ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଜନ୍ମ ଦିନ ଉପଲକ୍ଷେ ସେବା-ସପ୍ତାହ 

http://www.youtube.com/watch?v=kyrzumG_MTc&t=6s  ଶେଷ ଦିନରେ ଜିଲ୍ଲା ଭାଜପା ୟୁନିଟ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଗଜପତି ଜିଲ୍ଲା ବିଜେପି ୟୁନିଟ୍ ଓ ଜିଲ୍ଲା…

ଶିକାରୀ ହେଲା ଶିକାର 

ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ :-ସମ୍ବଲପୁର ଜିଲ୍ଲା  ରେଢାଖୋଲ ବ୍ଲକ ଚାରମାଳ ଥାନା ଅନ୍ତର୍ଗତ ଭରତାପୁର ପଞ୍ଚାୟତର ଚୁଡାପୁଡୁଗ ଜଙ୍ଗଲରେ ଘଟିଛି ଅଘଟଣ ,ଗତ କାଲି ରାତିରେ ଜନ୍ତୁ ଶିକାର ପାଇଁ ବିଛାଇଥିବା ୧୧କେଭି ଲାଇନ ସଂସ୍ପର୍ଷରେ ଆସି ଶିକାରୀ  ମୃତ୍ୟୁ I ମୃତକ…

ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ତରଫରୁ  ରକ୍ତଦାନ ଶିବିର 

 ଭୁବନେଶ୍ୱର/ଶାସକ ପ୍ରଶାସକ :  ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ  ୱାର୍ଡ଼ ନମ୍ୱର-୪, ପାହାଳ ସେବା ସମବାୟ ସମିତି ଅତିଥି ଭବନ ପରିସରରେ ଆୟୋଜନ ହୋଇଯାଇଛି।ଏହି କାର୍ଯ୍ୟକ୍ରମକୁ ଓଡ଼ିଶା ମୋ ପରିବାର ରାଜ୍ୟ ସଂଯୋଜକ ଶ୍ରୀ ଅରୁପ ପଟ୍ଟନାୟକ ଉଦଘାଟନ କରିଥିଲେ, ଓଡ଼ିଶା ମୋ ପରିବାର…

କରୋନାକୁ ଜିତିଥିଲେ, ହେଲେ ମୃତ୍ୟୁଠୁ ହାରିଗଲେ 

ବରିଷ୍ଠ ସେବାୟତ ପ୍ରେମାନନ୍ଦ ପରଲୋକରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଗଭୀର ଶୋକ ପ୍ରକାଶ  ପୁରୀ,(ଶାସକ ପ୍ରଶାସକ) :ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ତଥା ମା ସୁଭଦ୍ରାଙ୍କ ବାଡ଼ଗ୍ରାହୀ ପ୍ରେମାନନ୍ଦ ଦାସ ମହାପାତ୍ରଙ୍କ ପରଲୋକ ହୋଇଯାଇଛି | ନିକଟରେ କରୋନାକୁ ପରାଜୟ କରି ବିଜୟୀ ହେଇଥିଲେ | …

ଗାଁ ସ୍କୁଲ ବନ୍ଦ : ଅନ୍ୟ ଗାଁକୁ ପାଠ ପଢିବାକୁ ଯିବେ ୧୪ଟି ସ୍କୁଲର କୋମଳମତୀ ଛାତ୍ରଛାତ୍ରୀ

ବଲାଙ୍ଗୀର/ ନିରୋଜ ମିଶ୍ର  : ୨୦ ବର୍ଷରୁ ଅଧିକ ହେଲା ନିଜ ନିଜ ଗାଁରେ ପାଠ ପଢ଼ୁଥିବା ୧୪ଟି ସ୍କୁଲର କୋମଳମତୀ ଛାତ୍ରଛାତ୍ରୀ ଏବେ ଗାଁ ସ୍କୁଲରେ ଅଧିକ ପିଲା ନ ଥିବାରୁ ନିକଟବର୍ତ୍ତୀ ଅନ୍ୟ ସ୍କୁଲକୁ ପାଠ ପଢ଼ିବାକୁ ଯିବେ ବୋଲି ସରକାରୀ ନିଷ୍ପତ୍ତି ହୋଇଥିବାର ଜଣାପଡ଼ିଛି । ଅପାଠୁଆ କେହି…

