ଅବକାରୀ ଯନ୍ତାରେ ମଦମାଫିଆ;ସ୍କୁଟି ସମେତ ୭୦ ଲିଟର ମଦ ଦବତ

ବାରିପଦା(ଦିଲ୍ଲୀପ ମହାନ୍ତି)--ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଅବକାରୀ କାର୍ଯ୍ୟାଳୟ ଠାରୁ ମାତ୍ର ୧କିମି ଦୂର ଖଡଖାଇ ପୋଲ ନିକଟରେ ରାଇରଙ୍ଗପୁର ଅବକାରୀ ବିଭାଗର   ଭାରାପ୍ରାପ୍ତ ଇନ୍ସପେକ୍ଟର ହରିହର ସିଂ ଙ୍କ ନେତୃତ୍ୱରେ ଚଢ଼ାଉ କରାଯାଇ  ସ୍କୁଟିରେ ଯାଉଥିବା ସନ୍ଦିଗ୍ଧ ମଦ ବେପାରୀଙ୍କୁ ଅଟକ…

 ଭୁବନେଶ୍ବର ଓ ପୁରୀରେ “Drink from Tap Mission-SUJAL” ର ଶୁଭାରମ୍ଭ

୨୦୨୨ ସୁଦ୍ଧା ରାଜ୍ୟର ସବୁ ସହରର ସବୁ ଘରକୁ ପାଇପ ଜଳ ସଂଯୋଗ ଯୋଗାଇ ଦିଆଯିବ – ମୁଖ୍ୟମନ୍ତ୍ରୀ ମିଶନ କାର୍ଯ୍ୟକାରୀ କରିବାରେ ଓଡିଶା ଦେଶର ପ୍ରଥମ ରାଜ୍ୟ ଭୁବନେଶ୍ବର ର ସବୁ ଘରକୁ ପାଇପ ପାଣି। ଦଶ ଲଷରୁ ଅଧିକ ଜନସଂଖ୍ୟା ଥିବା ସହର ମଧ୍ୟରେ ପ୍ରଥମ ମୁଖ୍ୟମନ୍ତ୍ରୀ ଶ୍ରୀ…

ଟିଏମସି ପାଇଁ ଜିନିଷ ଯୋଗାଇ ଏଯାଏ ମିଳିନି ପଇସା 

ପଦ୍ମପୁର-ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ର ବିଭିନ୍ନ ଟି.ଏମ.ସି ମାନଙ୍କରେ ପାଇକମାଲ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଅନୁରୋଧକୁ ସମ୍ମାନ ଜଣାଇ ପତ୍ରସଂଖ୍ୟା:-୭୭୨ ତାରିଖ ୨୮.୦୩.୨୦୨୦ ଏବଂ ପତ୍ରସଂଖ୍ୟା :- ୭୯୦ ତା-୦୨.୦୪.୨୦୨୦ ଅନୁସାରେ ଟି.ଏମ.ସିରେ ବ୍ୟବହାର ସାମଗ୍ରୀ ଯଥା ଗଦି,ଗଦି…

ଲଗାଣ ପ୍ରବଳ ବର୍ଷା ସତ୍ବେ ଉତ୍ତର ନିର୍ବାଚନ ମଣ୍ଡଳୀରେ ଓଡିଶା ମୋ ପରିବାର ଜୀବନ ବିନ୍ଦୁ ରକ୍ତଦାନ ଶିବିର

ଭୁବନେଶ୍ୱର(ଶାସକ ପ୍ରଶାସକ):  ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ " ରକ୍ତ ଅଭାବରୁ ଜୀବନ ହାନି ନହେଉ" ସଂକଳ୍ପକୁ ସଫଳ କରିବା ଉଦ୍ଦେଶ୍ୟରେ ଆଜି ଲଗାଣ ପ୍ରବଳ ବର୍ଷା ସତ୍ବେ ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୱାର୍ଡ ନମ୍ବର -୭ ମହର୍ଷି ମହିଳା ମହାବିଦ୍ୟାଳୟ…

ଶ୍ରମିକମାନଙ୍କ ନରେଗା ପଇସା ଏକାଉଣ୍ଟରେ ପକାଇବାକୁ ଦାବୀ

ପଦ୍ମପୁର- ବରଗଡ ଜିଲ୍ଲା ରାଜବୋଡାସମ୍ବର ବ୍ଲକ ଅନ୍ତର୍ଗତ ଖଲିଆପାଲି ଗ୍ରାମ ପଂଚାୟତ ତରଫରୁ ଝାଙ୍କରପାଲି ଗ୍ରାମର ପିପଲକଟା ରେ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ସାମିଲ ହୋଇ ଆଜକୁ ୬ ମାସ ହେଲା ଟଙ୍କାଟିଏ ହେଲେ ଆଜି ପର୍ଯ୍ୟନ୍ତ ନ ପାଇବା ଫଳ ରେ ଝାଙ୍କରପାଲି ମୌଜା ର ଶ୍ରମିକ…

