Sign in
Sign in
Recover your password.
A password will be e-mailed to you.
କରୋନା ଯୋଦ୍ଧାଙ୍କୁ ଆକ୍ରମଣ ଅଭିଯୋଗରେ ଜଣେ ଗିରଫ
ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଞ୍ଚଳରେ କରୋନା ଯୋଦ୍ଧାଙ୍କୁ ଆକ୍ରମଣ ମାମଲାରେ ପୁଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବାର ଜଣାପଡିଛି । ଘଟଣାଟି ଘଟିଛି ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବିଜାତଳା ଗୋଷ୍ଠୀ…
ଧାନ ଫସଲ ରେ ଅଜଣା ରୋଗ: କାମ ଦଉନି କୀଟନାଶକ,ଚିନ୍ତା ରେ ଚାଷୀ
ଝାରବନ୍ଧ-ମନୋହର ଦାଶ:ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ରେ ୧୪ ଟି ପଞ୍ଚାୟତ ର ବିଭିନ୍ନ ଗ୍ରାମ ରେ ଧାନ ଫସଲରେ ମାଡି ଚାଲିଛି ଅଜଣା ରୋଗ।କୃଷି ବିଭାଗ ଯେତେ ପ୍ରକାର ଔଷଧ ପକାଇବାକୁ ପରାମର୍ଶ ଦେଲେ ମଧ୍ୟ କୌଣସି ଗୋଟିଏ ବି କାମ କରୁନଥିବା ଚାଷୀ ଅଭିଯୋଗ କରିଛନ୍ତି।ଆଖି ଆଗରେ ଫସଲ…
ଆର ପାରିରେ ବିଶିଷ୍ଟ ସମାଜସେବୀ, ଶିକ୍ଷାବିତ, ସାମ୍ବାଦିକ, ଲେଖକ, ସଙ୍ଗଠକ ତଥା ରାଜନୈତିକ ବ୍ୟକ୍ତିତ୍ୱ ଭାଗବତ ପ୍ରସାଦ…
ସମ୍ବଲପୁର (ରମାକାନ୍ତ ବିଶ୍ବାଳ ): ବିଶିଷ୍ଟ ସମାଜସେବୀ, ଶିକ୍ଷାବିତ, ସାମ୍ବାଦିକ, ଲେଖକ, ସଙ୍ଗଠକ ତଥା ରାଜନୈତିକ ବ୍ୟକ୍ତିତ୍ୱ ଭାଗବତ ପ୍ରସାଦ ନନ୍ଦଙ୍କ ୮୩ ବର୍ଷ ବୟସରେ ଆଜି ସଂଧ୍ୟାରେ ପରଲୋକ ହୋଇଛି । ଗତ କିଛି ଦିନ ଧରି ସେ ଅସୁସ୍ଥ ଥିଲେ ଓ ସମ୍ବଲପୁରର ଏକ ଘରୋଇ ନର୍ସିଂହୋମରେ…
ତିରିଂ ବ୍ଲକ କନିଷ୍ଠ ଯନ୍ତ୍ରୀଙ୍କୁ ମାଡ ଅଭିଯୋଗ; ୪ ଗିରଫ, ଜଣେ ଫେରାର
ବାରିପଦା(ଦିଲ୍ଲୀପ ମହାନ୍ତି )-: ମୟୁରଭଞ୍ଜ ଜିଲ୍ଲା ତିରିଂ ବ୍ଲକର କନିଷ୍ଠ ଯନ୍ତ୍ରୀ ନନ୍ଦକିଶୋର ସୋରେନ ଗତ ୨୧ ତାରିଖରେ ପଣ୍ଡୁପାଣି ଗ୍ରାମପଞ୍ଚାୟତ ଅଧିନସ୍ଥ ପଣ୍ଡୁପାଣି ଗ୍ରାମରେ ନିର୍ମାଣ ହେବାକୁଥିବା ଖଳା ଓ କୟମଡିହି ଗ୍ରାମର ମିଶନ ଶକ୍ତି ଗୃହ କାର୍ଯ୍ୟ ପରିଦର୍ଶନରେ ଯାଇଥିଲେ । ଏହି…
ଜାତୀୟ ପୋଷଣ ଅଭିଯାନ ମେଳା
http://www.youtube.com/watch?v=EaZ6upEcemw
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସୁସ୍ଥ ସମାଜ ହିଁ ସୁସ୍ଥ ଦେଶର ପରିଚୟ । ମୁଖ୍ୟତଃ ମା , ଶିଶୁ , ଗର୍ଭବତୀ ଓ କିଶୋରୀ ବାଳିକା ମାନଙ୍କ ପାଇଁ ପୁଷ୍ଟିକର ଖାଦ୍ୟର ଆବଶ୍ୟକତା ଅଧିକ ରହିଥାଏ । ତେଣୁ କରି ସମାଜ ତଥା ଦେଶରୁ…
