ବିଜେଡି ଛାତ୍ର ଟିମ ଘୋଷିତ

Bhubaneswar(Shasak Prashasak) : ଆଜି ବିଜୁ ଜନତା ଦଳର ଛାତ୍ର କମିଟି ଘୋଷିତ ହୋଇଛି । ଦଳର ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବିଜୁ ଛାତ୍ର ଜନତା ଦଳର ନୂତନ କର୍ମକର୍ତ୍ତା ମାନଙ୍କୁ ନିଯୁକ୍ତି ଦିଆଯାଇଛି ବୋଲି ଦଲର ସାଧାରଣ ସମ୍ପାଦକ ( ଛାତ୍ର ବ୍ୟାପାର)…

ତିର୍ତ୍ତୋଲ-ପୋଷାଳ-ଶଙ୍ଖେଶ୍ୱର ରାସ୍ତାର ମହାନଦୀ ଉପରେ ଏକ ଉଚ୍ଚସେତୁ ନିର୍ମାଣକୁ ସରକାରଙ୍କ ମଞ୍ଜୁରୀ 

ଆଜିଠାରୁ ଆରମ୍ଭ ହେବ  ୧୧୮.୫୬କୋଟି ଟଙ୍କା ବ୍ୟୟ ଅଟକଳରେ ପ୍ରସ୍ତାବିତ ଏହି ଉଚ୍ଚ ସେତୁର ଟେଣ୍ଡର  ଭୁବନେଶ୍ୱର (ଶାସକ ପ୍ରଶାସକ) ରାଜ୍ୟ ସରକାର ଜଗତସିଂହପୁର ଜିଲ୍ଲାର  ତିର୍ତ୍ତୋଲ-ପୋଷାଳ-ଶଙ୍ଖେଶ୍ୱର ରାସ୍ତାର ମହାନଦୀ ଉପରେ ଏକ ଉଚ୍ଚସେତୁ ନିର୍ମାଣ କରିବା ପାଇଁ ମଞ୍ଜୁରି ଦେଇଛନ୍ତି । ଏହି…

ଦେଶରେ ଅଠାବନ  ଲକ୍ଷ, ରାଜ୍ୟରେ ଦୁଇ ଲକ୍ଷ  ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

 ୮୬,୦୫୨  ନୂଆ ପଜିଟିଭ କେଶ ,ଓଡ଼ିଶାରେ ଚିହ୍ନଟ ହୋଇଛନ୍ତି ୪୨୦୮ ଜଣ ଆଜି ଦେଶରେ ପ୍ରାଣ ହରାଇଛନ୍ତି ୧,୦୮୫, ଓଡ଼ିଶାରେ ୧୫  ନୂଆଦିଲ୍ଲୀ (ଶାସକ ପ୍ରଶାସକ) : ଆଜି ଦେଶରେ ଅଠାବନ ଲକ୍ଷ ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା | ସେହିପରି ଓଡ଼ିଶାରେ ଟପିଛି ଦୁଇ ଲକ୍ଷ |  ଗତ ୨୪ ଘଣ୍ଟା ଭିତରେ ସାରା…

ମଣିପୁରରେ ବୀରେନ ସିଂହ ସରକାରଙ୍କ ମନ୍ତ୍ରୀମଣ୍ଡଳ ଅଦଳବଦଳ

ସଙ୍କଟ ମୋଚକ ବା କ୍ରାଇସିସ ମ୍ୟାନେଜର ଭୂମିକାରେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ  ବୈଜୟନ୍ତ  ମଣିପୁରରେ ଏନ. ବୀରେନ ସିଂହଙ୍କ ନେତୃତ୍ଵାଧୀନ ବିଜେପି ସରକାର ଆସ୍ଥା ଭୋଟରେ ବିଜୟୀ ହେବାପରେ ଆଜି ମନ୍ତ୍ରୀମଣ୍ଡଳ ଅଦଳବଦଳ ସହ ନୂଆ ମନ୍ତ୍ରୀମାନେ ଶପଥ ଗ୍ରହଣ କରିଛନ୍ତି। ମନ୍ତ୍ରୀମଣ୍ଡଳରୁ ୬ ମନ୍ତ୍ରୀ…

ଘୁ.ଉଦୟଗିରି ପାଷ୍ଟରେଟର ୟୁନିୟନର ପୂର୍ବତ୍ତନ ସମ୍ପାଦକଙ୍କ ପରଲୋକ, ଶୋକବ୍ୟକ୍ତ କଲେ ସଂଖ୍ୟା ଲଘୁ ସମ୍ପ୍ରଦାୟ

ଘୁ.ଉଦୟଗିରି: ଗଗନ କୁମାର ପ୍ରଧାନ: କନ୍ଧମାଳ ଜିଲ୍ଲା ଫୁଲବାଣୀ ଡାୟୋସିସ ଘୁ.ଉଦୟଗିରି ପାଷ୍ଟରେଟ ୟୁନିୟନର ପୂର୍ବତନ ସମ୍ପାଦକ ନାଥନ ପାତ୍ର ନାୟକଙ୍କ ମଙ୍ଗଳବାର ବିଳମ୍ବିତ ରାତ୍ରିରେ ବ୍ରହ୍ମପୁର କୋଭିଡ ହିସ୍ପିଟାଲ ଦେହାନ୍ତ ଘଟିଛି I ପ୍ରାୟ ୧୫ ଦିନ ହେବ କୋଭିଡ ହସ୍ପିଟାଲରେ ଚିକିତ୍ସିତ…

