୧୦ ଦଫା ଦାବି ପୂରଣ କରା ନ ଗଲେ ସାନ୍ତାଳୀ ସଙ୍ଗଠନ ପକ୍ଷରୁ ଆନ୍ଦୋଳନ ଚେତାବନୀ

ବାରିପଦା(ଦିଲ୍ଲୀପ ମହାନ୍ତି)- ସମ୍ବିଧାନ ସ୍ୱିକୃତି ପ୍ରାପ୍ତ ସାନ୍ତାଳୀ ଭାଷାକୁ ଓଡ଼ିଶାର ସଂଖ୍ୟାଲଘୁ  ଭାଷାର ମାନ୍ୟତା, ମୟୂରଭଞ୍ଜ ସର୍ବଶିକ୍ଷା ଅଭିଯାନ(ଡିପିଇପି) ଅଧୀନରେ ନିଯୁକ୍ତି ପ୍ରାପ୍ତ ସାନ୍ତାଳୀ ଭାଷା ପ୍ରଶିକ୍ଷକମାନଙ୍କୁ ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ…

ହୋଟେଲ ମାଲିକଙ୍କ ଦ୍ବାରା ଉପଜିଲ୍ଲାପାଳ ଅଫିସ ଘେରାଉ

ପାଟଣାଗଡ: ( ବିମଳ କୁମାର ବାଗ) : କରୋନା କଟକଣା ଆଳରେ ବାରମ୍ବାର ହୋଟେଲ ମାଲିକମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଉଥିବା ଏବଂ ବାକି ଦୋକାନକୁ ଛାଡି କେବଳ ହୋଟେଲଗୁଡିକୁ ଅନିର୍ଦ୍ଧିଷ୍ଠ କାଳ ପାଇଁ ବନ୍ଦ କରିବା ନିଷ୍ପତ୍ତିକୁ ବିରୋଧ କରି ଆଜି ପାଟଣାଗଡ ହୋଟେଲ ମାଲିକ ସଂଘ କର୍ମକର୍ତ୍ତା…

ଆମ୍ ଆଦମୀ ପାର୍ଟି ତରଫରୁ ରାଷ୍ଟ୍ରପତିଙ୍କୁ ରେଢାଖୋଲ ଉପ ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର 

ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ  :- ସମ୍ବଲପୁର ଜିଲ୍ଲା ରେଢାଖୋଲ ଆମ୍ ଆଦମୀ ପାର୍ଟି  ତରଫରୁ, କେନ୍ଦ୍ର ସରକାର ର କୃଷି ବିରୋଧୀ ଆଇନ ଅଗଣତନ୍ତ୍ରିକ ଉପାୟରେ  ପାରିତକୁ ବିରୋଧ କରି ଆଜି ଏକ ଶୋଭାଯାତ୍ରାରେ ଆମ୍ ଆଦମୀ ପାର୍ଟି କାର୍ଯ୍ୟଳୟ ଠାରୁ ବାହାରି ଭୀମଭୋଇ ଛକ…

ଜଙ୍ଗଲର ସାମାଜିକ ଜୀବନ !

ବିଭୂତି ପତି  ଏହା ନିଶ୍ଚିତ ସ୍ୱାଗତ ଯୋଗ୍ୟ କେନ୍ଦ୍ର ପରିବେଶ-ଜଙ୍ଗଲ-ଜଳବାୟୁ ପରିବର୍ତନ ମନ୍ତ୍ରୀ  ପରିବେଶ ପ୍ରଭାବ ଆକଳନ (ଇ.ଆଇ.ଏ) ପ୍ରସ୍ତାବିତ ବିଲ୍ ସମ୍ପର୍କରେ ଦିଆଯାଇଥିବା ପ୍ରସ୍ତାବଗୁଡ଼ିକର ପୁନର୍ବିଚାର  କରିବା ପାଇଁ ଚିନ୍ତା କରୁଛନ୍ତି ଏବଂ ଏଥିପାଇଁ ମତାମତ ମଧ୍ୟ…

ବୁକୁରାମୁଣ୍ଡା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ର କାର୍ଯ୍ୟାଳୟ ଚୋରି…..!

ପଦ୍ମପୁର:-ଦିର୍ଘ ୫ ରୁ ୬ ବର୍ଷ ହେବ ବୁକୁରାମୁଣ୍ଡା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ର କାର୍ଯ୍ୟାଳୟ ଟି ଚୋର ଚୋରିକରି ନେଇ ଯାଇଛନ୍ତି ବୋଲି ଜଣାପଡୁଛିା ବୁକୁରାମୁଣ୍ଡା ରେ ଥିବା ସର୍ବପୁରାତନ ସରକାରୀ ଡାକ୍ତରଖାନା ୫ ବର୍ଷ ପୂର୍ବରୁ ଭଲଭାବରେ ସୁ-ପରିଚାଳନା ହୋଇ ଆସୁଥିଲାାଡାକ୍ତର ପଦବୀ ଅଭାବ…

