Sign in
Sign in
Recover your password.
A password will be e-mailed to you.
ଜନଶୁଣାଣିର ବିରୋଧ କଲା ଝାରସୁଗୁଡ଼ା ବିଜେପି।
ଝାରସୁଗୁଡ଼ା :(ସୁଭାଷ ସହାରେ) -ବେଦାନ୍ତ କମ୍ପାନୀ ତାର ଉତ୍ପାଦନ କ୍ଷମତା 16 ଲକ୍ଷ ମେଗା ଟନରୁ 18 ଲକ୍ଷ ମେଗା ଟନ ବୃଦ୍ଧି କରିବାକୁ ଯୋଜନା ରଖିଛି। ଏବଂ ସେଥିପାଇଁ ସେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ପାଖରେ ଆବେଦନ କରିଥିଲା। ରାଜ୍ୟ ପ୍ରଦୂଷଣ ବୋର୍ଡ଼ ମଧ୍ୟ ବେଦାନ୍ତ ଆବେଦନକୁ ବିଚାରରେ…
ଗଜପତି ଜିଲ୍ଲାର ୭ଟି ବ୍ଲକ ଓ ଗୋଟିଏ ପୌରାଞ୍ଚଳ ଓ ଗୋଟିଏ ବିଜ୍ଞାପିତ ଅଞ୍ଚଳରେ ଜାତୀୟ କୃମି ନାଶକ ଔଷଧ ବଣ୍ଟନ…
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ୧ ବର୍ଷ ବୟସରୁ ୧୯ ବର୍ଷ ବୟସର ପିଲା ମାନେ କରୋନା କି କୌଣସି ରୋଗରେ ଯେଭଳି ସଂକ୍ରମିତ ନ ହେବେ , ସେଥିପାଇଁ ସରକାରଙ୍କ ପକ୍ଷରୁ ଜାତୀୟ କୃମି ନାଶକ କାର୍ଯ୍ୟକ୍ରମ-୨୦୨୦ ସୋମବାର ଦିନ ଠାରୁ ଆରମ୍ଭ ହୋଇଯାଇଛି।
ଏହି କାର୍ଯ୍ୟକ୍ରମ ୨୧ ତାରିଖ ଠାରୁ…
ଯୁବ ଡାକ୍ତରଙ୍କୁ “ଇଣ୍ଡିଆନ ବୁକ ଅଫ ରେକର୍ଡ” ପକ୍ଷରୁ ଦୁଇଟି ସମ୍ମାନସୂଚକ ଉପାଧି
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ କେ.ସୀତାପୁର ଗ୍ରାମର ଯୁବ ଡାକ୍ତର ନରସିଂହ ପ୍ରସାଦ ଚରତିଙ୍କୁ ତାଙ୍କର ବହୁମୁଖୀ ପ୍ରତିଭା ଓ ବ୍ୟକ୍ତିତ୍ୱ ଯୋଗୁଁ ତାଙ୍କୁ ଜାତୀୟ ସ୍ତରର “ଇଣ୍ଡିଆନ ବୁକ ଅଫ ରେକର୍ଡ” ପକ୍ଷରୁ ୨ ଗୋଟି ଭାରତୀୟ ସମ୍ମାନ…
ଶିକ୍ଷକଙ୍କୁ ସମ୍ବର୍ଦ୍ଧନା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ମହାରାଜାଙ୍କ ବାଳକ ଉଚ୍ଚ ବାଳକ ବିଦ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ବରିଷ୍ଠ ଶିକ୍ଷକ ବି. ଗୋବିନ୍ଦ ରାଜୁଙ୍କ ପ୍ରଧାନ ଶିକ୍ଷକ ପଦୋନ୍ନୋତି ଅବସରରେ ଏକ ସ୍ବାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା।
ରାଜ୍ୟ ବିଦ୍ୟାଳୟ ଓ ଗଣ ଶିକ୍ଷା…
ବରିଷ୍ଠ କଂଗ୍ରେସ ନେତା ପ୍ରକାଶ ଦେବତାଙ୍କୁ କୋଭିଡ
ବରଗଡ : ଓଡିଶାର ଜଣାଶୁଣା କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରକାଶ ଚନ୍ଦ୍ର ଦେବତା ଆଜି କରୋନା ପୋଜିଟିଭ ଚିହ୍ନଟ ହୋଇ ବରଗଡ଼ସ୍ଥିତ ବିକାଶ ହସ୍ପିଟାଲରେ ଭର୍ତି ହୋଇ ଚିକିତ୍ସିତ ହେଉଛନ୍ତି । ଆଜି ସନ୍ଧ୍ୟାରେ ଶ୍ରୀ ଦେବତାଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କ ପୁଅ ବାବୁଲୁ ଦେବତା…
