Sign in
Sign in
Recover your password.
A password will be e-mailed to you.
ସମ୍ମିଳିତ ଆଦିବାସୀ ସମାଜର ବାର୍ଷିକ ଅଧିବେଶନ।
ଝାରସୁଗୁଡ଼ା (ସୁଭାଷ ସହାରେ) :ଆସନ୍ତା ରବିବାର ତା:୧୩/୧୨/୨୦୨୦ ପୂର୍ବାହ୍ନ ୧୧ଟାରେ ଜମେରା ଇବ ନଦୀ ବାଲିଘାଟଠାରେ ସମ୍ମିଳିତ ଆଦିବାସୀ ସମାଜର ବାର୍ଷିକ ବୈଠକ ଅନୁଷ୍ଠିତ ହେବାପାଇଁ ସ୍ଥିର କରାଯାଇଛି। ଏହି ଅବସରରେ ଆଦିବାସୀ ସମାଜର ବିଭିନ୍ନ ସମସ୍ୟା ,ସାମ୍ବିଧାନିକ ହକ ନିମନ୍ତେ ଆଗାମୀ ଦିନରେ…
ବରମୁଣ୍ଡା ଆନ୍ତଃରାଜ୍ୟ ବସ୍ ଟର୍ମିନାଲ ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ
ଖର୍ଚ୍ଚ ହେବ ୧୮୦ କୋଟି, ୧୮ ମାସର କଣ୍ଟ
ବରମୁଣ୍ଡା ବସ ଟର୍ମିନାଲ ଭୁବନେଶ୍ୱର ଭୁବନେଶ୍ୱରର ନୂଆ ଲ୍ୟାଣ୍ଡମାର୍କ ହେବ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର(ଶାସକ ପ୍ରଶାସକ) -ଭୁବନେଶ୍ବର ବରମୁଣ୍ଡା ବସ୍ଷ୍ଟାଣ୍ଡ ରାଜ୍ୟର ସବୁଠାରୁ ବ୍ୟସ୍ତବହୁଳ ବସ୍ଷ୍ଟାଣ୍ଡ | ରାଜ୍ୟର ବିଭିନ୍ନ ସ୍ଥାନକୁ ଏଠାରୁ…
ଉଦୟନାଥ ଫର୍ଣ୍ଣିଚରର ୧୩ତମ ଲକି ଡ୍ର ଉଠାଣ
ପଦ୍ମପୁର :- ପଦ୍ମପୁର ସହର କପସିଲା ରୋଡ଼ସ୍ଥିତ ଉଦୟନାଥ ଫର୍ଣ୍ଣିଚର ତରଫରୁ ଆରମ୍ଭ ହୋଇଥିବା ମାସିକ କିସ୍ତି ଯୋଜନାର ୧୩ତମ ଲକି ଡ୍ର ଉଠାଣ ଆଜି ସଂଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଏହି ଡ୍ର'ର ବିଜେତା ହେଉଛନ୍ତି ଭରସୁଜା ର ଅନାଦି ଭୋଇ । ଏହି ଉଠାଣ କାର୍ଯ୍ୟକ୍ରମରେ ରୋହିତ କୁମାର ପଟ୍ଟନାୟକ…
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର କରନ ବାଗଙ୍କ ପାଇଁ ସାତସପନ
ପଦ୍ମପୁର:କେନ୍ଦ୍ର ଓ ରାଜ୍ୟ ସରକାର ଦେଶରେ ଓ ରାଜ୍ୟରେ ପ୍ରତ୍ଯେକ ହିତାଧିକାରୀ ମାନଙ୍କୁ କଞ୍ଚା ଘରକୁ ପକ୍କାଘର ନିର୍ମାଣ କରି ଯୋଗାଇ ଦେବାକୁ ଘୋଷଣା କରିଥିବା ବେଳେ ରାଜ୍ୟରେ କେତେକ ସ୍ଥାନରେ ପ୍ରକୃତ ହିତାଧିକାରୀ ଅଫିସର ମାନଙ୍କ ଓ ପଞ୍ଚାୟତ ପ୍ରଶାସନର ଆନ୍ତରିକତାର ଅଭାବ ଯୋଗୁଁ ସରକାରୀ…
ଉଦଘାଟନ ଅପେକ୍ଷାରେ ବିଜୁ ଯୁବ ଜନତା ଦଳର ଜିଲ୍ଲା ଅଫିସ
ନୂଆପଡା :- ଆସନ୍ତା ଡ଼ିସେମ୍ବର ଷୋହଳ ତାରିଖ ସକାଳ ଏଗାର ଘଣ୍ଟାରେ ନୂଆପଡା ଜିଲ୍ଲା ମୁଖ୍ୟାଳୟରେ ନୂଆପଡା ଥାନା ସମ୍ମୁଖରେ ବିଜୁ ଯୁବ ଜନତା ଦଳର ନବ ନିର୍ମିତ ଅଫିସର ଶୁଭ ଉଦଘାଟନ ହେବାକୁ ଯାଉଛି । ରାଜ୍ୟ ସରକାରଙ୍କ ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ଏହି ଅଫିସ ଉଦଘାଟନ କରିବାର…
