ବେଲଗୁଣ୍ଠାରେ ଦ୍ୱିତୀୟ ପର୍ଯ୍ୟାୟ ପ୍ରବୋଧନ ତାଲିମ୍ ଶିବିର ଉଦ୍ଘାଟିତ

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-,ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଚଳିତ ନୂତନ ପାଠ୍ୟ ପୁସ୍ତକ ପ୍ରଚଳନ ନିମନ୍ତେ ଉଦ୍ଦିଷ୍ଟ ପାଞ୍ଚ ଦିନିଆ ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଓଡ଼ିଶା ପାଠ୍ୟକ୍ରମ ରୂପରେଖ-୨୦୨୫ 'ପ୍ରବୋଧନ ' ତାଲିମ୍ ଶିବିର ସମଗ୍ର ରାଜ୍ୟରେ ଚାଲିଥିବା ବେଳେ ବେଲଗୁଣ୍ଠା ଗୋଷ୍ଠୀ…

ନାଏବ ସରପଞ୍ଚ ଙ୍କ ସ୍ୱାମୀ ମାଡ଼ ରେ ଏସିଏମ ଗୁରୁତ୍ୱର: ଉଭୟ ପକ୍ଷ ରୁ ଏତଲା

ଅସ୍ତରଙ୍ଗ୩/୨, ଅସ୍ତରଙ୍ଗ ବ୍ଲକ କେନ୍ଦ୍ରାପଟି ପଞ୍ଚାୟତ ରଘୁନାଥପୁର ଅଞ୍ଚଳ ରେ ଆଜି କେନ୍ଦ୍ରାପଟି ପଞ୍ଚାୟତ ନାଏବ ସରପଞ୍ଚ ଙ୍କ ସ୍ୱାମୀ ସୁଦାମ ପ୍ରଧାନ ଙ୍କ ମାଡ଼ ରେ ପମ୍ପ ହାଉସ ଏସିଏମ ନୁଆସାହି ଗ୍ରାମ ର ବାବୁଲି ପ୍ରଧାନ ଗୁରୁତ୍ୱର ହୋଇ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତର…

ବିପ୍ଲବୀ ଲାଲ କବି ଧ୍ରୁବ ରାଣାଙ୍କୁ ଶ୍ରଦ୍ଧାଞ୍ଜଳି।

 କେନ୍ଦୁଝର,ତା୩/୨- କେନ୍ଦୁଝର ସାହିତ୍ୟ ସଂସ୍କୃତି କଳା ପ୍ରତିଷ୍ଠାନ କେନ୍ଦୁଝର ମାଟିର ଲାଲ କବି ସ୍ବର୍ଗତ ଧ୍ରୁବ ରଣାଙ୍କୁ ଲାଲ ସଲାମ ସହ ଶ୍ରଦ୍ଧାଞ୍ଜଳି ଜଣାଇଛି। ଆଜି ଏଥିଲାଗି ଅନୁଷ୍ଠିତ ଏକ ଶ୍ରଦ୍ଧାଞ୍ଜଳି ସଭାରେ ଅନୁଷ୍ଠାନର ସଭାପତି ବରିଷ୍ଠ ସାହିତ୍ୟିକ ପ୍ରାଣ ବଲ୍ଲଭ ନାୟକ,…

ବନାରସ ଜାତୀୟ ସାହିତ୍ୟ ମହୋତ୍ସବରେ ଚମକିଲେ ମାଲକାନଗିରି ଝିଅ

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ୩/୨/୨୬ - ନବ ଭାରତୀୟ ଓ ନିର୍ମାଣ ସମିତି ଏବଂ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟର ଯୁଗ୍ମ ଆୟୋଜନରେ ଚତୁର୍ଥ ବନାରସ ସାହିତ୍ୟ ମହୋତ୍ସବ ଜାନୁଆରୀ ୩୦ ଠାରୁ ଫେବ୍ରୁଆରି ୧ ତାରିଖ ଯାଏଁ ଆୟୋଜିତ ଏହି ତିନିଦିଆ ମହୋତ୍ସବରେ ଭାରତ ସାହିତ୍ୟ, ସଂସ୍କୃତି ଓ…

