ସ୍କୁଲ ଖୋଲିବା ନେଇ ଶିକ୍ଷା ବିଭାଗର ବହକାଲିଆ ଆଚରଣକୁ ମୁଖ୍ୟମନ୍ତ୍ରୀଙ୍କ ନାପସନ୍ଦ

କୋଭିଡ ମୁକାବିଲା : ଟୀକାକରଣ ପାଇଁ  ରାଜ୍ୟର ପ୍ରସ୍ତୁତି ପ୍ରକ୍ରିୟା ଆଗୁଆ ସ୍ତରରେ ଜୀବିକା କାର୍ଯ୍ୟକ୍ରମ ଓ  ଅର୍ଥନୈତିକ ଆହ୍ବାନର ମୁକାବିଲା ଉପରେ ଜିଲ୍ଲାପାଳ ଓ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସହ ସମୀକ୍ଷା ନେବେ ମୁଖ୍ୟମନ୍ତ୍ରୀ   ଭୁବନେଶ୍ବର:  ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ…

ସଙ୍କଟ ସମୟ ପାଲଟିଲା ସର୍ଜ୍ଜନାର ଅବସର 

କରୋନା ସମୟରେ ଆପଦାକୁ ସୁଯୋଗରେ ପରିଣତ କଲେ ଶିକ୍ଷକ   ସ୍କୁଲ ଅଗଣା ଏବେ ମନୋରମ ଉଦ୍ୟାନ, ତିଆରିଲେ କୃତ୍ରିମ ଝରଣା-ଲଗାଇଲେ ଔଷଧିୟ ବୃକ୍ଷ । ଭୁବନେଶ୍ୱର / ବରଗଡ : କରୋନାର ମହାମାରୀ ସମୟରେ ସାରା ବିଶ୍ୱର ଜୀବନ ଜୀବିକା ସହିତ ବଞ୍ଚିବାର ଶୈଳୀ ମଧ୍ୟ ବଦଳି ଯାଇଛି। କରୋନା…

ମହାଜନ ଛଡାଇ ନେଲା ଜମି , ଭତ୍ତା କି ଘରଟିଏ ମଧ୍ୟ ଯୋଗାଇ ପାରିଲେନି କର୍ମଠ ବାବୁମାନେ

ମହାଜନ ବେଲରେ, ଆଉ ଦୁର୍ଦଶାରେ ଭିନ୍ନକ୍ଷମ ହରିସାହୁ ବରଗଡ :- ଆମେ କହୁଛୁ ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ କାଂଶଡା ଗ୍ରାମପଞ୍ଚାୟତ ନିଲାଥର ଗ୍ରାମର ଭିନ୍ନକ୍ଷମ ହରିସାହୁଙ୍କର କଥା । ହରି ସାହୁ ସମ୍ପୁର୍ଣ୍ଣ ଭାବରେ ଭିନ୍ନକ୍ଷମ ଅର୍ଥାତ ସେ କଥା କହି ପାରନ୍ତି ନାହିଁ କି ଶୁଣି ମଧ୍ୟ ପାରନ୍ତି…

ନୂଆ ସଂସଦ ଭବନର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

• ନୂତନ ସଂସଦ ଦେଶର ଆକାଂକ୍ଷାକୁ ପୂରଣ କରିବ: ପ୍ରଧାନମନ୍ତ୍ରୀ • ନୂଆ ସଂସଦ ଆତ୍ମନିର୍ଭର ଭାରତ ନିର୍ମାଣ ଦେଖିବ: ପ୍ରଧାନମନ୍ତ୍ରୀ • ଦେଶର ସ୍ୱାର୍ଥକୁ ସର୍ବାଗ୍ରେ ରଖିବା ପାଇଁ ଶପଥ ନେବାକୁ ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ନୂଆଦିଲ୍ଲୀ(ଶାସକ ପ୍ରଶାସକ) : ପ୍ରଧାନମନ୍ତ୍ରୀ…

ବୋର୍ଡ ପରୀକ୍ଷା ତାରିଖ ଚୂଡ଼ାନ୍ତ କରିବାକୁ ସଂପୃକ୍ତ ସମସ୍ତ ପକ୍ଷଙ୍କ ସହ ବିଚାର ଆଲୋଚନା ଚାଲିଛି

ଆଗାମୀ ପ୍ରତିଯୋଗିତାମୂଳକ ଓ ବୋର୍ଡ ପରୀକ୍ଷା ପୂର୍ବରୁ ଶିକ୍ଷକ, ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ସହ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ମତବିନିମୟ • ବିଦ୍ୟାର୍ଥୀମାନେ ନୂଆ ଶିକ୍ଷାନୀତି ୨୦୨୦ ର ବ୍ରାଣ୍ଡ ଆମ୍ବାସାଡର • ୨୦୨୧ ରୁ ବର୍ଷକୁ ୪ଥର ଜେଇଇ ମେନ୍‌ ପରୀକ୍ଷା କରିବା ପ୍ରସ୍ତାବକୁ ବିଚାର…

