Sign in
Sign in
Recover your password.
A password will be e-mailed to you.
ଅର୍ଥନୈତିକ କାର୍ଯ୍ୟକ୍ରମକୁ ଜୋରଦାର କର, ଏ କ୍ଷେତ୍ରରେ କୌଣସି ବାଧାକୁ ବରଦାସ୍ତ କରାଯିବ ନାହିଁ –…
କୋଭିଡ ମୁକାବିଲା – ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା
ପାର୍ବଣ ଓ ଶୀତ ଋତୁକୁ ଦୃଷ୍ଟିରେ ରଖି ଅଧିକ ସତର୍କତା ଅବଲମ୍ବନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ
ଭୁବନେଶ୍ୱର (ଶାସକ ପ୍ରଶାସକ) : କୋଭିଡ ପରିଚାଳନାରେ ଓଡିଶା କ୍ରମାଗତଭାବେ ଭଲ ପ୍ରଦର୍ଶନ କରିଆସୁଛି। ସମସ୍ତ ସୂଚକାଙ୍କ ଜାତୀୟ ହାର ଠାରୁ…
ଡାକ ବିଭାଗ ପକ୍ଷରୁ ଜାତୀୟ ଡାକ ସପ୍ତାହ ଏବଂ ଲୋକଙ୍କୁ ବିଭିନ୍ନ ଡାକ ସେବା ଓ ସଚେତନତା କାର୍ଯ୍ୟକ୍ରମ
http://www.youtube.com/watch?v=eI1IF3VX29M
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଚଳିତ ଅକ୍ଟୋବର ମାସର ୧୦ ତାରିଖ ଦିନକୁ ଜାତୀୟ ଡାକ ସେବା ଦିବସ ଭାବେ ପାଳନ କରାଯାଉଥିବା ବେଳେ ଏହି ଦିନ ଠାରୁ ଜାତୀୟ ଡାକ ସପ୍ତାହ ମଧ୍ୟ ପାଳନ କରାଯାଉଛି । ମୁଖ୍ୟତଃ ଭାବେ ଜନସାଧାରଣଙ୍କୁ…
ଓଡିଶା ମୋ ପରିବାର ଜୀବନ ବିନ୍ଦୁ ତରଫରୁ ବରଗଡ଼ ସହଁରାପାଲିରେ ରାଲହଟଦାନ ଶିବିର
୬୦ୟୁନିଟ ରକ୍ତ ସଂଗୃହୀତ, ସାମିଲ ହେଲେ ଅଧିକ ସଂଖ୍ୟାରେ ମହିଳା ଓ ଯୁବତୀ
ବରଗଡ :- କରୋନା ମହାମାରୀ ସମୟରେ ରକ୍ତ ଅଭାବକୁ ଦୂର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ତଥା ବରଗଡ଼ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀ ଦେବେଶ ଆଚାର୍ଯ୍ୟଙ୍କ…
ଉଲ୍ଲେଖନୀୟ ସେବା ପାଇଁ ୫ ଆରପିଏଫ କର୍ମଚାରୀଙ୍କୁ ପ୍ରଶଂସା ପତ୍ର
ଭୁବନେଶ୍ୱର (ଶାସକ ପ୍ରଶାସକ) : କୋଭିଡ୍ -19 ଲକ୍ ଡାଉନ୍ ସମୟରେ ଉତ୍କର୍ଷ ପ୍ରଦର୍ଶନ ପାଇଁ ପୂର୍ବତଟ ରେଳପଥର ପାଞ୍ଚଜଣ ଆରପିଏଫ୍ ଅଧିକାରୀଙ୍କୁ ରେଳବାଇ ସୁରକ୍ଷାବଳ ମହାନିର୍ଦ୍ଦେଶକଙ୍କ ଠାରୁ ପ୍ରଶଂସା ପତ୍ର ଗ୍ରହଣ କରିଛନ୍ତି।
ପୁରୀ ଆରପିଏଫ ପୋଷ୍ଟ ଇନ୍ସପେକ୍ଟର ଶ୍ରୀ ଅନୀଲ କୁମାର ସିଂ,…
ନୂଆପଡା ଜିଲ୍ଲାରେ ଚାଇଲଡ୍ ଲାଇନ ୧୦୯୮ ସେବା ଉଦ୍ଘାଟିତ
ନୂଆପଡା(ଅମିତ ପୁରୋହିତ) ; ସ୍ଥାନୀୟ ସଦଭାବନା ଗୃହ ଠାରେ ଚାଇଲଡ୍ ଲାଇନ ୧୦୯୮ ସେବା ଉଦ୍ଘାଟିତ ହୋଇଯାଇଛି । ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆଶା ଓଡିଶା ଓ ଜିଲ୍ଲା ପ୍ରଶାସନ ର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସ୍ୱଦ୍ଧାଦେବ ସିଂ ମୂଖ୍ୟ ଅତିଥି ରୂପେ ଯୋଗ ଦେଇ…
