ମାତିଛନ୍ତି ସାଇବର ଠକ : ଲୁଟି ହେଉଛନ୍ତି ଲୋକେ

0 2

Image result for cyber crime

କେଉଁଠି ଋଣ କରାଇଦେବା ନାଁରେ ତ , ଆଉ କେଉଁଠି ଟାୱାର କରାଇଦେବା ନାଁରେ

ଝାରସୁଗୁଡ଼ା :(ସୁଭାଷ ସହାରେ)- ଚଳିତ ସପ୍ତାହ ୧୫ ଓ ୧୬ତାରିଖ ୨ଦିନ ଭିତରେ ଝାରସୁଗୁଡ଼ା ସହରାଞ୍ଚଳରେ ଦୁଇ ଜଣ ସାଇବର ଅପରାଧୀଙ୍କ ଠକେଇର ଶିକାର ହୋଇଥିଲେ। ପ୍ରଥମ ମାମଲା ବଡ଼ମାଲ ଥାନାଞ୍ଚଳରେ ଘଟିଥିଲା ଯେଉଁଥିରେ ରଣ କରାଇଦେବା ନାମରେ ଆଦିତ୍ୟ ଆଲୁମିନାର କର୍ମଚାରୀ ସନ୍ଦୀପ ପାଢ଼ୀଙ୍କ ଠାରୁ ୩୮ ହଜାର ଟଙ୍କା ସାଇବର ଅପରାଧୀ ଠକି ନେଇଥିଲେ । ଅନୁରୂପ ଭାବେ ଟାଉନ ଥାନା ଅନ୍ତର୍ଗତ ପୁରୁଣାବସ୍ତି ନିବାସୀ ଡୋଲାମଣି ପଟେଲଙ୍କୁ ଅନଲାଇନ ଠକ ଏକ କମ୍ପାନୀର ଟାୱାର ବସିବ କହି ୧ଲକ୍ଷ ୫୬ହଜାର ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି ।

Leave A Reply

Your email address will not be published.