ମହାମାରୀ କରୋନା ଦରମଲା  କଲା,  ସରକାରଙ୍କ ନିଷ୍ପତ୍ତି ପେଟରେ ଲାତ ମାରିଲା 

 ପଦ୍ମପୁର- ସରକାରଙ୍କ ନିଷ୍ପତି ପାଇଁ ଆଜି ବରଗଡ ଜିଲ୍ଲା ର ଅନେକ ୱେସକୋ ମିଟରରେ କାମ କରୁଥିବା  ବ୍ୟକ୍ତି ବିଶେଷ ବେରୋଜଗାରର ଶିକାର ହୋଇଥିବାର ଜଣାପଡିଛି l ବୁର୍ଲା ୱେସକୋ ଜୋନ ଅଧିନରେ ବରଗଡ ଜିଲ୍ଲାର ପଦ୍ମପୁର ବିଦ୍ୟୁତ ବିଭାଗ ରେ ମିଟର ରିଡର ଭାବେ ଆଜକୁ ୧୦ ବର୍ଷ ରୁ ଅଧିକ ହେବ ୱେସକୋ ର…

ବଲାଙ୍ଗିର ପୋଷ୍ଟାଲ ର ଫିଲେଟେଲି ଦିବସ ପାଳିତ।

ବଲାଙ୍ଗିର : (ସ୍ବତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର ) ଜାତୀୟ ପୋଷ୍ଟାଲ ସପ୍ତାହ ଅବସର ର ପଞ୍ଚମ ଦିନ ରେ  ଫିଲେଟେଲି ଡେ ବା ଡାକଟିକଟ ସଂଗ୍ରହ ଦିବସ ପାଳନ କରାଯାଇଛି। ବଲାଙ୍ଗୀର ସାଖା ପକ୍ଷରୁ ୪ ଜଣ ଡାକଟିକଟ ସଂଗ୍ରାହକ ଙ୍କୁ ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।…

‌ବଲାଙ୍ଗିର ଷ୍ଟେଟ ୟୁନିଅନ ଅଫ ଜର୍ନାଲିଷ୍ଟ ର କଲେକ୍ଟର ଙ୍କୁ ଦାବିପତ୍ର। 

ବଲାଙ୍ଗିର :( ସ୍ଵତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର ) - କନ୍ଧମାଳ ଜିଲ୍ଲା , ପ୍ରମେୟ ଖବର କାଗଜ ର ସାମ୍ବାଦିକ ତାରିଣୀ ପାଢ଼ୀ କରୋନ ରେ ମୃତ୍ୟୁ ହୋଇଥିବା ବେଳେ ସରକାର ଘୋଷଣା କରିଥିବା ରାଶି ବର୍ତ୍ତମାନ ପର୍ଯ୍ୟନ୍ତ ମିଳି ନ ଥିବାରୁ ଏସ ୟୁ ଜେ ପକ୍ଷ ରୁ ସମସ୍ତ ଜିଲ୍ଲା ଶାଖା…

କ୍ରୀଡା ଓ କ୍ରୀଡାବିତଙ୍କୁ ପ୍ରୋତ୍ସାହନ, କାହାଣୀ ନା ସତ କେଜାଣି !!!!

କାଲି ପଡିଆରେ ଚକମା ଦେଖାଉଥିଲେ ଆଜି ଔଷଧ ଦୋକାନରେ ମାରୁଛନ୍ତି ଝାଡୁ  ଝାରସୁଗୁଡ଼ା:(ସୁଭାଷ ସହାରେ) - ପ୍ରତିଭା ମାନଙ୍କ ପ୍ରତି ଉପେକ୍ଷା, ପାତର ଅନ୍ତର ଓ ହୀନ ମନୋଭାବ ପୋଷଣ ଆଜିର କଥା ନୁହେଁ, ଏହା ବହୁ ପୁରୁଣା ଅଟେ। ଜାତୀୟ ସ୍ତରରେ ଖେଳି ମଧ୍ୟ ଖେଳାଳି ମାନେ କିପରି ଉପେକ୍ଷାର ଶୀକାର…

ସ୍ୱାଧିନତା ପାଇବାର ୭୦ ବର୍ଷ ପରେ ବି ମୌଳିକ ସୁବିଧାରୁ ବଞ୍ଚିତ କନ୍ଧମାଳ ଜିଲ୍ଲାର ଅନେକ ଅଞ୍ଚଳ

କନ୍ଧମାଳ/ ଗଗନ ପ୍ରଧାନ : ସ୍ୱାଧିନତା ପାଇବାର ୭୦ ବର୍ଷରୁ ଉର୍ଦ୍ଧ୍ବ ବର୍ଷ ବିତିଗଲାଣି I ହେଲେ ଏବେବି ମୌଳିକ ସୁବିଧାରୁ ବଞ୍ଚିତ କନ୍ଧମାଳ ଜିଲ୍ଲାର ଅନେକ ଅଞ୍ଚଳ I ଯାହା ପାଇଁ ଏହି ଅଂଚଳରେ ବସବାସ କରୁଥିବା ଜନସାଧରଣଙ୍କ ପାଇଁ ଡିଜିଟାଲ ସେବା ହେଉ ବା ଅନ୍ୟ ସରକାରୀ ଯୋଜନା ପ୍ରହସନ ମାତ୍ର I…