ଅମୃତ ଧାରା ପାନୀୟ ଜଳ ପ୍ରକଳ୍ପ ଗାଏବ
ଲୋକଂକ ସ୍ୱାର୍ଥ ଦୃଷ୍ଟିରୁ କାର୍ଯ୍ୟକ୍ଷମ କରିବାକୁ ଦାବି କଲେ ବୁଦ୍ଧିଜୀବୀ
ବରଗଡ :- ବରଗଡ଼ ଜିଲ୍ଲାର ପାଇକମାଲ ସରକାରୀ ଡାକ୍ତରଖାନା ପରିସରରେ ଜନସାଧାରଣ ଙ୍କର ସୁବିଧା ଓ ଆବଶ୍ୟକତା କୁ ସମ୍ମାନ ଜଣାଇ ,୨୦୧୧ ମସିହା ଅକ୍ଟୋବର ମାସରେ ତତ୍କାଳୀନ ଲୋକସଭା ସାଂସଦ ଶ୍ରୀ ସଞ୍ଜୟ ଭୋଇ ତାଙ୍କର…
ଖୋଲା ବଜାରରୁ 68,825 କୋଟି ଟଙ୍କା ଋଣ ସଂଗ୍ରହ ନିମନ୍ତେ 20 ରାଜ୍ୟକୁ ଅନୁମତି
ଓଡ଼ିଶା ସଂଗ୍ରହ କରିପାରିବ 2858 କୋଟି ଟଙ୍କାର ଋଣ
ନୂଆଦିଲ୍ଲୀ (ଶାସକ ପ୍ରଶାସକ) : ଅର୍ଥ ମନ୍ତ୍ରଣାଳୟ ଅଧୀନ ବ୍ୟୟ ବିଭାଗ ପକ୍ଷରୁ ଖୋଲା ବଜାରରୁ 68,825 କୋଟି ଟଙ୍କାର ଋଣ ସଂଗ୍ରହ ନିମନ୍ତେ 20ଟି ରାଜ୍ୟକୁ ଅନୁମତି ଦିଆଯାଇଛି। ଏହି 20ଟି ରାଜ୍ୟ ମଧ୍ୟରେ ଓଡ଼ିଶା ମଧ୍ୟ ସାମିଲ ରହିଛି।…
ଓଡ଼ଗାଁ ପୋଲିସକୁ ବଡ ସଫଳତା : ୧୦ଜଣ ଆନ୍ତଃ ରାଜ୍ୟ ଡକାୟତ ଦଳର ପର୍ଦାଫାସ୍
ଟ୍ରାକ୍ଟର ଓ ବାଇକ ସହିତ ବିିପୁଳ ପରିମାଣର ଚୋରୀ ସାମଗ୍ରୀ ଜବତ୍
ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର) : ସ୍ଥାନୀୟ ଆଦର୍ଶ ଥାନା ୧୦ ଆନ୍ତରାଜ୍ୟ ଡକାୟତ ଦଳର ଆଜି ପର୍ଦାଫାସ କରିଥିବା ବେଳେ ଡକାୟତ ଦଳରେ ସମ୍ପୃକ୍ତ ଗଣେଷ ପ୍ରଧାନ ଏବଂ କାର୍ତୀକ ନାୟକଙ୍କ ନନ୍ଦିଘୋର ଗ୍ରାମ ତୁଳସୀସାହି ଘରୁ ବିପୁଳ…
ଟିଟିଲାଗଡ଼ରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ସମ୍ଭାବନା ଉଜ୍ଜ୍ୱଳ
ମହିଳା ଓ ଶିଶୁ ବିକାଶମନ୍ତ୍ରୀ ଟୁକୁନି ସାହୁଙ୍କ ପ୍ରଚେଷ୍ଟାକୁ ଟିଟିଲାଗଡବାସୀଙ୍କ କୃତଜ୍ଞତା
ଟିଟିଲାଗଡ ,( ଗୌରବ ଦର୍ଜୀ)- ଟିଟିଲାଗଡ ରେ ଅନେକ ଦିନ ହେଲା କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଦାବି ହୋଇ ଆସୁଛି। ଏହି ଦାବିକୁ ପୂରଣ କରିବା ପାଇଁ ଟିଟିଲାଗଡ ବିଧାୟିକା ତଥା ଓଡ଼ିଶା…
ଯୌତୁକ ଦାବିରେ ନିର୍ଯ୍ୟାତନା, ସ୍ୱାମୀ, ଶାଶୁ ଓ ଶ୍ୱଶୁର ଗିରଫ
ବାରିପଦା(ଦିଲ୍ଲୀପ ମହାନ୍ତି )- ଅଧିକ ଯୌତୁକ ଦାବିରେ ଶାରୀରିକ ଓ ମାନସିକ ନିର୍ଯାତନା ସହ ଜୀବନରୁ ମାରିଦେବା ନିମନ୍ତେ ଉଦ୍ୟମ ଅଭିଯୋଗରେ ବାରିପଦା ଟାଉନ ଥାନାରେ ସ୍ୱାମୀ , ଶ୍ୱଶୁର ଓ ଶାଶୁଙ୍କ ନାମରେ ଭାରତୀୟ ଦଣ୍ଡବିଧି ଆଇନ ଧାରା ୪୯୮(ଏ), ୩୨୩, ୩୪୨, ୨୯୪, ୫୦୬, ୩୫୪, ୩୦୭, ୩୧୩, ୩୪ ଓ …