ଦୁବାଇରେ ଓଡ଼ିଆ ଯୁବକ ନିଖୋଜ; ଉଦ୍ଧାର ପାଇଁ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମ

ଭୁବନେଶ୍ୱର, ୦୪/୦୨- ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ଦୁବାଇରେ ନିଖୋଜ ଥିବା ଓଡିଆ ଯୁବକ ଅନନ୍ତ କୁମାର ସାହୁଙ୍କୁ ଉଦ୍ଧାର କରି ଓଡ଼ିଶା ଫେରାଇ ଆଣିବା ପାଇଁ ଦୁବାଇରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ହସ୍ତକ୍ଷେପ ଲୋଡିଛନ୍ତି।…

ଗୋବିନ୍ଦପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଦ୍ଵାରା ଆର୍ଦ୍ରଭୂମି ସଂରକ୍ଷଣ ପାଇଁ ସଚେତନତା କାର୍ଯ୍ୟକ୍ରମ

କେନ୍ଦୁଝର,ତା୪/୨- କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୋବିନ୍ଦପୁର ତରଫରୁ ପରିବେଶ , ବନ ଓ ଜଳବାୟୁ ପରିବର୍ତ୍ତନ ବିଭାଗ, ଓଡ଼ିଶାଙ୍କ ସହଯୋଗରେ ଆର୍ଦ୍ରଭୂମି ସଂରକ୍ଷଣ ପାଇଁ ସଚେତନତା କାର୍ଯ୍ୟକ୍ରମ ଓ ଗୋବିନ୍ଦପୁର ପୁଷ୍କରିଣୀ ପରିଷ୍କାର ଓ ଚାରାଗଛ ରୋପଣ…

ରେଳ ଧାରଣାରୁ ଜଣେ ଯୁବକ ର ଶବ ଉଦ୍ଧାର

 ( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ଛତ୍ରପୁର ଥାନା ଅନ୍ତର୍ଗତ କଣମଣା ଗ୍ରାମ ନିକଟସ୍ଥ ରେଳ ଧାରଣାରୁ ଜଣେ ଯୁବକ ର ମୃତ୍ୟୁ ଘଟିଥିବା ଜଣାପଡିଛି ଓ ରେଳବାଇ ପୋଲିସ୍ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ମୃତ ବ୍ୟକ୍ତିଙ୍କ ପକେଟ୍ ରୁ ଆଧାର କାର୍ଡ ଓ ମୋବାଇଲ ଫୋନ ଜବତ କରି…

ଭଞ୍ଜବିହାର ରେ ଅଧ୍ୟୟନ ରତ ଛାତ୍ର ର ଆତ୍ମହତ୍ୟା

 ( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ଚମାଖଣ୍ଡି ଥାନା ଅର୍ନ୍ତଗତ ଉପଲାପୁଟି ଗ୍ରାମ ର ରାଜେଶ କୁମାର ବେହେରା ନାମକ ଜଣେ ଛାତ୍ର ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ପରିବାର ଲୋକଙ୍କଠାରୁ ଖବର ପାଇ ଚମାଖଣ୍ଡି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ…

ସୁସ୍ଥ ସମାଜ ଗଢ଼ିବା , ସୁନ୍ଦର ପରିବାର ଗଢ଼ିବା , କର୍କଟ ରୋଗ ଠାରୁ ଦୂରେଇ ରହିବା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପ୍ରଗତି ମହିଳା ସଂଗଠନ ଏବଂ ଜଗନ୍ନାଥ କମିଟି ମିଳିତ ଆନୁକୁଲ୍ୟରେ ସଚେତନ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି। ପ୍ରଗତି ମହିଳା ସଂଗଠନ ର ଉପସଭାପତି ଲୋକନାଥ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ସଚେତନା କାର୍ଯ୍ୟକ୍ରମ ଜଗନ୍ନାଥ ମନ୍ଦିର ଠାରୁ ବାହାରି ରାଜନଗର…

ଅଚିହ୍ନା ଯୁବକ ର ଝୁଲନ୍ତା ଶବ ଉଦ୍ଧାର

 ( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ଛତ୍ରପୁର ଥାନା ଅନ୍ତର୍ଗତ ବାଲିବଗଡ କେନାଲ ରାସ୍ତାରେ ଗୋଟିଏ ଗଛରେ ଝୁଲୁଥିବା ଅବସ୍ଥାରେ ଜଣେ ଯୁବକ ର ଶବ କୁ ପୋଲିସ ଉଦ୍ଧାର କରିଛନ୍ତି ଓ ଶବ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇ ତଦନ୍ତ ଆରମ୍ଭ କରିଛନ୍ତି। ଉଦ୍ଧାର ହୋଇଥିବା ଶବ କିଛି ଦିନ…