ନୂଆ ସଂସଦ ଭବନ ଭାରତୀୟଙ୍କ ମଧ୍ୟରେ ସାମ୍ବିଧାନିକ ମୂଲ୍ୟବୋଧର ଗୁଞ୍ଜରଣ ସୃଷ୍ଟି କରିବ – ଧର୍ମେନ୍ଦ୍ର ପ୍ରଧାନ

 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସଶକ୍ତ ଏବଂ ଆତ୍ମଭାରତ ନିର୍ମାଣର ସାକ୍ଷୀ ହେବ  ୧୩୦ କୋଟି ଭାରତୀୟଙ୍କ ଆକାଂକ୍ଷାକୁ ପୂରଣ କରିବ  ନୂଆ ସଂସଦ ଭବନ ନିର୍ମାଣର ଶୁଭାରମ୍ଭ ହେବା ଅବସରରେ ଶୁଭେଚ୍ଛା ଜଣାଇଲେ  ଭାରତର ଗଣତନ୍ତ୍ର ଇତିହାସରେ ଆଜିର ଦିନ ଚିରସ୍ମରଣୀୟ ହୋଇ…

୮୭ ବର୍ଷରେ ମଧ୍ୟ କର୍ମଠ ବୁଢାସଙ୍ଖାରି 

ଭଞ୍ଜନଗର ( ନିଲୁ ବିଷୋୟୀଙ୍କ  ସ୍ୱତନ୍ତ୍ର ରିପୋର୍ଟ ) - ବୟସ ୮୭ ଟପିଲାଣି ହେଲେ ଥକି ନାହାନ୍ତି ଉଦୟନାଥ। ଆଜି ମଧ୍ୟ ବି କର୍ମଠ । ପ୍ରତିଦିନ ସକାଳୁ ସାଇକେଲରେ ଆଖପାଖ ଗାଁକୁ ଚୁଡ଼ି ଓ ଶଂଖା ବିକିବାକୁ ନଗଲେ ତାଙ୍କ  ଦିନ ଭଲରେ କଟେନାହିଁ। ଘରେ  ଦୁଇ ଦୁଇଟି ପୁଅ ସମସ୍ତେ ରୋଜଗାରିଆ। ଘରେ…

ସାନକୋଦଣ୍ଡାରେ ବାଇକ ପୋଡି ଜଣେ ଅଟକ 

ଭଞ୍ଜନଗର ( ନିଲୁ ବିଷୋୟୀ ) -  ସାନକୋଦଣ୍ଡା ଗ୍ରାମରେ ପୁରୁଣା ବାକି ଟଙ୍କା ନ ଫେରାଇବାରୁ ରାଗରେ ବାଇକ ପୋଡି ଦେବା ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସାନକୋଦଣ୍ଡା ଗ୍ରାମର ରାଜେଶ କୁମାର ବେହେରାଙ୍କ ଅଭିଯୋଗ ଅନୁଯାୟୀ,କିଛି ବର୍ଷ ତଳେ ସେହି ଗ୍ରାମର ରବିନ୍ଦ୍ର କୁମାର ନାୟକ…

ବୁର୍ଲାରେ ବିଶ୍ଵ ମାନବଧିକାର ଦିବସ ପାଳିତ।

ସମ୍ବଲପୁର,(ରମାକାନ୍ତ ବିଶ୍ବାଳ) -ବିଶ୍ଵ ମାନବାଧିକାର ଦିବସ ଉପଲକ୍ଷେ ଭାରତ ମାନବ ସମନ୍ୱିତ ମିଶନ ସୋସାଇଟି  ବୁର୍ଲା ପକ୍ଷରୁ  ସ୍ଥାନୀୟ ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀ ପରିସରରେ ପାଳନ କରାଯାଇଥିଲା। ପ୍ରତିମୂର୍ତ୍ତି ସମ୍ମୁଖରେ ଦ୍ଵୀପ ପ୍ରଜ୍ବଳନ ଓ ପୁଷ୍ପ ମାଲ୍ୟ ଅର୍ପଣ ପରେ…

ଵଡାମତଳିଆ ହାତୀବାରୀ ଜଙ୍ଗଲ ନିକଟରେ ଓଲଟିଲା ବସ ; ୧୦ ଗୁରୁତର,୨୫ରୁ ଉର୍ଦ୍ଧ୍ବ  ଆହତ

ବାରିପଦା(ଦିଲ୍ଲୀପ ମହାନ୍ତି )--ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତରାଇରଙ୍ଗପୁର- ବିଶୋଇ ରାସ୍ତା ବଡ଼ଝରଣ  ହାତୀବାରୀ ଜଙ୍ଗଲ ସନ୍ନିକଟ ରେ ଭାରସାମ୍ୟ ହରାଇ ରାଇରଙ୍ଗପୁର-ଉଦଳା ଯାଉଥିବା  ଓଡି୧୧ଏ୦୦୭୮ ନମ୍ବର ବିଶିଷ୍ଟ ଆପ୍ପୁ ଯାତ୍ରୀବାହୀ ବାସ ରାସ୍ତାକଡକୁ ଓଲଟି…