ, ସଲମାନ ୫୦ବଲ…

ବିଜେପୁର ବିଜ୍ଞାପିତ ଅଞ୍ଚଳରେ ବ୍ୟାପକ ଜବରଦଖଲ ଉଛେଦ ଅଭିଯାନ

ବିଜେପୁର :-ବରଗଡ଼ ଜିଲ୍ଲା ବିଜେପୁର ବିଜ୍ଞାପିତ ଅଞ୍ଚଳରେ ଆଜି ପ୍ରଶାସନ ପକ୍ଷରୁ ବ୍ୟାପକ ଜବରଦଖଲ ଉଛେଦ ଅଭିଯାନ ଆରମ୍ଭ ହୋଇଯାଇଛି। ସକାଳ ୯ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିଥିବା ଏହି ଅଭିଯାନ ବିଜେପୁର ବସ୍‌ଷ୍ଟାଣ୍ଡ ଠାରୁ ଆନନ୍ଦ ନଗର ପର୍ଯ୍ୟନ୍ତ ମୁଖ୍ୟ ରାସ୍ତା ରେ…

ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଘାଟିତ

 ଜଗତସିଂହପୁର,ତା-୨୭.୦୧.୨୦୨୬/ସୁମନ୍ତ କୁମାର ଦାସ: ଆଜି ଜିଲ୍ଲା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖସ୍ଥ ପଡିଆ ଠାରେ ଜାନୁଆରୀ ୨୭ତାରିଖରୁ ୩୧ତାରିଖ ପର୍ଯ୍ୟନ୍ତ ଆୟୋଜିତ ହୋଇଛି ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା । ମୁଖ୍ୟ ଅତିଥି…

ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଗୋପାଳପୁର ବେଳାଭୂମି ମହୋତ୍ସବ ନିମନ୍ତେ ମାଁ ବ୍ୟାଘ୍ରଦେବୀଙ୍କର ବିଶାଳ ମଶାଲ ଶୋଭା ଯାତ୍ରା

ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ:  ଆଜିଠାରୁ ଅର୍ଥାତ୍ ୨୭ ଜାନୁଆରୀ ୨୦୨୬ ରିଖ ମଙ୍ଗଳ ବାର ଦିନ ଠାରୁ ଆରମ୍ଭ ହେଉଛି ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଗୋପାଳପୁର ବେଳାଭୂମୀ ମହୋତ୍ସବ। ଏହା ଦୀର୍ଘ ୪ ଦିନ ଅର୍ଥାତ୍ ୩୦ ଜାନୁଆରୀ ୨୦୨୬ ରେ ଉଦଯାପନ ହେବାକୁ ସ୍ଥିର ହୋଇଛି। ଏଥି…

ବେଲଗୁଣ୍ଠା ପିଏମ୍ ଶ୍ରୀ ନୋଡ଼ାଲ୍ ଜି.ଟି ଉଚ୍ଚ ବିଦ୍ୟାଳୟରେ ପିଏମ୍ ଶ୍ରୀ ବାର୍ଷିକ ଉତ୍ସବ

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ସହରର ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ପିଏମ୍ ଶ୍ରୀ ନୋଡ଼ାଲ୍ ଜି.ଟି ଉଚ୍ଚ ବିଦ୍ୟାଳୟରେ ପିଏମ୍ ଶ୍ରୀ ବାର୍ଷିକ ଉତ୍ସବ -୨୦୨୫ ପ୍ରଧାନ ଶିକ୍ଷୟିତ୍ରୀ ପ୍ରତିମା ମହାରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି I ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ…

୭୭ ତମ ଜନରାଜ୍ୟ ଦିବସ ପାଳିତ

ବେଲଗୁଣ୍ଠା,(ଶିବରାମ ଚୌଧୁରୀ)- , ବେଲଗୁଣ୍ଠା ବ୍ଳକ୍ ଏବଂ ଏନ୍ଏସି ର ବିଭିନ୍ନ ଶିକ୍ଷାନୁଷ୍ଠାନ,ସରକାରୀ କାର୍ଯ୍ୟାଳୟ ଏବଂ ବିଭିନ୍ନ ସାମାଜିକ ଅନୁଷ୍ଠାନରେ ପାଳିତ ହୋଇଯାଇଛି ୭୭ ତମ ଜନରାଜ୍ୟ ଦିବସ I ଆଜି ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ବେଲଗୁଣ୍ଠା ବ୍ଳକ୍ ପଡିଆ ଠାରେ ଅନୁଷ୍ଠିତ ଏନ୍ଏସି…