ଶୀତଋତୁରେ ଘନ କୁହୁଡ଼ିକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା

ଟ୍ରେନ ଓ ଯାତ୍ରୀ ମାନଙ୍କର ନିରାପଦ ଯାତ୍ରା ପାଇଁ ସତର୍କତା ପଦକ୍ଷେପ ସହିତ କର୍ମଚାରୀ ମାନଙ୍କୁ ବିଶେଷ ପରାମର୍ଶ ଭୁବନେଶ୍ୱର (ଶାସକ ପ୍ରଶାସକ) :  ପୂର୍ବତଟ ରେଳପଥ ପରିସୀମା କ୍ଷେତ୍ରର ବିଭିନ୍ନ ରେଳ ସେକ୍ସନରେ ରାତ୍ରି ସମୟ ଠାରୁ ପ୍ରାତଃ କାଳ ସମୟରେ ଘନ କୁହୁଡ଼ିକୁ ସାମ୍ନା କରି ରେଳ…

ସୀମା ସିଲ : ଓଡ଼ିଶାର ଧାନ ବିକ୍ରି ପାଇଁ ଛତିଶଗଡ଼ରେ ପ୍ରବେଶ ମନା

ଝାରସୁଗୁଡ଼ା :(ସୁଭାଷ ସହାରେ) ଓଡ଼ିଶାର ଧାନ ବିକ୍ରି ପାଇଁ ଛତିଶଗଡ଼ରେ ପ୍ରବେଶ ମନା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର କୃଷି ବିଲ ଆଣିବା ବେଳେ ଆଶ୍ବାସନା ଦେଇଥିଲେ ଯେ ଚାଷୀ ଯେଉଁଠାରେ ଚାହିଁବ ତାର ଧାନ ବିକ୍ରି କରିପାରିବ। ଏହା ଅବଶ୍ୟ ସ୍ପଷ୍ଟ କରାଯାଇ ନଥିଲା ଯେ ଚାଷୀ ତାର ଧାନ…

ଟୋଲ ଗେଟକୁ କ୍ୟାଶ ଲେସ୍ କରିବା ପାଇଁ ନିଷ୍ପତ୍ତିକୁ ନାପସନ୍ଦ। 

ଝାରସୁଗୁଡ଼ା :(ସୁଭାଷ ସହାରେ) :ଝାରସୁଗୁଡ଼ା ସହରର ଗାନ୍ଧୀଛକ ଫାଣ୍ଡି ଅନ୍ତର୍ଗତ ନୂଆଡିହିରେ ଥିବା ଟୋଲ ଗେଟକୁ ସଂପୂର୍ଣ୍ଣ ଭାବରେ କ୍ୟାଶ ଲେସ କରିବାକୁ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ଜାନୁୟାରୀ ୧ ତାରିଖରୁ ଏହି ଯୋଜନାକୁ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛି ଜାତୀୟ ରାଜପଥ ପ୍ରାଧିକରଣ…

ଓପିଜିସିର ଅଂଶଧନ କିଣିଲା ଓଏଚପିସି। 

ଝାରସୁଗୁଡ଼ା :(ସୁଭାଷ ସହାରେ) :ଓଡ଼ିଶା ପାୱାର ଜେନେରେସନ କର୍ପୋରେସନର ୪୯ ପ୍ରତିଶତ ଅଂଶଧନ କିଣିଲା ଓଡ଼ିଶା ଜଳ ବିଦ୍ୟୁତ ନିଗମ (ଓଏଚପିସି)। ଏ ନେଇ ସୂଚନା ଦେଇଛନ୍ତି କମ୍ପିଟିସନ କମିଶନ ଅଫ ଇଣ୍ଡିଆ। ଏହାକୁ କମ୍ପିଟିସନ ଆକ୍ଟ ୨୦୦୨ର ସେକ୍ସନ ୩୧(୧) ଅନୁଯାୟୀ ଅନୁମୋଦନ ମିଳିଛି।  ସୂଚନାଯୋଗ୍ୟ…

ଓଡ଼ିଶାରେ ନିଲାମ ଲୁହାପଥର ଖଣିକୁ ଶୀଘ୍ର କାର୍ଯ୍ୟକାରୀ କରାଯାଉ – ଧର୍ମେନ୍ଦ୍ର ପ୍ରଧାନ

http://www.youtube.com/watch?v=hk_es5RiG4M  ଓଡିଶାର ମୁଖ୍ୟମନ୍ତ୍ରୀ, କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ଭର୍ଚୁଆଲ ବୈଠକ  ଲୁହାପଥର ଖଣି ଶୀଘ୍ର କାର୍ଯ୍ୟକାରୀ ହେଲେ ଇସ୍ପାତ ଶିଳ୍ପ ପାଇଁ କଂଚାମାଲ ସୁରକ୍ଷା ସୁନିଶ୍ଚିତ ହେବ  ରାଜ୍ୟରେ ଅର୍ଥନୈତିକ…

