ପୋଲିସ ଅଧିକାରୀ ଙ୍କ ଉନ୍ମୁକ୍ତ କାଣ୍ଡ ଆକ୍ରମଣ ରେ ମହିଳା ଗୁରୁତର।

ମାଲକାନଗିରି/ବି ଶ୍ରୀନିବାସ ପାତ୍ର : ଜିଲ୍ଲାରେ ପୋଲିସ ଅଧିକାରୀ ଙ୍କ ଉନ୍ମତ କାଣ୍ଡ । ମହିଳାଙ୍କ ଉପରକୁ ଛୁରୀ ରେ ଆକ୍ରମଣ କଲେ ପୋଲିସ ଅଧିକାରୀ ଚନ୍ଦ୍ର ଶେଖର ହଜାରି । ଆଜି ସନ୍ଧ୍ୟାରେ ମାଲକାନଗିରି ସଦର ସ୍ଥିତ ଆଶ୍ରିବାଦ କଲୋନୀ ରେ ବାସ କରୁଥିବା ପୋଲିସ ଏ ଏସ ଆଇ ଚନ୍ଦ୍ର ଶେଖର ଏବଂ…

ଟନସରା ରେ ମନରେଗା ଦୁର୍ନୀତି !!

କୁଚିଣ୍ଡା/ଜମନକିରା ଉପଖଣ୍ଡ ପ୍ରତିନିଧି(ଅଜୟ କୁମାର ବାଘ) ଦାଦନ ଚାଲାଣ ରୋକିବାକୁ ସ୍ଥାନୀୟ କର୍ମ ନିଯୁକ୍ତି ଉପରେ ଗୁରୁତ୍ୱରୋପ କରାଯାଉଛି l ମନରେଗା ଯୋଜନାରେ ବ୍ୟାପକ କର୍ମସଂସ୍ଥାନ ସୃଷ୍ଟି କରିବାକୁ ଫୋକସ କରାଯାଉଛି l ହେଲେ ଏବେ ମନରେଗା କାର୍ଯ୍ୟରେ ବହୁ ସଂଖ୍ୟାକ ଦୁର୍ନୀତି ଦେଖିବାକୁ…

ପ୍ରତିବର୍ଷ ପ୍ରଦାନ କରାଯିବ ‘ସାରଦା ପ୍ରସନ୍ନ ନାୟକ ଗୀତିକବିତା ସମ୍ମାନ” : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଶାସକ ପ୍ରଶାସକ) : ବିଶିଷ୍ଟ ଗୀତିକାର, ଚଳଚ୍ଚିତ୍ର ନିର୍ମାତା ସାରଦା ପ୍ରସନ୍ନ ନାୟକଙ୍କ ରାଜ୍ୟସ୍ତରୀୟଏକାଦଶାହ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଓ ଗୁରୁ କେଳୁଚରଣ ଓଡ଼ିଶୀ ଗବେଷଣା କେନ୍ଦ୍ର ସହଯୋଗରେ ସଂସ୍କୃତି ବିଭାଗ ପକ୍ଷରୁ ପାଳନ କରାଯାଉଛି। ଓଡ଼ିଆ ଚଳଚ୍ଚିତ୍ର ଓ ମଞ୍ଚ ଜଗତ…

ଓଡିଶା ପାଇଁ ଗର୍ବର ଦିନ : ରାଜ୍ୟସଭାରେ ଅଧ୍ୟକ୍ଷତା କରି ସସ୍ମିତ କିଣିଲେ ସମସ୍ତଂକ ମନ 

 ୨୦  ବର୍ଷ ପରେ ଓଡ଼ିଆ ସଂସଦ ଭାବେ ରାଜ୍ୟସଭାରେ ଅଧ୍ୟକ୍ଷତା କଲେ ଯୁବ ସଂସଦ ଡ଼ ସସ୍ମିତ ପାତ୍ର ନୂଆଦିଲ୍ଲୀ / ଶାସକ ପ୍ରଶାସକ : ଆଜି ଓଡିଶା ପାଇଁ ସଂସଦରେ ଥିଲା ଗର୍ବର ଦିନ | ଦୀର୍ଘ  ୨୦ ବର୍ଷ ପରେ ଜଣେ ଓଡିଆ ସାଂସଦ ରାଜ୍ୟସଭା ଅଧିବେଶନ ପ୍ରୋସିଡ଼ିଙ୍ଗରେ ଅଧ୍ୟକ୍ଷତା କରିଥିଲେ। ପ୍ରଥମ ଥର…

ଗତ ୨ ବର୍ଷରେ ଚିଲିକା ଓ ଅଂଶୁପାର ରକ୍ଷଣାବେକ୍ଷଣ ପାଇଁ ମୋଦି ସରକାର ଦେଇଛନ୍ତି ୪.୭ କୋଟି – ଧର୍ମେନ୍ଦ୍ର…

• ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେ଼କରଙ୍କୁ ଧନ୍ୟବାଦ • ଅଂଶୁପା ଏବଂ ଚିଲିକା ହ୍ରଦ ପରିବେଶ ପର୍ଯ୍ୟଟନର ଅପାର ସମ୍ଭାବନା ରଖିଛି ନୂଆଦିଲ୍ଲୀ/ଭୁବନେଶ୍ୱର, (ଶାସକ ପ୍ରଶାସକ) – ବିଗତ ୨ ବର୍ଷ ମଧ୍ୟରେ ମୋଦି ସରକାର ନ୍ୟାସନାଲ୍ ପ୍ଲାନ୍ ଫର୍ କନଜରଭେସନ୍…

ଆଜି ରାଜ୍ୟରେ ୪୨୦୯/ ୯

ଭୁବନେଶ୍ୱର (ଶାସକ ପ୍ରଶାସକ) : ଆଜି ରାଜ୍ୟରେ ୪୨୦୯ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି |  ଆଜି ପ୍ରାଣ ହରାଇଛନ୍ତି ୯ ଜଣ କରୋନା ରୋଗରେ | ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ  ୨୪୪୧  ଜଣ ସଂଗରୋଧରୁ ଓ ୧୭୬୮   ଜଣ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି |  ଗତକାଲି ୪୧୦୧ ଜଣ ସୁସ୍ଥ ହୋଇ…

ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ସହାୟତା ଉପକରଣ ବଂଟନ

ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର) : କେନ୍ଦ୍ର ସରକାରଙ୍କ ଜିଲ୍ଲା ସାମାଜିକ ନ୍ୟାୟ ଏବଂ ସଶକ୍ତି କରଣ ମନ୍ତ୍ରଣାଳୟ ଓ ସି.ଆର.ଏସ.ଆର ଭଦ୍ରକଙ୍କ ମିଳିତ ଆନୁକୁଲ୍ୟରେ ଓଡ଼ଗାଁ ବ୍ଲକ ନିକଟ କଲ୍ୟାଣ ମଣ୍ଡପ ଠାରେ ଦିବ୍ୟାଙ୍ଗ ମାନଙ୍କୁ ସହାୟତା ଉପକରଣ ବଂଟନ ଶିବିର ଆୟୋଜିତ ହୋଇଯାଇଛି । ଆୟୋଜିତ ଆଜିର…

ଆଉ ନାହାନ୍ତି ଵିଶିଷ୍ଟ ସମାଲୋଚକ ଓ ପ୍ରାବନ୍ଧିକ ବାଉରୀବନ୍ଧୁ କର

ଭୁବନେଶ୍ୱର (ଶାସକ ପ୍ରଶାସକ) : ଓଡ଼ିଆ ଭାଷା ସାହିତ୍ୟର  ଵିଶିଷ୍ଟ ସମାଲୋଚକ ଓ ପ୍ରାବନ୍ଧିକ ବାଉରୀବନ୍ଧୁ କରଙ୍କ ୬୯ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି | ପ୍ରଫେସର ଶ୍ରୀ କରଙ୍କ ବିୟୋଗରେ ଓଡିଶା ଭାଷା ସାହିତ୍ୟ ଜଗତରେ ଏକ ବିରାଟ ଶୁନ୍ୟ ସ୍ଥାନ ସୃଷ୍ଟି ହୋଇଛି | ୧୯୫୧ ମସିହା ସେପ୍ଟେମ୍ବର ମାସ…

ଲଗାମଛଡା ଆକ୍ରାନ୍ତଙ୍କ ସଂଖ୍ୟା : ଆକ୍ରାନ୍ତଙ୍କ ସଂଖ୍ୟା ଟପିଲା ତେପନ ଲକ୍ଷ 

ଆଜି ଭାରତରେ କରୋନା ୯୩,୩୩୭/୧,୨୪୭ ନୂଆଦିଲ୍ଲୀ (ଶାସକ ପ୍ରଶାସକ) :  ଆଜି ବି ଲଗାମ ଛଡ଼ା ହୋଇଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଉ କରୋନା ମୃତ୍ୟ | ତେପନ ଲକ୍ଷ ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା | ଗତ ୨୪ ଘଣ୍ଟା ଭିତରେ ସାରା ଦେଶରେ  ୯୩,୩୩୭  କୋଭିଡ ପଜିଟିଭ କେଶ ଚିହ୍ନଟ ହୋଇଥିବା ବେଳେ…

ଲୋକଙ୍କ ମୁହଁରେ ପ୍ରଶ୍ନ ” ଏ ପ୍ରହସନ ସରିବ କେବେ” !!!

ଭୁବନେଶ୍ୱର (ଶାସକ ପ୍ରଶାସକ): “ଚିଟଫଣ୍ଡ ମାମଲାର ତଦନ୍ତ ପାଇଁ ସିବିଆଇର ବାସ୍ତବିକ ଆନ୍ତରିକତା ନାହିଁ |  ଗୋଟେ ତାମସା ଚାଲିଛି। ଯେତେବେଳେ ନିର୍ବାଚନ କିମ୍ବା ଉପ-ନିର୍ବାଚନ ସମାପ୍ତ ହୁଏ, ସିବିଆଇ ଗଭୀର ନିଦରୁ ଉଠେ | ସାତ ବର୍ଷ ଧରି ସିବିଆଇ ଚିଟ୍ ଫଣ୍ଡ ସ୍କାମର ଯାଞ୍ଚ କରୁଛି। ଚିଟ୍ ଫଣ୍ଡ…