ନିଷ୍ଠା ପରିବାର ତରଫରୁ କରୋନା ସଂକ୍ରମିତ ମୃତକଙ୍କ ଶବଦାହ
ବରଗଡ :- ବର୍ଗରଡ ଜିଲ୍ଲାର ପରିଚିତ ସ୍ବେଚ୍ଛାସେବୀ ଅନୁଷ୍ଠାନ ନିଷ୍ଠା ପରିବାର ନିଜର ଅନବରତ ସମାଜ ସେବା ପାଇଁ ଆଜି ବରଗଡ଼ ଜିଲ୍ଲାର ସବୁଠାରେ ପ୍ରଶଂସାର ପାତ୍ର ହୋଇ ପାରିଛି । ମୁଖ୍ୟତଃ କୋରୋନା କାଳରେ ଲକଡାଉନ ଆରମ୍ଭ ହେବା ପରଠାରୁ ନିଷ୍ଠାର ସ୍ବେଚ୍ଛାସେବୀ ବନ୍ଧୁ ମାନେ ଦିନରାତି ସବୁ…
ନୃସିଂହନାଥ ମନ୍ଦିରରେ କୋଡିଏ ଲକ୍ଷ ଟଙ୍କାରେ ତିଆରି ହେବ ରୋଷେଇ ଘର ଓ ଧର୍ମଶାଳା
ବରଗଡ :- ପଶ୍ଚିମ ଓଡିଶାର ପ୍ରସିଦ୍ଧ ତୀର୍ଥ କ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ମନ୍ଦିର । ବର୍ଷ ତମାମ ଏହି ତୀର୍ଥ କ୍ଷେତ୍ରକୁ ତୀର୍ଥ ଯାତ୍ରୀ , ପର୍ଯଟକ , ଗବେଷକ ମାନଙ୍କର ସୁଅ ଛୁଟିଥାଏ । ମହାପ୍ରଭୁଙ୍କ ମନ୍ଦିରରେ ବର୍ଷ ସାରା ବିଭିନ୍ନ ପର୍ବ ଅବସରରେ ଲକ୍ଷ ଲକ୍ଷ ଲୋକଙ୍କ…
ଓଡ଼ିଶା ମାନବାଧିକାର ଆୟୁକ୍ତ ପକ୍ଷରୁ ବିଶ୍ୱ ମାନବିକ ଅଧିକାର ଦିବସ ପାଳିତ
ଭୁବନେଶ୍ୱର : ୧୯୪୮ ମସିହା ଡିସେମ୍ବର ୧୦ ତାରିଖରେ ମିଳିତ ଜାତିସଂଘରେ ମାନବାଧିକାର ଘୋଷଣାନାମା ସ୍ୱୀକୃତି ପାଇଥିଲାା ଏହି ଐତିହାସିକ ଦିନଟିକୁ ସେବେଠାରୁ ସାରା ବିଶ୍ୱ ମାନବାଧିକାର ଦିବସ ରୂପେ ପାଳନ କରିଆସୁଛିା
ବୈଶ୍ୱିକ ମହାମାରୀ କୋଭିଡ୍-୧୯ ପରିପ୍ରେକ୍ଷୀରେ ଆଜି ଓଡ଼ିଶା ମାନବାଧିକାର…
ଭାରତ ବନାମ ଇଂଲଣ୍ଡ: ଖେଳସୂଚୀ ଘୋଷଣା କଲା ବିସିସିଆଇ
ଅହମ୍ମଦାବାଦରେ ଆୟୋଜିତ ହେବ ଦିବାରାତ୍ର ଟେଷ୍ଟ ଏବଂ 5 ଟି-ଟ୍ୱେଣ୍ଟି
ପୁଣେରେ ହେବ ଦିନିକିଆ ମ୍ୟାଚ , ଚେନ୍ନାଇରେ ୨ ଟି ଟେଷ୍ଟ
ମୁମ୍ବାଇ : ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଗୁରୁବାର ଦିନ ଇଂଲଣ୍ଡର ଭାରତ ଗସ୍ତ ପାଇଁ ଖେଳସୂଚୀ ଘୋଷଣା କରିଛି | ଯାହା ଫେବୃଆରୀ ୫ ରୁ ଚାରି…
ଡିସେମ୍ବର ୨୨ ରୁ କ୍ରିଷ୍ଣା କପ୍ କ୍ରିକେଟ୍
ପଦ୍ମପୁର : ପଦ୍ମପୁର ନିକଟସ୍ଥ ମହୁଲପାଲି ସ୍କୁଲ ପଡ଼ିଆ ରେ ଆସନ୍ତା ଡିସେମ୍ବର ୨୨ ତାରିଖରୁ ୧୯ତମ କ୍ରିଷ୍ଣା କପ କ୍ରିକେଟ ପ୍ରତିଯୋଗିତା ଆରମ୍ଭ ହେବାକୁ ଯାଉଅଛି। ଏଥିପାଇଁ ବୁଧବାର ଦିନ କ୍ରିଷ୍ଣା କ୍ରିକେଟ କ୍ଲବ ର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି । ମତିଲ ସାହୁ ଙ୍କ…