ବିଶିଷ୍ଟ ସାରସ୍ୱତ ସାଧକ ପୂର୍ବତନ ମନ୍ତ୍ରୀ ମତଲୁବ ଅଲ୍ଲି ଆଉ ନାହାନ୍ତି

ଭୁବନେଶ୍ୱର (ଶାସକ ପ୍ରଶାସକ): ବିଶିଷ୍ଟ ସାରସ୍ୱତ ସାଧକ ପୂର୍ବତନ ମନ୍ତ୍ରୀ, ମାହାଙ୍ଗା ବିଧାୟକ ତଥା ବିଶିଷ୍ଠ ସାହିତ୍ୟିକ ସେକ ମତଲୁବ ଅଲ୍ଲି ଆଉ ନାହାନ୍ତି | ୭୮  ବୟସରେ ତାଙ୍କର ପରଲୋକ ହୋଇଯାଇଛି  l କିମ୍ସ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି l ତାଙ୍କ…

ସେବା ସପ୍ତାହରେ ରକ୍ତଦାନ ଶିବିର , ୨୧ ୟୁନିଟ୍ ରକ୍ତ ସଂଗ୍ରହ

ସମ୍ବଲପୁର/ରେଢାଖୋଲ/-(ରମାକାନ୍ତ ବିଶ୍ବାଳ )- ଭାରତର ପ୍ରଧାନମନ୍ତ୍ରୀ ମାନ୍ୟବର  ନରେନ୍ଦ୍ର ମୋଦୀ ଙ୍କର ଜନ୍ମଦିନ ଉପଲକ୍ଷେ ସେବା ସପ୍ତାହ ଅବସରରେ ରେଢ଼ାଖୋଲ ବିଜେପି ଯୁବମୋର୍ଚ୍ଚା ସଭାପତି  ଅନିଲ ପୃଷ୍ଟି ତ୍ରିବଣପୁର ଯୁବ ମୋର୍ଚ୍ଚା  ସଦସ୍ୟ ସୌମ୍ୟରଞ୍ଜନ ଶସିନୀ  ବିଜେପି ସାଧାରଣ ସମ୍ପାଦକ…

ସାରଯୋଗାଣର ଯାଞ୍ଚ ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କର : କୃଷିମନ୍ତ୍ରୀ ଡ. ସାହୁ

ଅସାଧୁଙ୍କ ବିରୋଧରେ କଠୋର ରାଜ୍ୟ ସରକାର  ଏଯାବତ ୬୮୮୧ ଜଣ ଡିଲରଙ୍କ ଯାଞ୍ଚ କରି ୧୬୩ ଜଣଙ୍କ ଲାଇସେନ୍ସ ହେଲାଣି ବାତିଲ  ୩୦ ଜଣ ଡିଲରଙ୍କ ସାର ଜବତ , ୯ ଜଣଙ୍କ ବିରୁଦ୍ଧରେ ଏତଲା  ୯ଟି ପ୍ୟାକସ/ଲ୍ୟାମ୍ପସର ସମ୍ପାଦକ/ଏମଡିଙ୍କୁ ଅନିୟମିତତା ଯୋଗୁଁ କାର୍ଯ୍ୟରୁ ନିଲମ୍ବନ…

ତାରିଣୀ ଯୁବ ବିଜେଡି ସାଧାରଣ ସମ୍ପାଦକ: ବିଭିନ୍ନ ମହଲରୁ ଶୁଭେଛାର ସୁଅ

ଭୁବନେଶ୍ୱର/ଧର୍ମଶାଳା (ଶାସକ ପ୍ରଶାସକ): ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବିଜୁ ଯୁବ ଜନତା ଦଳର ନୂତନ ରାଜ୍ୟ କର୍ମକର୍ତ୍ତା ଚୟନ କରାଯାଇଛି। ଏହି କମିଟିରେ ଯାଜପୁର ଜିଲ୍ଲାର ଧର୍ମଶାଳା ନିର୍ବାଚନ ମଣ୍ଡଳୀର ତାରିଣୀ ପ୍ରସାଦ…

କେଡେ ଅମଣିଷ : ୫୦୦ ଟଂକା ପାଇଁ ପିଲାଟାର ଜୀବନ ନେଇଗଲ

ପଡିଶା ଘରୁ ମାତ୍ର ୫ ଶହ ଟଙ୍କା ଚୋରୀ ଅଭିଯୋଗରେ ନାବାଳକକୁ ପିଟି ପିଟି ହତ୍ୟା ଦିଲ୍ଲିପ ମହାନ୍ତି, ବାରିପଦା- ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ କିଆପାଣପୋଷି ଗ୍ରାମରେ ନାବାଳକୁ  ପିଟି  ପିଟି  ହତ୍ୟା  ଅଭିଯୋଗ  ,ସାମନ୍ୟ ୫୦୦ଟଙ୍କା ପଡିଶା ଘରୁଚୋରି କରିଥିବାରୁ ଜନୈକ ମହିଳାଙ୍କ…