ଲିଭ ଉଇଥ କରୋନା : ଜୀବନ -ଜୀବିକାର ଦୋ ଛକିରେ ମଣିଷ 

 କୋହଳ ବ୍ୟବସ୍ଥା,ଲଗାମଛଡା ଆକ୍ରାନ୍ତଙ୍କ ସଂଖ୍ୟା ପୂର୍ବାପେକ୍ଷା କ୍ଷିପ୍ର ଗତିରେ କାୟା ବଢ଼ାଉଛି ଭୁତାଣୁ, ନିୟନ୍ତ୍ରଣ ବ୍ୟବସ୍ଥା ବାଟବଣା   ସରକାରଙ୍କ ଭୂମିକା ଓ କାର୍ଯ୍ୟଧାରା ସରକାର ବାହାଦୁରଙ୍କୁ ଜଣା    ଚିନ୍ତା ଭିତରେ ଆଶ୍ବସ୍ତିର କାରଣ ସାଜିଛି  ସୁସ୍ଥଙ୍କ ହାର…

ଜଣାଶୁଣା କଳାପ୍ରାଣ ଶିଳ୍ପଦ୍ୟୋଗୀ ନିଶିକାନ୍ତ ମିଶ୍ରଙ୍କୁ କରୋନା 

ସମ୍ପର୍କରେ ଆସିଥିବା ବ୍ୟକ୍ତି ପରୀକ୍ଷା କରାଇନେବାକୁ କଲେ ଅନୁରୋଧ  ଭୁବନେଶ୍ବର(ଶାସକ ପ୍ରଶାସକ) : ଜଣାଶୁଣା ସମାଜସେବୀ, କଳାପ୍ରାଣ ସଂସ୍କୃତି ସଂଗଠକ ତଥା ପୃଷ୍ଠପୋଷକ,  ଉଦ୍ୟୋଗୀ ତଥା ଟିମ୍ ଆଡ୍ ମାର୍କ, ଡିଟିଏସ୍ ଓ ଟିମ୍ ଯାଯାବରର ଚେୟାରମ୍ୟାନ୍ ଏବଂ  ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ…

ରାସ୍ତା ତଳକୁ ଖସିଲା ବାଇକ, ଚାଲିଗଲା ଜୀବନ  

ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ :-  ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ୍ ଅନ୍ତର୍ଗତ ବୁଢିଖମାର ଗ୍ରାମର ନେପାଳ ଧଳ ନାମକ ଜଣେ ବ୍ୟକ୍ତି ତାଙ୍କ ନିଜ ବାଇକ ଯୋଗେ ଆଜି ସକାଳେ କୌଣସି ଏକ କାମରେ ରେଢାଖୋଲ ଅସୁଥିଲେ I ବର୍ଷିକିଆ ଆଇଟିଆଇ କଲେଜ୍ ଛକ ନିକଟରେ ଭାର ସାମ୍ୟ…

ପୁରୀ: ପାଥରପୁରୀ ହଷ୍ଟେଲ ପ୍ରସଙ୍ଗରେ ନରମିଲା ପ୍ରଶାସନ, ୭ ଦିନ ମଧ୍ୟରେ ପୁନର୍ବାର ପାଚେରି ନିର୍ମାଣର ପ୍ରତିସୃତି

ପୁରୀ: ଏକତାହିଁ ବଳ । ଦଳ ନିର୍ବିଶେଷରେ ଏକତ୍ର ହୋଇ ପୁରାତନ ଛାତ୍ର ଓ ଛାତ୍ରନେତା ମାନେ ପାଥରପୁରୀ ବଞ୍ଚାଅ ଆନ୍ଦୋଳନ  ଆରମ୍ଭ କରିଥିଲେ, ସେଥିରେ ସାମାନ୍ୟ ଆଶ୍ୱସ୍ଥ ମିଳିଛି । କିୟାନୁଷ୍ଠାନ କମିଟିର ଏକତା ଓ ଚାପ  ଆଗରେ ନରମିଛି ଜିଲ୍ଲା ପ୍ରଶାସନ । ୭ ଦିନ ମଧ୍ୟରେ ପୂର୍ବବତ ପାଚେରୀ…

ଓଡ଼ିଶା ସମେତ 12ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରେ  ଅମ୍ଳଜାନ ଉପଲବ୍ଧତା ଏବଂ ଉପଯୋଗର ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ…

ନୂଆଦିଲ୍ଲୀ (ଶାସକ ପ୍ରଶାସକ):  କୋଭିଡ଼-19 ମହାମାରୀର ସଫଳ ନିୟନ୍ତ୍ରଣ ଏବଂ ପରିଚାଳନା ନିମନ୍ତେ ରଣନୀତି ଗ୍ରହଣ କରିବା ସହିତ କେନ୍ଦ୍ର ସରକାରଙ୍କ ପକ୍ଷରୁ କ୍ୟାବିନେଟ ସଚିବଙ୍କ ଅଧ୍ୟକ୍ଷତାରେ ଆଜି ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ଏହି ସମୀକ୍ଷା ବୈଠକରେ ନୀତି ଆୟୋଗର…