ଆମ୍ବେଦକରଙ୍କୁ ଶ୍ରଦ୍ଧାଞ୍ଜଳି

ପଦ୍ମପୁର-ଡକ୍ଟର ଭୀମରାଓ ରାମଜୀ ଆମ୍ବେଦକରଙ୍କ ୬୫ତମ ମହା ପ୍ରୟାଣଦିବସ ପଦ୍ମପୁରରେ ବିଆର ଆମ୍ବେଦକର ସଂଘ ପକ୍ଷରୁ ପାଳିତ ହୋଇଯାଇଛି ।  ସନୁ ବାଗଙ୍କ ସଭାପତିତ୍ବରେ ପଦ୍ମପୁର ଠାରେ ଅନୁଷ୍ଠିତ ୬୫ତମ ପ୍ରଣୟ ଦିବସରେ ବିଆର ଆମ୍ବେଦକର ସଂଘର ସଭ୍ଯବୃନ୍ଦ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ…

ଜିଲ୍ଲାପାଳଙ୍କ ଚିଠିକୁ ନେଇ ପ୍ରଶ୍ନ ଉଠାଇଲା ଜୟ କିଷାନ କୃଷକ ସଂଘ

ପଦ୍ମପୁର,:ଜୟ କିଷାନ କୃଷକ ସଂଘର ସାମ୍ବାଦିକ ସମ୍ମିଳନୀ ପଦ୍ମପୁର ଉପଖଣ୍ତ ଭେଙ୍ଗରାଜପୁର( ପିପଲପାଲୀ)ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ଜୟ କିଷାନ କୃଷକ  ସଂଘର ସଭାପତି ପୁରନ୍ଦର ଭୋଇ, ସଂପାଦକ ଉମାକାନ୍ତ ଶତପଥୀ ଓ ସକ୍ରିୟ ସଦସ୍ୟ ପିତବାସ ସାହୁ ଉପସ୍ଥିତ ଥିଲେ  । କୃଷକ ସଂଘ…

ଶିକ୍ଷକ ବନ୍ଧୁ ସରୋଜ ସାହୁଙ୍କ ବିୟୋଗରେ ଶୋକସଭା

ପଦ୍ମପୁର,:ପଦ୍ମପୁର ଟାଉନ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ତରଣୀ ସେନ ସାହୁଙ୍କ ସଭାପତିତ୍ବରେ ପ୍ରିୟ ସଂସ୍କୃତି ଶିକ୍ଷକ ସରୋଜ ସାହୁଙ୍କ ବିୟୋଗରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଛି  । ସଭାରେ  ଶିକ୍ଷକ ବନ୍ଧୁ ସ୍ବର୍ଗତ ସରୋଜ ସାହୁ ଜଣେ ଆଦର୍ଶ,ଛାତ୍ର ବତ୍ସଳ,ମେଲାପୀ,କଳା ସଂସ୍କୃତି ପ୍ରିୟ…

କାଲି ଯୋଦ୍ଧା କହି ମୁଣ୍ଡରେ ବସାଇଥିଲେ, ଆଜି ଆଡେଇଦେଲେ 

http://www.youtube.com/watch?v=PEKHtbQTSA4 ଜିଲ୍ଲାର ବିଭିନ୍ନ କୋଭିଡ କେୟାର ସେଣ୍ଟର ଓ ଟିଏମସିରେ କାର୍ଯ୍ୟରତ ୧୩୫ ଜଣ ବିଭିନ୍ନ ବର୍ଗର ସ୍ବାସ୍ଥ୍ୟକର୍ମଙ୍କୁ ହଠାତ ଛଟେଇ  : ପୁନଃନିଯୁକ୍ତି ପାଇଁ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି…

ଲାଞ୍ଚ ନ ଦେବାରୁ ଆବାସ ଘର ଫାଇନାଲ ବିଲ ମିଳିନି !!!