ଭଞ୍ଜକଳା ମଣ୍ଡପ ରେ ପାରଳାର ନାଟକ “ଶେଷଇଚ୍ଛା ” ମଞ୍ଚସ୍ଥ

https://youtu.be/zNhwhYnf2OY ଭୁବନେଶ୍ବର / ପାରଳାଖେମୁଣ୍ଡି : ଓଡ଼ିଶା ସରକାର ଙ୍କ ଭାଷା ସାହିତ୍ୟ ସଂସ୍କୃତି ବିଭାଗ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ , ଓଡ଼ିଶା ନାଟ୍ୟ ସଙ୍ଘ ର ମିଳିତ ଆନୁକୁଲ୍ୟରେ ଆୟୋଜିତ ହେଉଥିବା ନାଟ୍ୟଧାରା କାର୍ଯ୍ୟକ୍ରମ ରେ ଭୁବନେଶ୍ଵର ସ୍ଥିତ ଭଞ୍ଜକଳା ମଣ୍ଡପ…

ଜାତୀୟ କନ୍ୟା ସନ୍ତାନ ଦିବସ ଉପଲକ୍ଷେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ସଚେତନତାମୂଳକ ପଦଯାତ୍ରା

କଟକ ତା.୦୩.୦୨.୨୦୨୬ ରିଖ - ଜାତୀୟ କନ୍ୟା ସନ୍ତାନ ଦିବସ ୨୦୨୬ ପାଳନ ଅବସରରେ ଆଜି କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଏକ ସଚେତନତାମୂଳକ ପଦଯାତ୍ରା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଅତିରିକ୍ତ ଜିଲ୍ଲାପାଳ ଡଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ଏହି ପଦଯାତ୍ରାର ଉଦଘାଟନ କରି କନ୍ୟାସନ୍ତାନ…

ବିଜେପୁର ଉନ୍ନତିକରଣ ପାଇଁ ମଇଦାନକୁ ଓହ୍ଲାଇଲେ ବିଧାୟକ–ଜିଲ୍ଲାପାଳ : ସହରର ବିଭିନ୍ନ ଅଞ୍ଚଳର ସ୍ଥଳ ପରିଦର୍ଶନ

ବିଜେପୁର :- ବିଜେପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧୀନରେ ସହରର ସମଗ୍ର ଉନ୍ନତିକରଣ ଓ ନାଗରିକ ସୁବିଧା ବୃଦ୍ଧି ପାଇଁ ସ୍ଥାନୀୟ ବିଧାୟକ ସନତ କୁମାର ଗଡ଼ତୀୟାଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପରିଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ପରିଦର୍ଶନରେ ଜିଲ୍ଲାପାଳ ଆଦିତ୍ୟ ଗୋୟଳ,…

ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

ପୁରୀ, ୨/୨ (ଅନିମେଷ ପଟ୍ଟନାୟକ): ପୁରୀ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଆଜି ସଦଭାବନା ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି ।ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଏଥିରେ ଅଧ୍ୟକ୍ଷତା କରିଥିଲେ।ଏଥିରେ ମୋଟ ୯୫ ଗୋଟି ଅଭିଯୋଗ ମିଳିଥିଲା।ସେଥିରୁ ୭୮ ଗୋଟି ବ୍ୟକ୍ତିଗତ,୧୨ ଗୋଟି…

ବେଆଇନ୍ ଭାବେ ଚାଲିଥିବା ପାଞ୍ଚୋଟି ଇଟା ଭାଟିରେ ପ୍ରଶାସନର ଚଢ଼ାଉ ; ଜେସିବି ଦ୍ୱାରା ନଷ୍ଟ କରାଗଲା ଇଟା

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବର୍ତ୍ତମାନ ଦିନକୁ ଦିନ ପ୍ରଦୂଷଣର ମାତ୍ରା ବଢ଼ି ।ଚାଲୁଥିବାରୁ ଜଳବାୟୁ ପରିବର୍ତ୍ତନରେ ବିଭ୍ରାଟ ଦେଖିବାକୁ ମିଳୁଛି I ସରକାର ଜଳବାୟୁ ପରିବର୍ତ୍ତନକୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି I ବିଶେଷ କରି…

ବଣିଆପାଟ ଶିଶୁ ମନ୍ଦିରରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

କେନ୍ଦୁଝର,ତା୨/୨- କଲେଜରୋଡସ୍ଥିତ ବଣିଆପଟ ଶିଶୁ ବିଦ୍ୟାମନ୍ଦିରର ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ପାଇଁ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଡ଼ଃ ଅନିଲ କୁମାର ଦାସଙ୍କ ସଭାପତିତ୍ଵରେ ସଭାକାର୍ଯ୍ୟ ହୋଇଥିବା ବେଳେ ଛାତ୍ର…