ବିବାହ ପ୍ରତିଶ୍ରୁତିରୁ ପ୍ରତାରଣା। ଶାରୀରିକ ସମ୍ପର୍କ ରଖି ଗର୍ଭବତୀ ହେଲେ ବିକଳାଙ୍ଗ ଯୁବତୀ । 

ଝାରସୁଗୁଡ଼ା:( ସୁଭାଷ ସହାରେ)-ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକର ଅଇତାପାଲି ଗ୍ରାମର ଜଣେ ଯୁବତୀ ଶାରୀରିକ ଶୋଷଣର ଶୀକାର ହୋଇ ଗର୍ଭବତୀ  ହୋଇ ଯାଇଥିବା ନେଇ ଲଇକେରା ଥାନାରେ ଅଭିଯୋଗ ହୋଇଛି। ବର୍ତ୍ତମାନ ଯୁବତୀ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇ ନ୍ୟାୟ ପାଇଁ ପ୍ରଥମେ ସମାଜ ଓ ପରେ ପୋଲିସର…

ଚାଇଲ୍ଡଲାଇନ ହସ୍ତକ୍ଷେପ ପରେ ବନ୍ଦ ହେଲା ବେଆଇନ ପୋଷ୍ୟ ସନ୍ତାନ ଗ୍ରହଣ। 

ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ା ବିଟିଏମ୍  ଫାଣ୍ଡି ଅଞ୍ଚଳର ହଂସାମୁରା କଣ୍ଟାପାଲି ଗ୍ରାମରେ ଆଜି ଦୁଇଟି ପକ୍ଷଙ୍କ ମଧ୍ୟରେ ହେବାକୁ ଯାଉଥିବା ଏକ ବେଆଇନ ପୋଷ୍ୟ ସନ୍ତାନ ଗ୍ରହଣ ପ୍ରକ୍ରିୟା ବାବଦରେ ଖବର ପାଇ  ଚାଇଲ୍ଡଲାଇନ କେନ୍ଦ୍ର ଏହାକୁ ରୋକିବାରେ ସଫଳ ହୋଇଛନ୍ତି। ଖବର ମୁତାବକ,…

ଧରାପଡି଼ଲେ ଆନ୍ତଃଜିଲ୍ଲା ଗାଡ଼ି ଚୋର ରାକେଟ ।

ଝାରସୁଗୁଡ଼ା :(ସୁଭାଷ ସହାରେ)- ଝାରସୁଗୁଡ଼ା ପୋଲିସକୁ ମିଳିଛି ଏକ ବିରାଟ ସଫଳତା। ବିଭିନ୍ନ ଜିଲ୍ଲାରୁ ଗାଡ଼ି ଚୋରି କରୁଥିବା ଏବଂ ଚୋରା ଗାଡ଼ି ବିକ୍ରି କରୁଥିବା ଅଭିଯୋଗରେ ପାଞ୍ଚଜଣ ମୂଖ୍ୟ ଅପରାଧୀଙ୍କ ସହ ଚାରିଜଣ ନାବାଳକଙ୍କୁ ଗିରଫ କରିଛି ଝାରସୁଗୁଡ଼ା ପୋଲିସ। ଏମାନଙ୍କ ବିରୋଧରେ ପୋଲିସ କେସ…

 ଧନ୍ୟ ଏ ପ୍ରଶାସନ : ବିଲ ଚୁଆ ପାଣି ପିଇ କଟୁଛି ଜୀବନ 

ବାରିପଦା(ଦିଲ୍ଲୀପ ମହାନ୍ତି)- ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲା ଏବେ ମଧ୍ୟ ଅବହେଳିତ । ବିଜେଡ଼ିର ଗାଁର ବିକାଶରେ ରାଜ୍ୟର ବିକାଶ ନାରା ସହ ସମସ୍ତ ଗ୍ରାମକୁ ପାଇପ ପାଣି ଏବଂ ବିଜେପିର ନବ ଭାରତ ନିର୍ମାଣ ମୟୂରଭଞ୍ଜରୁ ଆରମ୍ଭ ଘୋଷଣାର କୌଣସି ଛାପ ଦେଖିବାକୁ ମିଳୁ ନାହିଁ ମୟୂରଭଞ୍ଜ…

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୭୫ ହଜାର ଟଙ୍କା ସହାୟତା ପ୍ରଦାନ ।

ବୁଗୁଡା/ ଡ଼ଃ କୁମୁଦ ଚନ୍ଦ୍ର ବେହେରା- ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ ଅରଖପୁର ଗ୍ରାମର ଜଣେ ଅସହାୟ ରୋଗୀଙ୍କ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଦିଆଯାଇଥିବା ସହାୟତା ରାଶି  ୭୫ ହଜାର ଟଙ୍କାର ଚେକକୁ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ…