ନିଯୁକ୍ତ ହେଲେ ଯୁବ ବିଜେଡି କର୍ମକର୍ତ୍ତା , ସଭାପତି ପରେ (SEE THE LIST)
ବୈକୁଣ୍ଠ ନାୟକ କାର୍ଯ୍ୟକାରୀ ସଭାପତି, ଏଲିନା ମହାସଚିବ
୩ ବରିଷ୍ଠ ଉପ ସଭାପତି, ଛ ଜୋନ ସଭାପତି
୧୦ ଉପସଭାପତି, ୨୮ ସାଧାରଣ ସମ୍ପାଦକ, ୩୫ ସମ୍ପାଦକ , ୨୫ ଯୁଗ୍ମ ସମ୍ପାଦକ
ନିଯୁକ୍ତ ହେଲେ ୩୩ ସାଙ୍ଗଠନିକ ଜିଲ୍ଲା ସଭାପତି, କଟକ ଜିଲ୍ଲା ପାଇଁ ଜଣେ ଅତିରିକ୍ତ…
ଅରୁଣ ରାୟ ନୂଆ ଏଡିଜିପି ଯୋଗାଯୋଗ, ଲଳିତ ଦାସଙ୍କୁ ମୁଖ୍ୟାଳୟ ଦାୟିତ୍ୱ
ଜେଠୱା ସମ୍ଭାଳିବେ ଆଇନ ଶୃଙ୍ଖଳା, ରେଖା ଲୋହାନି ନୂଆ ଏସିପି
ଭୁବନେଶ୍ୱର: ଆଜି ରାଜ୍ୟ ସରକାର ବରିଷ୍ଠ ଆଇପିଏସ୍ ସ୍ତରରେ ଅଦଳବଦଳ କରିଛନ୍ତି | ଏଥିନେଇ ଗୃହ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି | କେନ୍ଦ୍ରୀୟ ଡେପୁଟେସନ୍ ଫେରିବା ପରେ ୧୯୮୮ ବ୍ୟାଚ୍ ର ଅଧିକାରୀ ଅରୁଣ…
ସଂସଦ ମୌସୁମୀ ଅଧିବେଶନ : ରାଜ୍ୟସଭା ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ
ନୂଆଦିଲ୍ଲୀ/ଶାସକ ପ୍ରଶାସକ : କୃଷି ବିଲ ପ୍ରତ୍ୟାହାର ଦାବିରେ ସର୍ବୋପରି ନିଲମ୍ବିତ ସାଂସଦଙ୍କ ନିଲମ୍ବନ ପ୍ରତ୍ୟାହାର ଦାବିରେ ରାଜ୍ୟସଭା ଲାଗି ରହିଥିବା ଅଚଳାବସ୍ଥା ପରିପ୍ରେକ୍ଷୀରେ ରାଜ୍ୟସଭାକୁ ସାଇନେ ଡାଇ ବା ଅନିର୍ଦ୍ଦିଷ୍ଟ ପାଇଁ ମୁଲତବୀ ରଖାଯାଇଛି | ଆପାତତଃ ଲୋକସଭାକୁ ମଧ୍ୟ ସଟକଟ…
ଉପଜିଲ୍ଲାପାଳଙ୍କ ଲିଖିତ ପ୍ରତିଶୃତି ପରେ ଆନ୍ଦୋଳନ ପ୍ରତ୍ୟାହାର କଲେ ଚାଷୀ ।
୨୫ ତାରିଖ ଦିନ କୄଷିବିଭାଗ,ବିମା କମ୍ପାନୀ ଓ ପ୍ରଶାସନିକ ଅଧିକାରୀମାନଙ୍କ ଆଲୋଚନା
ପଦ୍ମପୁର : ପଦ୍ମପୁର ଉପ ଜିଲ୍ଲାପାଳ କାର୍ଯ୍ୟାଲୟ ତାଳା ଖୋଲି ନଦେବା ପାଇଁ ସକାଳୁ ଚାଷୀ ଧାରଣାରେ । ୨୦୧୯ – ୨୦ ବର୍ଷର ଖରିଫ ଫସଲ ବୀମା ପ୍ରଦାନ ଦାବିରେ । ପଦ୍ମପୁର ଉପଖଣ୍ତର…
ଆଜି ରାଜ୍ୟରେ ୪୨୩୭ ଜଣ କରୋନା ପଜିଟିଭ, ଯାଇଛି ୧୫ ଜଣଙ୍କ ଜୀବନ
ଯୋଉ ବେଗରେ ଚାଲିଛି, ଦି ଲକ୍ଷ ଲାଗିବାକୁ ଆଉ ଦି ଦିନ
ଭୁବନେଶ୍ୱର (ଶାସକ ପ୍ରଶାସକ) : ଆଜି ରାଜ୍ୟରେ ୪୨୩୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ଆଜି ପ୍ରାଣ ହରାଇଛନ୍ତି ୧୫ ଜଣ କରୋନା ରୋଗରେ | ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୨୪୮୫ ଜଣ ସଂଗରୋଧରୁ ଓ ୧୭୫୨ ଜଣ ସ୍ଥାନୀୟ…