ଜନ୍ମଦିନ ପାଳନ ବେଳେ ପିଲାଟି ଗିଳି ଦେଇଥିଲା ସେଫଟିପିନ 

୧୨ ମାସ ଶିଶୁର ଖାଦ୍ୟନଳୀରୁ ସେଫ୍ଟିପିନ୍ ବାହାର କଲେ ସମ୍ ଅଲ୍ଟିମେଟର  ସର୍ଜନ ଭୁବନେଶ୍ୱର(ଶାସକ ପ୍ରଶାସକ) : ଏକ ବର୍ଷ ଶିଶୁର ଖାଦ୍ୟନଳୀରୁ ଗୋଟିଏ ଖୋଲା ସେଫ୍ଟିପିନ୍ ବାହାର କରି ପିଲାଟିର ଜୀବନ ବଂଚାଇବାରେ ସଫଳ ହୋଇଛନ୍ତି ସମ୍ ଅଲ୍ଟିମେଟ୍ ମେଡିକେୟାରର ଡାକ୍ତର । ଏକ ବର୍ଷର ଶିଶୁର…

ରୋଗୀଙ୍କ ସୁବିଧା ପାଇଁ ଆୟୁର୍ବେଦ ମହାବିଦ୍ୟାଳୟ ରେ ଲାଗିବ ଅତ୍ୟାଧୁନିକ ଲିଫ୍ଟ

ଆବଶ୍ୟକ ଥିବା ଅନ୍ୟାନ୍ୟ ସରଞ୍ଜାମର ଏକ ତାଲିକା ମାଗିଲେ ବିଧାୟକ ବିଜୟ ରଞ୍ଜନ ସିଂ ବରିହା  ବରଗଡ :- ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀ ବିଜୟ ରଞ୍ଜନ ସିଂ ବରିହା ଗତ ଏକ ବର୍ଷ ହେବ ବାମ ଗୋଡ଼ର ଆଣ୍ଠୁ ତଳକୁ ପ୍ରବଳ ଯନ୍ତ୍ରଣା ଅନୁଭବ କରୁଥିଲେ । ମୁଖ୍ୟତଃ ଲକଡାଉନ ପରେ ତାଙ୍କର ଏହି…

ମୁଖ୍ୟମନ୍ତ୍ରୀ ବୁଲିଯିବେ ବରମୁଣ୍ଡା 

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବରମୁଣ୍ଡା ବସଷ୍ଟାଣ୍ଡ ଗସ୍ତରେ ଆଜି ଯିବେ | ଆଜି ଅପରାହ୍ନ ୪ଟା ବେଳେ ମୁଖ୍ୟମନ୍ତ୍ରୀ ବସଷ୍ଟାଣ୍ଡରେ ଆଜି ମୁଖ୍ୟମନ୍ତ୍ରୀ ଚାଲିଥିବା କାର୍ଯ୍ୟର ଅନୁଧ୍ୟାନ କରିବେ |

ବିଦ୍ୟୁତ ସଂପର୍ଶ୍ଵ ରେ ଆସି ଦିନ ମଜୁରିଆ ଗୁରୁତର 

ଭଞ୍ଜନଗର ( ନିଲୁ ବିଷୋୟୀ ) ଭଞ୍ଜନଗର ଥାନା ଅନ୍ତର୍ଗତ ବ୍ୟାଘ୍ର ଦେବୀ ରୋଡ଼ ନୀଳାଦ୍ରି ବିହାରରେ ଦିନ ମଜୁରିଆ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ଟୁନା ସ୍ବାଇଁ ( ୪୦) ନାମକ ଜଣେ ବ୍ୟକ୍ତି ବିଦ୍ୟୁତ ସଂପର୍ଶ୍ଵ ରେ ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସୂଚନା ମୁତାବକ ଗାମୁଣ୍ଡି ଗ୍ରାମର ଟୁନା…

ବଡଗଡ଼ ବନାଞ୍ଚଳରେ ଅଣୁ ଯୋଜନା ପ୍ରସ୍ତୁତି କାର୍ଯ୍ୟକ୍ରମ 

ଭଞ୍ଜନଗର/ବଡଗଡ଼ ( ନିଲୁ ବିଷୋୟୀ) - ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିନ ବଡଗଡ ବନାଞ୍ଚଳ ତଥା କ୍ଷେତ୍ର ପରିଚାଳନା ଏକକ ଅଧିନରେ ଥିବା  ମାଙ୍କଡ଼ଛୁଆଁ ବନ ସୁରକ୍ଷା ସମିତିରେ ଅଣୁ ଯୋଜନା ପ୍ରସ୍ତୁତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।  ଏହି କାର୍ଯ୍ୟକ୍ରମରେ ଗ୍ରାମର  ସମସ୍ତ ପୁରୁଷ ଓ ମହିଳା ଭାଗ…