ବ୍ରଜରାଜନଗରରେ ଏମସିଏଲର ସହାୟତାରେ କେନ୍ଦ୍ରୀୟ ବିଦ୍ୟାଳୟର ଶାଖା ଖୋଲିବାକୁ ଦାବି
କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କଲେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବରଗଡ଼ ସାଂସଦ ।
ଝାରସୁଗୁଡ଼ା :(ସୁଭାଷ ସହାରେ) - ନୂତନ ଶିକ୍ଷା ନୀତି -2020 ରେ ବିଦ୍ୟାଳୟ ଗୁଡ଼ିକରେ ଛାତ୍ର ପ୍ରବେଶ ଅନୁପାତ ବଢ଼ାଇବା ପାଇଁ ଲକ୍ଷ୍ୟ ରଖାଯାଇଛି। ଓଡ଼ିଶା ଭଳି ରାଜ୍ୟରେ ଏହି…
ଭାରତରେ ଅବସ୍ଥାପିତ ଆମେରିକାର ରାଷ୍ଟ୍ରଦୂତଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ଆଲୋଚନା
ଦେଶରେ ଗ୍ୟାସ ଭିତିଭୂମିକୁ ବିକଶିତ କରିବା ପାଇଁ ଆମେରିକୀୟ କମ୍ପାନୀଙ୍କୁ ନିମନ୍ତ୍ରଣ କଲେ ଧର୍ମେନ୍ଦ୍ର ପ୍ରଧାନ
• ଦ୍ୱିପାକ୍ଷିକ ସାମରିକ ଉର୍ଜା ଉପରେ ଗୁରୁତ୍ୱାରୋପ
• ଚଳିତବର୍ଷ ଆରମ୍ଭ ହୋଇଥିବା ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ ଭଣ୍ଡାର କର୍ପୋରେସନର ସମୀକ୍ଷା
ନୂଆଦିଲ୍ଲୀ/ଭୁବନେଶ୍ୱର :…
ବ୍ରଜରାଜନଗରର ପୂର୍ବତନ ବିଧାୟିକା ରାଧାରାଣୀ କୋରୋନା ଆକ୍ରାନ୍ତ
ଝାରସୁଗୁଡ଼ା :(ସୁଭାଷ ସହାରେ) - ବ୍ରଜରାଜନଗର ବିଧାନସଭାର ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା କୋରୋନା ସଂକ୍ରମଣର ଶୀକାର ହୋଇଥିବା ଜଣା ପଡ଼ିଛି। ଏ ନେଇ ସେ ଫେସବୁକରେ ପୋଷ୍ଟ କରି ଜଣାଇଛନ୍ତି। ନିଜ ଫେସବୁକ ଆକାଉଣ୍ଟରେ ଏକ ପୋଷ୍ଟ ମାଧ୍ୟମରେ ବିଜେପିର ବରିଷ୍ଠ ନେତ୍ରୀ ରାଧାରାଣୀ…
ପୁଣି ଅଶାନ୍ତ ବ୍ରଜରାଜନଗର, ଛୁରାମାଡ଼ରେ ଯୁବକ ମୃତ।
ଝାରସୁଗୁଡ଼ା:(ସୁଭାଷ ସହାରେ)-ବ୍ରଜରାଜନଗର ପୁଣି ଅଶାନ୍ତ ହୋଇ ଉଠିଛି। ସାମାନ୍ଯ ବଚସାରୁ ଦୁଇ ଜଣ ଯୁବକ ଅନ୍ୟ ଜଣେ ଯୁବକଙ୍କୁ ଛୁରାମାଡ଼ରେ ଆଘାତ କରି ଦେବା ଯୋଗୁଁ ଯୁବକଙ୍କ ମୃତ୍ୟୁ ହୋଇଯାଇଛି। ଏହା ନେଇ ଲୋକଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖାଯାଇଛି।
ସୂଚନାନୁସାରେ, ଆଦର୍ଶନଗରର ୨୦ ବର୍ଷ…
ଭୁବଶ୍ୱେରରେ ବାଦଲଫଟା ବର୍ଷା
ଭୁବନେଶ୍ୱର : ଭୁବନେଶ୍ୱରରେ ହୋଇଛି ବାଦଲଫଟା ବର୍ଷା । ଗତ ସୋମବାର ଦିନ ଭୁବନେଶ୍ୱରରେ ବାଦଲଫଟା ଯୋଗୁଁ ଏଭଳି ବର୍ଷା ହୋଇଥିବା ସୂଚନା ଦେଇଛି ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର ।
ସୋମବାର ଦିନ ୩ଟାରୁ ୩.୫୦ ମିନିଟ ଧରି ଘଂଟା…