ମୁଖ୍ୟମନ୍ତ୍ରୀ ଓ ଦଳୀୟ ନେତୃବୃନ୍ଦଙ୍କୁ କୃତଜ୍ଞତା ଜଣାଇଲେ ଯୁବ ବିଜେଡି ସାଧାରଣ ସମ୍ପାଦକ ପାର୍ଥ ସାରଥୀ 

ଭୁବନେଶ୍ୱର (ଶାସକ ପ୍ରଶାସକ): ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବିଜୁ ଯୁବ ଜନତା ଦଳର ନୂତନ ରାଜ୍ୟ କର୍ମକର୍ତ୍ତା ଚୟନ କରାଯାଇଛି। ଏହି କମିଟିରେ ଜଣାଶୁଣା ଟାଣୁଆ ଛାତ୍ରନେତା ତଥା  ବିପିୟୁଟି ଛାତ୍ର ରାଜନୀତିର ଅନ୍ୟତମ ପରିଚିତ…

ଯୁବନେତା ସୁବ୍ରତ ସିଂହ କରୋନା ପୋଜିଟିଭ ଚିହ୍ନଟ 

ସୋହେଲା (ଶାସକ ପ୍ରଶାସକ) : ବିଜୁ ଜନତା ଦଳର ଟାଣୁଆ  ଯୁବନେତା  ସୁବ୍ରତ ସିଂହ କରୋନା ପୋଜିଟିଭ ଚିହ୍ନଟ ହୋଇଛନ୍ତି ।  ତାଙ୍କୁ ଅସୁସ୍ଥ ଅନୁଭବ କରିବାରୁ ସୋହେଲା ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସିଥିଲେ । ସେଠାରେ ତାଙ୍କର କୋଭିଡ ପରୀକ୍ଷା କରାଯାଇଥିଲା | କରୋନା ଟେଷ୍ଟରେ ତାଙ୍କର ପୋଜିଟିଭ…

ସ୍ବାଭିମାନ ଅଂଚଳରେ ଗମନାଗମନର ଉନ୍ନତି ପରେ ସ୍ବାସ୍ଥ୍ୟସେବା ଯୋଗାଇବାକୁ ଅଣ୍ଟା ଭିଡ଼ିଲା ପ୍ରଶାସନ।

ମାଲକାନଗିରି /ବି ଶ୍ରୀନିବାସ ପାତ୍ର : ଜିଲ୍ଲା ପ୍ରଶାସନ ତରଫରୁ ସ୍ବାଭିମାନ ଅଂଚଳରେ ଗମନାଗମନର ଉନ୍ନତି କରଣ କରାଯାଇ ସେହି ଅଂଚଳର ସ୍ବାସ୍ଥ୍ୟ ଓ ଜନସାଧାରଣଙ୍କ ସର୍ବବିଧ ଉନ୍ନତି ପାଇଁ ଜିଲ୍ଲା ପ୍ରଶାସନ ତତ୍ପର ଅଛି । ସେହି ଅଂଚଳରେ ବିଶେଷତ୍ଵ ସ୍ଵାସ୍ଥ୍ୟ ସେବାର ଉନ୍ନତି ନିମନ୍ତେ ଯାନବାଇ ଓ…

ନବୀନଙ୍କ ଆସ୍ଥା ଭାଜନ ହେଲେ ଆଡ଼ମା ରାୱା ମାଲକାନଗିରି ଜିଲ୍ଲା ଯୁବ ସଭାପତି ନିଯୁକ୍ତ ।

ମାଲକାନଗିରି (ବି ଶ୍ରୀନିବାସ ପାତ୍ର) : ମାଲକାନଗିରି ଜିଲ୍ଲା ସଦର ମହାକୁମା ସ୍ଥିତ ବିଜୁ ପଟ୍ଟନାୟକ ଟାଉନ ୟୁଥ କ୍ଲବ ଠାରେ ବିଜୁ ଜନତା ଦଳ ତରଫରୁ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାର ତଥା ବିଜେଡି ସୁପ୍ରିମ ନବୀନ ପଟ୍ଟନାୟକ ମାଲକାନଗିରି ଜିଲ୍ଲାର ପୁର୍ବତନ ଜିଲ୍ଲା…

ମନରେଗା ଯୋଜନା ବାଟ ହୁଡ଼ିଛି : ମଣିଷ ବଦଳରେ ମେସିନ କାମ କରୁଛି

ବାରିପଦା(ଦିଲ୍ଲୀପ ମହାନ୍ତି )-; ମନରେଗା ଯୋଜନା ମୟୁରଭଂଜ ଜିଲ୍ଲାରେ ବାଟ ହୁଡ଼ିଛି ।  ଜିଲ୍ଲାର କୁସୁମୀ ବ୍ଲକ ଅଧିନ ଛଣୁଆଁ ପଞ୍ଚାୟତରେ ମନରେଗା କାମରେ ମେସିନ ଖୋଳୁଛି ପୋଖରୀ । ଏହାର ପ୍ରତିବାଦରେ ଏସୟୁସିଆଇ ପକ୍ଷରୁ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।  ଜିଲ୍ଲାର କୁସୁମି ବ୍ଲକର…