ବିଶିଷ୍ଟ କଣ୍ଠଶିଳ୍ପୀ ପୁଷ୍ପାବେଣୀ ପଟ୍ଟନାୟକଙ୍କ ବିୟୋଗରେ ଉତ୍କଳ ହିତୈଷିଣୀ ସମାଜ ଓ ଭକ୍ତି ସଙ୍ଗୀତ ସଂସଦ ପକ୍ଷରୁ…

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ଉତ୍କଳ ହିତୈଷିଣୀ ସମାଜ ପାରଳାଖେମୁଣ୍ଡି ଆନୁକୂଲ୍ୟରେ ବସନ୍ତବିହାର ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ବାସଗୃହ ପ୍ରାଙ୍ଗଣରେ କୋକିଳା କଣ୍ଠି ପୁଷ୍ପାବେଣୀ ପଟ୍ଟନାୟକଙ୍କ ବିୟୋଗରେ ଏକ ସ୍ମୃତି ଚାରଣ  ସଭା ଅନୁଷ୍ଠିତ ହୋଇସାରିଛି।   ସେ ଜଣେ…

ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା ବାର୍ତ୍ତା-୨୦୨୦ ଅଭିଯାନ ରଥର ଶୁଭାରମ୍ଭ 

http://www.youtube.com/watch?v=5qdNdv29oy4    ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ପରିସରରୁ ଜିଲ୍ଲା ସ୍ୱତନ୍ତ୍ର ପୋଷ୍ୟ ଗ୍ରହଣ କେନ୍ଦ୍ର-"ନିସାନ ଶାଲୋମ ଚିଲଡ୍ରେନ ହୋମ" ଏବଂ…

ୱେସ୍କୋ ଘରୋଇକରଣ କୁ ବିରୋଧ

ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ-  ୱେସ୍କୋର ଘରୋଇକରଣକୁ ବିରୋଧ କଲେ ପଶ୍ଚିମ ଓଡିଶା ଶ୍ରମିକ କର୍ମଚାରୀ ଇଂଜିନିୟରସ ଏକତା ମଞ୍ଚ । ୱେସ୍କୋରେ କାର୍ଯ୍ୟ କରୁଥିବା ସବୁ କର୍ମଚାରୀ ତଥା ଶ୍ରମିକ ସଂଘ କୁ ବିଶ୍ୱାସ କୁ ନ ନେଇ କି ଆଲୋଚନା ବି ନକରି ସରକାର ତରବରିଆ ଭାବରେ ୱେସ୍କୋ ଘରୋଇକରଣ  କରି…

ବେଆଇନ ଭାବେ ବଳପୂର୍ବକ ଭାଙ୍ଗିଦେଲେ ଘର 

ପୋଲିସ ଉପରେ ଭରଷା କରିପାରୁନାହାନ୍ତି ସୁଜାତା  ବାରିପଦା(ଦିଲ୍ଲୀପ ମହାନ୍ତି)- ବାରିପଦା ସହର ରଘୁନାଥପୁର ଅଂଚଳର ବରିଷ୍ଠ ନାଗରିକ  ସୁଜାତା ଦାସ ତାଙ୍କର ରଘୁନାଥପୁର ସ୍ଥିତ ପୈତୃକ ବାସଗୃହ ରେ ୨୦୦୦ ମସିହା ଠାରୁ ରହିଆସୁଥିବା ବେଳେ ଗତ ମାର୍ଚ୍ଚ ମାସରେ ଡେରାଡ଼ୁନରେ ରହୁଥିବା ପୁଅର ଦେହ…

କଥା ରଖିଲେ ମୁଖ୍ୟମନ୍ତ୍ରୀ : ଦିବଂଗତ ସାମ୍ବାଦିକ ପ୍ରବୀରଙ୍କ ପରିବାର ପାଇଁ ମଂଜୁର କଲେ ୧୫ ଲକ୍ଷ 

 ଭୁବନେଶ୍ୱର : କଥା ରଖିଲେ ମୁଖ୍ୟମନ୍ତ୍ରୀ | ପୂର୍ବ ଘୋଷଣା ଅନୁଯାୟୀ କରୋନାରେ ପ୍ରାଣ ହରାଇଥିବା ଯୁବ ସାମ୍ବାଦିକ ପ୍ରବୀର ପ୍ରଧାନଙ୍କ ପରିବାର ବର୍ଗଙ୍କୁ ଅନୁକମ୍ପାମୂଳକ ସହାୟତା ରାଶି ୧୫ ଲକ୍ଷ ଟଙ୍କା ପ୍ରଦାନ କରିବା ପାଇଁ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଗତକାଲି ମଂଜୁର କରିଛନ୍ତି |…