ଏସପି ଓ ଜିଲ୍ଲାପାଲ କୋଭିଡ ଟିକା ନେଲେ।

0 2

ସମ୍ବଲପୁର, (ରମାକାନ୍ତ ବିଶ୍ବାଳ): ସମ୍ବଲପୁର ରେ ଜିଲ୍ଲାପାଳ ଓ ଏସପି ଙ୍କ ଶତାଧିକ ପୋଲିସ ଓ ସରକାରୀ କର୍ମଚାରୀ ନେଲେ କୋଭିଡ ଟୀକା । ସମ୍ବଲପୁର ର ଚାରିଟି  ସ୍ଥାନରେ ଟୀକା ପ୍ରଦାନ କେନ୍ଦ୍ର କରାଯାଇ କେବଳ ସରକାରୀ କର୍ମଚାରୀ ଙ୍କ ଟୀକାକରଣ ହେଉଛି ।ଆସନ୍ତା କାଲି ଠାରୁ 22 କେନ୍ଦ୍ର କରାଯାଇ ଟୀକାକରଣ କରାଯିବ ବୋଲି ଜିଲାପାଳ ସୂଚନା ଦେଇଛନ୍ତି ।

http://www.youtube.com/watch?v=RZgjNtv2AvI 

 

       

Leave A Reply

Your email address will not be published.