ଶ୍ଵେତ ଗଙ୍ଗାରେ ପିତୃ ପୁରୁଷଙ୍କୁ ଶ୍ରାଦ୍ଧ ପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ପୁରୀ, ୪/୨ (ଅନିମେଶ ପଟ୍ଟନାୟକ): ଏକ ଆଧ୍ୟାତ୍ମିକ ଭାବରେ ପରିପୂର୍ଣ୍ଣ ପରିବେଶରେ, ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ସକାଳେ ପୁରୀର ପବିତ୍ର ଶ୍ୱେତ ଗଙ୍ଗା ତୀର୍ଥ ପୁଷ୍କରଣୀରେ ପୂର୍ବ ପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ରୀତି କରିଥିଲେ ।‌ ପରେ ସେ…

ଆର ଭାଲିଆ ସାହି ସରକାରୀ ଆଶ୍ରମ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଲକ ସୁବଲଡା ଗ୍ରାମପଞ୍ଚାୟତ ସ୍ଥିତ ରା.ଭାଲିଆସାହି ସରକାରୀ ଆଶ୍ରମ ବିଦ୍ୟାଳୟର ବାର୍ଷିକ ଉତ୍ସବ ୨୦୨୫-୨୦୨୬ ମହାସମାରହରେ ପାଳିତ ହୋଇଯାଇଛି । ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ଶବରଙ୍କ ସଭାପତିତ୍ବ ରେ…

ଦୀପ ତଳ ଅନ୍ଧାର : ଦୁଃଖରେ ଦିନ କାଟୁଛନ୍ତି କୁବେର ପୁରୀର ଅସହାୟ ନିରୀହ ମଣିଷମାନେ

 କେନ୍ଦୁଝର : ବାଂଶପାଳ ବ୍ଳକ୍ ର କୋଡିପଶା ପଞ୍ଚାୟତ। ତା'ରି ଭିତରେ ପାହାଡ ତଳେ , ବଣ ଜଙ୍ଗଲ ମଧ୍ୟରେ ଏକ ଛୋଟ ଗାଁ - ଘୁଙ୍ଗି। ଆଦିମ ଜନଜାତି ଜୁଆଙ୍ଗ ଲୋକଙ୍କ ବସତି। ମୋଟ ପରିବାର ସଂଖ୍ୟା ଛତିଶ ହେବ। ଏଇଠୁ ଆସିଛନ୍ତି ମୋହନ ମାଝୀ, ଲୋକଙ୍କ ମୁଖ୍ୟମନ୍ତ୍ରୀ। ଏଇମାନଙ୍କ ବିଧାୟକ। ଏଠି ସମସ୍ତେ…

୪୪ତମ ଓଡ଼ିଶା ରାଜ୍ୟ ଜିମ୍ନାଷ୍ଟିକ୍ସ ଚାମ୍ପିଅନସିପରେ ଓଡ଼ିଶା ଏଏମ୍/ଏନଏସ୍ ଇଣ୍ଡିଆ ଜିମ୍ନାଷ୍ଟିକ୍ସ ହାଇ ପରଫର୍ମାନ୍ସ…

~ବିଭିନ୍ନ ପ୍ରତିଯୋଗିତାରେ ୩୫ ସ୍ୱର୍ଣ୍ଣ, ୩୪ ରୌପ୍ୟ ଏବଂ ୩୩ ବ୍ରୋଞ୍ଜ ପଦକ ହାସଲ ~ ଭୁବନେଶ୍ୱର, ଫେବୃଆରୀ ୦୩, ୨୦୨୬: ପୁରୀରେ ଅନୁଷ୍ଠିତ ୪୪ତମ ଓଡ଼ିଶା ରାଜ୍ୟ ଜିମ୍ନାଷ୍ଟିକ୍ସ ଚାମ୍ପିଅନସିପରେ ଓଡ଼ିଶା ଏଏମ୍/ଏନ୍ଏସ୍ ଇଣ୍ଡିଆ ଜିମ୍ନାଷ୍ଟିକ୍ସ ହାଇ ପରଫର୍ମାନ୍ସ ସେଣ୍ଟର (ଏଚପିସି) ସହିତ…