କେନ୍ଦ୍ର କ୍ୟାବିନେଟର ମାଗଣା ୱାଇଫାଇ ସେବା ନିଷ୍ପତିକୁ କେନ୍ଦ୍ରମନ୍ତ୍ରୀଙ୍କ ସ୍ୱାଗତ

ଡ଼ିଜିଟାଲ ଇଣ୍ଡିଆ ଓ ଆତ୍ମନିର୍ଭର ଭାରତର ସ୍ୱପ୍ନ ପୂରଣ ହେବ - ଧର୍ମେନ୍ଦ୍ର ପ୍ରଧାନ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କୁ ଧନ୍ୟବାଦ  ସ୍ପିଡ୍ ଇଂଟରନେଟ୍ ପାଇଁ ପିଏମ୍-ୱାଣୀ ଆରମ୍ଭ ହେବା ସ୍ୱାଗତଯୋଗ୍ୟ ପଦକ୍ଷେପ  ଆତ୍ମନିର୍ଭର ଭାରତ ରୋଜଗାର…

କରୋନା ସମୟରେ ମାସ୍କ, ପିପିଇ କିଟ୍ ଓ ଅନ୍ୟାନ୍ୟ କୋଭିଡ୍ ସାମଗ୍ରୀ କିଣାରେ ଦୁର୍ନୀତି ପ୍ରସଙ୍ଗ

ଲୋକାୟୁକ୍ତଙ୍କର ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ କଂଗ୍ରେସର ନୈତିକ ବିଜୟ  ଭୁବନେଶ୍ୱର – ରାଜ୍ୟରେ କରୋନା ମହାମାରୀ ସମୟରେ ବହୁଚର୍ଚ୍ଚିତ ମାସ୍କ, ପିପିଇ କିଟ୍ ଓ ଅନ୍ୟାନ୍ୟ କୋଭିଡ୍ ସାମଗ୍ରୀ କିଣାରେ କୋଟି କୋଟି ଟଙ୍କା ଦୁର୍ନୀତିରେ ରାଜ୍ୟ ସରକାରଙ୍କର ସଂପୃକ୍ତିକୁ ନେଇ ପ୍ରଦେଶ କଂଗ୍ରେସ…

ଶିଖାରାଣୀଙ୍କୁ ଡକ୍ଟରେଟ , ଚାରିଆଡୁ ଶୁଭେଚ୍ଛା ସୁଅ   

ଭଟଲି / (ସୁଧୀର ତ୍ରିପାଠୀ  ):-  ବରଗଡ଼ ଜିଲ୍ଲାର ଆମ୍ବଭନା ବ୍ଲକ କୁମ୍ଭୋ ଗ୍ରାମ ପଂଚାୟତର ପ୍ରଥମ ମହିଲାଭାବେ ଡ. ଶିଖାରାଣୀ ସାହୁ ଡକ୍ଟରେଟ ଉପାଧୀ ହାସଲ କରିଛନ୍ତି । ସେ ସାନସରାଇପାଲି ଗ୍ରାମର ନିବାସୀ ଅବିଭକ୍ତ କଣ୍ଡପଲା ଗ୍ରାମପଂଚାୟତର  ପୂର୍ବତନ ସରପଂଚ, ପୂର୍ବତନ ସାଂସଦ ଶ୍ରୀ ପ୍ରଭାସ…

 ଉଦଘାଟନ ହେଲା ହୀରାକୁଦ ଇକୋରିଟ୍ରିଟ

ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ- ଆଜି ଉଦଘାଟିତ ହୋଇଛି ହୀରାକୁଦରେ ଇକୋ ରିଟ୍ରେଟ ୨୦୨୦। ହୀରାକୁଦକୁ ରାଜ୍ୟ ତଥା ରାଜ୍ୟ ବାହାର ପର୍ଯ୍ୟଟକମାନଙ୍କୁ ଆକୄଷ୍ଠ କରିବା ପାଇଁ ପ୍ରଥମଥର ପାଇଁ ଏହା ଆୟୋଜିତ ହେଉଛି । ଏହି ଇକୋ ରିଟ୍ରେଟ ଟି  ହୀରାକୁଦ ରେ ଆସନ୍ତା ପେବୄୟାରି ୨୮ ତାରିଖ ଯାଏ ଚାଲିବ…

ପଦ୍ମଶ୍ରୀ ହଳଧର ନାଗ ସମ୍ବଲପୁରୀ/କୋଶଲି ଭାଷା ଗବେଷଣା କେନ୍ଦ୍ର ପାଇଁ ଭୂମି ପୂଜନ

ବରଗଡ :- ଆଜି ବରଗଡ଼ ଜିଲ୍ଲାର  ସହିଦପୀଠ ଭାବରେ ପରିଚିତ  ଘେଁସ ଗ୍ରାମରେ ଥିବା କଲେଜ ପରିସରରେ ରାଜ୍ୟ ସରକାରଙ୍କର ଶ୍ରମ ଓ ଗ୍ରାମ୍ୟଉନ୍ନୟନ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ  ନୂତନ କ୍ୟାଣ୍ଟିନ ଗୃହ , ଅଫିସ ଗୃହ ଏବଂ ପଦ୍ମଶ୍ରୀ ହଳଧର ନାଗ ସମ୍ବଲପୁରୀ/କୋଶଲି ଭାଷା ଗବେଷଣା କେନ୍ଦ୍ର ପାଇଁ ଭୂମି…