Sign in
Sign in
Recover your password.
A password will be e-mailed to you.
ବାଉଁଶର ଅଦ୍ଭୁତ ଜୀବନଚକ୍ର: ପ୍ରକୃତି, ପରମ୍ପରା ଓ ଲୋକବିଶ୍ୱାସର ଅଲୌକିକ ମିଳନ
ଓଡ଼ଗାଁ,୯।୪(ଶ୍ରୀକାନ୍ତ କୁମାର ମିଶ୍ର): ପ୍ରକୃତିର ସମୟଭିତ୍ତିକ ପରିବର୍ତ୍ତନ ଅଥବା ସାମାଜିକ ବିଚାରଧାରାରରେ ପରିବର୍ତ୍ତନକୁ ନେଇ ସମାଜରେ ଅନେକ ଲୋକାଚାର ରହିଛି । ଯାହାକି ଆଧୁନିକ ବିଜ୍ଞାନ ଯୁଗରେ ଗ୍ରହଣୀୟ ହୋଇନଥିଲେ ମଧ୍ୟ ବାସ୍ତବ କ୍ଷେତ୍ରରେ ଏଭଳି ଅନେକ ଘଟଣା ଦେଖିବାକୁ ମିଳିଥାଏ ।…
ଓଡ଼ିଆ ପକ୍ଷ ଅବସରରେ ରକ୍ତଦାନ ଶିବିର ଆୟୋଜିତ: ସାମିଲ ହେଲେ ବିଭିନ୍ନ ଶିକ୍ଷାନୁଷ୍ଠାନ।
କେନ୍ଦୁଝର,୦୮।୦୪: ଓଡ଼ିଆ ପକ୍ଷ ପାଳନର ଅଷ୍ଟମ ଦିବସ ଅବସରରେ ବୁଧବାର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ରେଡକ୍ରସ ସଂସ୍ଥାର ମିଳିତ ଆନୁକୂଲ୍ୟରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଏହି ରକ୍ତଦାନ ଅଭିଯାନରେ ଜିଲ୍ଲାର ବିଭିନ୍ନ ପ୍ରତିଷ୍ଠିତ…
ଅଟେଇ ସଂରକ୍ଷିତ ଜଙ୍ଗଲରୁ ଉଦ୍ଧାର ନର କଙ୍କାଳର ପରିଚୟ ମିଳିଲା ନାହିଁ, ପୋଲିସ କଲା ଶବସତ୍କାର।
କେନ୍ଦୁଝର,ତା୮/୪-ଘଟଗାଁ ବନାଞ୍ଚଳ ଅନ୍ତର୍ଗତ ଅଟେଇ ସଂରକ୍ଷିତ ଜଙ୍ଗଲରୁ ତିନିଦିନ ତଳେ ଜଣେ ମୃତ ବ୍ୟକ୍ତିର ନର କଙ୍କାଳକୁ ଘଟଗାଁ ପୋଲିସ ଉଦ୍ଧାର କରିଥିଲା। ଉକ୍ତ କଙ୍କାଳକୁ କେନ୍ଦୁଝର ଶବଦାହ ଗୃହରେ ରଖାଯାଇଥିଲା। ଏ ସଂକ୍ରାନ୍ତରେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ତେବେ ଆଜକୁ…
ବରିଷ୍ଠ କଂଗ୍ରେସ ନେତାଙ୍କ ଦେହାନ୍ତ।
କେନ୍ଦୁଝର,ତା୮/୪- ଘଟଗାଁ ବ୍ଲକ ଅନ୍ତର୍ଗତ ନୁଶୁରିପସି ଗ୍ରାମର ବରିଷ୍ଠ କଂଗ୍ରେସ ନେତା ରବିନ୍ଦ୍ର କୁମାର ବେହେରା ( ୮୦)ଙ୍କ ଆଜି ତାଙ୍କ ବାସଭବନରେ ପରଲୋକ ହୋଇଯାଇଛି। ସେ କଂଗ୍ରେସ ଦଳରେ ରହିବା ସହିତ ସାନ୍ତରାପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ଥିଲେ। ବୟସର ଅପରାହ୍ନରେ ଥିଲେ ବି ସେ ସୁସ୍ଥ…
ଐତିହାସିକ ଭଞ୍ଜନଗର ଠାକୁରାଣୀ ଯାତ୍ରାର ଦ୍ଵିତୀୟ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ରେ ଗଞ୍ଜାମ ଜିଲ୍ଲାପାଳ ଯୋଗଦାନ
ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ : ବିଧାୟକ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ମା’ ଠାକୁରାଣୀ ଙ୍କ ଯାତ୍ରା-୨୦୨୬, ଦ୍ଵିତୀୟ ପ୍ରସ୍ତୁତି ବୈଠକ ଆଜି ଉପଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷ ଠାରେ ସଫଳତାର ସହିତ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଜିଲ୍ଲାପାଳ…
ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟରେ ଓଡ଼ିଆ ପକ୍ଷ- ୨୦୨୬ ପାଳିତ
ବେଲଗୁଣ୍ଠା, ୦୮/୦୪-(ଶିବରାମ ଚୌଧୁରୀ ), ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ କ୍ଷତ୍ରିୟବରପୁର ସ୍ଥିତ ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ଓଡ଼ିଆ ପକ୍ଷ- ୨୦୨୬ ପାଳିତ ହୋଇଯାଇଛି I ଅନୁଷ୍ଠାନ ଅଧ୍ୟକ୍ଷ ଡ ଗିରିଧର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ…
ବେଲଗୁଣ୍ଠା ଅଞ୍ଚଳରେ ଗଞ୍ଜାମ ପ୍ରସିଦ୍ଧ ଗାଲେରୀ ଦଣ୍ଡ ; ସହସ୍ରାଧିକ ଶ୍ରଦ୍ଧାଳୁଙ୍କ ଭିଡ଼
ବେଲଗୁଣ୍ଠା, ୦୮/୦୪-(ଶିବରାମ ଚୌଧୁରୀ )-, ଆଜି ବେଲଗୁଣ୍ଠା ନିକଟସ୍ଥ କେବିରି ବ୍ରହ୍ମପୁର ଗ୍ରାମରେ ଗଞ୍ଜାମ ପ୍ରସିଦ୍ଧ ଗାଲେରୀ ଦଣ୍ଡ ଅନୁଷ୍ଠିତ ହୋଇଯାଇଛି I ଗାଲେରୀ ଦଣ୍ଡକୁ ଗଞ୍ଜାମରେ ସର୍ବପୁରାତନ ଏବଂ ପ୍ରତ୍ୟେକ୍ଷ ଦଣ୍ଡର ମାନ୍ୟତା ଦିଆଯାଇଥିବା ବେଳେ ଆଜି ମାଆଙ୍କ ଆଗମନରେ ଅଞ୍ଚଳରେ…
କଳାହାଣ୍ଡିର ୪୧ଟି ଗାଁ ର ୮୦୦ରୁ ଅଧିକ ଏକର ଜମିରେ ଜଳସେଚନ ସୁନିଶ୍ଚିତ କରିଛି ବେଦାନ୍ତ
ଭୁବନେଶ୍ଵର, 08/04/2026: ଭାରତର ସର୍ବବୃହତ୍ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ୍ ଓଡ଼ିଶାର କଳାହାଣ୍ଡି ଜିଲ୍ଲାରେ କୃଷି ଜୀବିକା ଓ ଜଳ ନିରାପତ୍ତାକୁ ସୁନିଶ୍ଚିତ କରିଛି। କମ୍ପାନି ନିଜର ପ୍ରକଳ୍ପ ସଙ୍ଗମ ମାଧ୍ୟମରେ ୪୧ଟି ଗାଁରେ ପ୍ରାୟ ୮୦୦ ଏକର କୃଷିଜମିରେ ଜଳସେଚନ ସୁବିଧା…
ମାଲକାନଗିରିରେ କ୍ରୀଡ଼ା ଭିତ୍ତିଭୂମିର ସମୀକ୍ଷା କଲେ ଜିଲ୍ଲାପାଳ
ସିଏମ ଟ୍ରଫି ପାଇଁ ପ୍ରସ୍ତୁତି ଜୋରଦାର
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ମାଲକାନଗିରି ଜିଲ୍ଲାର କ୍ରୀଡ଼ା ଭିତ୍ତିଭୂମିକୁ ସୁଦୃଢ଼ କରିବା ଏବଂ ଯୁବ ପ୍ରତିଭାଙ୍କୁ ଲୋକଲୋଚନକୁ ଆଣିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ…
ସୋଆ ଆଇଏଏସ୍ ର ୨-ଦିନିଆ ବାର୍ଷିିକ ଉତ୍ସବ ‘ଅର୍ଣ୍ଣ-୨୦୨୬’ ଉତ୍ସବର ଶୁଭାରମ୍ଭ
ଭୁବନେଶ୍ୱର, ଏପ୍ରିଲ ୮ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ କୃଷି ବିଜ୍ଞାନ ମହାବିଦ୍ୟାଳୟ, ଇନଷ୍ଟିଟ୍ୟୁଟ ଅଫ୍ ଏଗ୍ରିକଲ୍ଚରାଲ୍ ସାଇନ୍ସେସ୍ (ଆଇଏଏସ୍)ରେ ବୁଧବାର ଦୁଇ ଦିନିଆ ବାର୍ଷିକ ଉତ୍ସବ ‘ଅର୍ଣ୍ଣ-୨୦୨୬’ ଆରମ୍ଭ ହୋଇଛି ।ଏହି ବାର୍ଷିକ ଉତ୍ସବରେ ଓଡ଼ିଶା କୃଷି ଓ ବୈଷୟିକ…