ସମ୍ବଲପୁରୀ ଆଲବମ “ତୋର୍ ମୁଲ୍ କି ହସି “: ୨ ଦିନରେ ଦେଖିଲେଣି  ପ୍ରାୟ ୨ ଲକ୍ଷ ଦର୍ଶକ l

ସମ୍ବଲପୁର (ରମାକାନ୍ତ ବିଶ୍ବାଳ ): ସମ୍ବଲପୁରୀ ଆଲବମ "ତୋର୍ ମୁଲ୍ କି ହସି " ରିଲିଜ ହୋଇଛି l ତେବେ ରିଲିଜ ହେବାର  ୨ ଦିନରେ ଭିତରେ ପ୍ରାୟ ୨ ଲକ୍ଷ ଦର୍ଶକ ଦେଖିସାରିଲେଣି l ଦୀର୍ଘ ୧୦ ବର୍ଷ ପରେ ପୁଣି  ଦର୍ଶକ ଙ୍କ ପାଖକୁ ଫେରିଛନ୍ତି ଅଭିନେତା ତଥା ନୃତ୍ୟ କଳାକାର ଭାରତ ଗୌରବ ଦାଶ l…

ସାଂସଦ ପାଣ୍ଠି କୁ ପୂର୍ବବସ୍ଥାକୁ ଆଣିବାକୁ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ଦାବୀ l 

ସମ୍ବଲପୁର, (ରମାକାନ୍ତ ବିଶ୍ବାଳ ): କରୋନା ଜନିତ ଖର୍ଚ୍ଚ କୁ ଦୃଷ୍ଟି ରେ ରଖି କେନ୍ଦ୍ର ସରକାର ସାଂସଦ ପାଣ୍ଠିକୁ ଆଗାମୀ ୨ ବର୍ଷ ପାଇଁ ସ୍ଥଗିତ ରଖିଛନ୍ତି l ତେବେ ଏହି ସାଂସଦ ପାଣ୍ଠି କୁ ପୂର୍ବବସ୍ଥାକୁ ଆଣିବାକୁ ବିଜୁ ଜନତା ଦଳ ର ରାଜ୍ୟସଭାରେ ଦଳୀୟ ନେତା  ରାଜ୍ୟସଭା ସାଂସଦ ପ୍ରସନ୍ନ…

କୋଭିଡ଼ -୧୯ ଚିକିତ୍ସା ରେ ଡା. ରାମଚରଣ ପ୍ରଧାନ ଙ୍କ ପ୍ରସ୍ତୁତ ହୋମିଓପାଥି ଔଷଧ ଏକ ନୂତନ ଆଶା ର ସଂଚାର କରିବ !!!

  ସମ୍ବଲପୁର, (ରମାକାନ୍ତ ବିଶ୍ବାଳ ):  ବର୍ତମାନ ସାରା ବିଶ୍ବ କରୋନା ମହାମାରୀକୁ ନେଇ ବ୍ୟାପକ ଭାବରେ ଚିନ୍ତିତ, ଭୟଭିତ ଏବଂ ଆତଙ୍କିତ ମଧ୍ୟ  l ଏହାର ନିର୍ଦ୍ଧିଷ୍ଟ ଭାବେ କୌଣସି ଚିକିତ୍ସା ବାହାରି ପାରିନାହିଁ  l ଏଭଳି ସ୍ଥିତିରେ ହୋମିଓପାଥି ଚିକିତ୍ସା ଏକ ଆଶାର ସଂଚାର କରିଛି ବୋଲି…

ଜନବସତିରୁ ୧୨ଫୂଟ ଲମ୍ବା ଅଜଗର ବନବିଭାଗ ଦ୍ୱାରା ଉଦ୍ଧାର ।

ଲକାନଗିରି / ବି ଶ୍ରୀନିବାସ ପାତ୍ର: ମାଲକାନଗିରି ଜିଲ୍ଲାରେ ଥିବା ଜଙ୍ଗଲ ଓ  ଘଞ୍ଚ ପାହାଡ ଗୁଡିକ ଦିନକୁ  ଦିନ ଶ୍ରୀହୀନ ହେବାରେ ଲାଗିଛି ।ଫଳରେ ଜଙ୍ଗଲରେ ରହୁଥିବା ବନ୍ୟା ଜନ୍ତୁ , ସାପ ଓ ଶରୀସୃପ ନିରୁପାୟ ହୋଇ ବଞ୍ଚିବା ପାଇଁ ଆବଶ୍ୟକୀୟ ଖାଦ୍ୟ ଅନ୍ୱେଷଣ ରେ ପୂର୍ବରୁ ବହୁବାର ଜିଲ୍ଲାର…

ମଣ୍ଡିସ୍କାମର ତଦନ୍ତ ଓ ଯୋଗାଣ ଅଧିକାରୀଙ୍କୁ ଗିରଫ ଦାବିରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଆରକ୍ଷୀ ଅଧିକ୍ଷକଙ୍କୁ ପତ୍ର ।

ମାଲକାନଗିରି / ବି ଶ୍ରୀନିବାସ ପାତ୍ର : ମାଲକାନଗିରି ଧାନ ମଣ୍ଡିସ୍କାମକୁ ବିରୋଧ କରି ଜିଲ୍ଲା କଂଗ୍ରେସ ପକ୍ଷରୁ ମାଲକାନଗିରି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଏକ ସ୍ଵତନ୍ତ୍ର ଟିମ ଭେଟି ନିଜର ଦାବି ଉପସ୍ଥାପନ କରିବାସହ  ଘଟଣାର ତଦନ୍ତ କରି ଅତିରିକ୍ତ ଯୋଗାଣ ଅଧିକାରୀ ମନୋଜ ପ୍ରଧାନ ଙ୍କୁ…