ସମ୍ବଲପୁର, (ରମାକାନ୍ତ ବିଶ୍ବାଳ): ସମ୍ବଲପୁର ସହରରେ ବଢିଥିବା ଶୀତପ୍ରଭାବକୁ ଦେଖି ସମାଜସେବୀ ତଥା ବିଜେଡି ମହାନଗର ସକ୍ରିୟ ସଦସ୍ୟ ବବି ସିଂ ଙ୍କ ନେତୃତ୍ୱରେ ଆଜି ସହରରେ ବିଭିନ୍ନ ସ୍ଥାନରେ କମ୍ବଲ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ବିଧାୟିକା ଡ଼.ରାସେଶ୍ୱରୀ ପାଣିଗ୍ରାହୀ, ବିଜେଡି ମହାନଗର ସଭାପତି ପ୍ରଫୁଲ କୁମାର ଦାଶ, ସତ୍ୟନ୍ଦ୍ର କୁମାର ଦାଶ, ଦୁଲାଲ ଚନ୍ଦ୍ର ରାୟ, ଶେଷଦେଵ ମହାକୁଡ଼,ରବୀନ୍ଦ୍ର ସିଂ, ଭାବେଶ ଚାନ୍ଦ, ଜୟକୃଷ୍ଣ ବେହେରା,ସନ୍ତୋଷ ଖଡ଼ିଆ, ଅରକ୍ଷିତ ବେହେରା, ଡମୁରୁ ଖଡ଼ିଆ, ସୁଧୀର ଜଶ୍ୱାଳ, ପ୍ରମୋଦ ମିଶ୍ର, ସୁରେଖା ସାହୁ,ଗୋପୀ ଖଡ଼ିଆ, ମମତା ପଣ୍ଡା,ଲିଲିମା ମର୍ଲିକ,ବେବି ମର୍ଲିକ, ସୁସ୍ମିତା ଦୀପ, ମୁଂନି ବେଗମ, ଶଙ୍କର ଖଡ଼ିଆ, ବିକାଶ ଭୋଇ, ନରେନ୍ଦ୍ର ଥପା, ଚଇଟୁ ବିଶି ପ୍ରମୁଖ ଉପସ୍ଥିତ ରହି କମ୍ବଳ ବଣ୍ଟନ କରିଥିଲେ I
Sign in
Sign in
Recover your password.
A password will be e-mailed to you.