ଲୋଇସିଂହା (ସ୍ବତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର ) - ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହେଉଛି । କେଉଁଠି ସରକାରୀ ଜାଗାରେ ଆବାସ ଘର ତିଆରି ହେଉଥିବା ବେଳେ ଆଉ କେଉଁଠି ଗୋଟିଏ ପରିବାରର ତିନି/ଚାରି ଜଣ…

 ବୀରମହାରାଜପୁର ମୁଖ୍ୟରାସ୍ତା ଅବରୋଧ, ୩୫ ଚାଷୀ ଗିରଫ ।

ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ପଶ୍ଚିମ ଓଡିଶା କୃଷକ ସଂଗଠନ ସମନ୍ଵୟ ସମିତିର ଆହ୍ଵାନକ୍ରମେ ସୁବର୍ଣ୍ଣପୁର ଜିଲ୍ଲା ଉଫୁଲା ଛକ ନିକଟରେ ଶତାଧିକ ଚାଷୀ ମାନେ ବୀରମହାରାଜପୁର - ସୋନପୁର ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ । ସୁବର୍ଣ୍ଣପୁର ଜିଲ୍ଲା କୃଷକ ସଂଗଠନର…

ଡିସେମ୍ବର ୧୬ ତାରିଖରୁ ମଣ୍ଡିରେ ଧାନ କିଣା ଆରମ୍ଭ, ଧାନ କୁଇଣ୍ଟାଲ ମୂଲ୍ୟ ୧୮୬୮ ଟଙ୍କା

ବୁଗୁଡା (ଡ଼ଃ. କୁମୁଦ ଚନ୍ଦ୍ର ବେହେରା) : ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଲକ ସଭା ଗୃହରେ  ବୁଗୁଡା ବିଡ଼ିଓ ତନ୍ମୟ ପାତ୍ରଙ୍କ ଅଧ୍ୟକ୍ଷତାରେ ଧାନ ମଣ୍ଡି ଖୋଲିବା ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ତହସିଲଦାର ସଂଗ୍ରାମ କେଶରୀ ଜେନା, ସଭ୍ୟ ଇ.ମଦନ ଗୋପାଳ ଦୋରା,  ଏସ.ଆର.ସି.ଏସ.…

ଏବେ ୭୫ ହେଲାଣି , କେବେ ସରକାରୀ ସହାୟତା ପାଇବ “ସାରସ ମାଆ” !!

ଜରିପାଲ ତଳେ କଟୁଛି  ଜୀବନ ; ସରକାରୀ ଯୋଜନା ସାତ ସପନ  ଭଞ୍ଜନଗର ( ନିଲୁ ବିଷୋୟୀ) - ଗଂଜାମ ଜିଲ୍ଲା ଭଞ୍ଜନଗର ବ୍ଳକ ବାରୁଡା ଗ୍ରାମପଂଚାୟତ ଅନ୍ତର୍ଗତ ଗୁଜୁରାଳି ଗ୍ରାମର ୭୫ ବର୍ଷୀୟ ବୃଦ୍ଧା ସରସ୍ବତୀ ଡାକୁଆ ବା ସମସ୍ତଙ୍କ ପ୍ରିୟ ସାରସ ମାଆ। ନା ଅଛନ୍ତି ସ୍ୱାମୀ ନା ଅଛନ୍ତି ପିଲା ଛୁଆ।…

ବିଶ୍ୱ ମୃତିକା ଦିବସ ପାଳିତ

ଗୁଣପୁର(Madhab Bidika) କୃଷି ବିଜ୍ଞାନକେନ୍ଦ୍ର ଠାରେ ଆଜି ବିଶ୍ୱ ମୃତ୍ତିକାଦିବସ ପାଳନ କରାଯାଇଛି । ଓଡିଶା ଏକ କୃଷି ପ୍ରାଧନ୍ୟରାଜ୍ୟ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ଦୁର୍ଯ୍ୟୋଧନ ପ୍ରହରାଜଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ବକ୍ତା ମାନେ ଉପସ୍ଥିତ ରହି…

ଛିଃ ଛିଃ ….୭ ବର୍ଷର ନାବାଳିକାକୁ….!!!

file photo ଝାରସୁଗୁଡ଼ା :(ସୁଭାଷ ସହାରେ) :ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜନଗର ଅଞ୍ଚଳରେ ଏକ ଯୌନ ନିର୍ଯାତନା ଘଟଣା ସାମନାକୁ ଆସିବା ପରେ ଅଞ୍ଚଳରେ ଏ ନେଇ ଚାଇଲ୍ଡଲାଇନ ହସ୍ତକ୍ଷେପ କରିଥିଲେ। ଚାଇଲ୍ଡଲାଇନ ସହାୟତା ପରେ ନିର୍ଯ୍ୟାତିତ ନାବାଳିକାର ପିତାମାତା ଆରୋପୀ ବିରୋଧରେ ଥାନାରେ…