ପ୍ରେସ କ୍ଲବ କଣ୍ଟାବାଞ୍ଜି ପକ୍ଷରୁ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଆୟୋଜନ।

0 2

କଣ୍ଟାବାଞ୍ଜି (ଚୁଡାମଣି ସୁନା)କଣ୍ଟାବାଞ୍ଜି ପ୍ରେସ କ୍ଳବ ପକ୍ଷରୁ ମାଗଣା ଚକ୍ଷୁ ଚିକିତ୍ସା ଶିବିରଏସ.ସି.ଡି ଚକ୍ଷୁ ଚିକିତ୍ସାଲୟ, ଟିଟିଲାଗଡ଼ ଙ୍କ ସହଯୋଗ ରେ ସ୍ଥାନୀୟ ଶ୍ରୀ ହରିଭବନ ଠାରେ ଆୟୋଜନ ହୋଇଛି। ଏଥିରେ 360 ଜଣଙ୍କ ପଞ୍ଜିକରଣ କରି ଚିକିତ୍ସା କରାଇବା ବେଳେ ସେମାନଙ୍କ ମଧ୍ୟରୁ 148 ଜଣଙ୍କ ମାଗଣାରେ ମୋତିଆ ବିନ୍ଦୁ ଅପରେସନ ପାଇଁ ଚିହ୍ନଟ ହୋଇଛନ୍ତି।

ଏଥିରେ ପ୍ରେସ କ୍ଳବ ସଭାପତି ପ୍ରଭଜିତ ସିଂ ସାଲୁଜା,କାର୍ଯ୍ୟକାରୀ ସଭାପତି ସୁରୁଦାସ ବାଗ,ସମ୍ପାଦକ ପୁଷ୍ପକେତୁ ବେହେରା,ଉପ ସଭାପତି ରଶ୍ମିରଞ୍ଜନ ପୁଟେଲ,ମନୋଜ ଶର୍ମା ,ଆବାହକ ଆନନ୍ଦ ମୋଟେ ସଦସ୍ୟ ବନ୍ଟି ଗୁପ୍ତା,ଯୁଗ୍ମ ସମ୍ପାଦକ ଦୀପକ କୁମାର ୟାଦବ, ବିଶିକେସନ ମାଝୀ, ରୋହନ ମହତ,ଜଗମୋହନ ତାଣ୍ଡି, ଆଇନ ପରାମର୍ଶ ଦାତା ବିବେକ ଶର୍ମା , କଣ୍ଟାବାଞ୍ଜି ମେଡିକାଲ ଅଫିସର ଏସ୍ପିଡି ପଣ୍ଡା କୁନାଲ ଦାଶ ,ଶିବ ସାହୁ,ତନ୍ମୟ ଦାସ,  ଓ ଏସ.ସି.ଡି ଚକ୍ଷୁ ଚିକିତ୍ସାଲୟ ରୁ ଟେକ୍ନିସିଆନ ପ୍ରାଣରଞ୍ଜନ ସାଗର,ସୁମିତ ପ୍ରଧାନ, ନର୍ସ ସୋନିୟା ନାଗ, ସମାଜସେବୀ ସୁଶୀଲ ନାଗ, ରମେଶ ବାଗ  ପ୍ରମୁଖ ଚକ୍ଷୁ ଚିକିତ୍ସା କରିବାରେ ସହଯୋଗ କରିଥିଲେ।

Leave A Reply

Your email address will not be published.