Sign in
Sign in
Recover your password.
A password will be e-mailed to you.
ବିଶ୍ଵ ସ୍ଵାସ୍ଥ୍ୟ ଦିବସ ପାଳନ ଅବସରରେ ଆଇ.ଏସ.ଆର.ଡି. ଓ ଜନସ୍ୱାସ୍ଥ୍ୟ ଅଭିଯାନ ଭାରତ ପକ୍ଷରୁ ପାରଳାଖେମୁଣ୍ଡି ରେଳ…
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳନ ଅବସରରେ “ସୁସ୍ଥ କାର୍ଯ୍ୟସ୍ଥଳ ଓ ପରିବେଶ ପାଇଁ ମନୋଭାବ ଓ କାର୍ଯ୍ୟଶୈଳୀର ପରିବର୍ତ୍ତନ ଆରମ୍ଭ” ବାଣୀକୁ ଆଧାର କରି ଆଇ.ଏସ.ଆର.ଡି. ଓ ଜନ ସ୍ୱାସ୍ଥ୍ୟ ଅଭିଯାନ ଭାରତର ମିଳିତ ସହଯୋଗରେ ପାରଳାଖେମୁଣ୍ଡି ରେଳୱେ…
ସି.ୟୁ.ଟି.ଏମ. ରେ ଜୀବନ ରକ୍ଷାକାରୀ କୌଶଳ ଉପରେ ଗୁରୁତ୍ୱ ଦେଇ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହର ଉପକଣ୍ଠରେ ଥିବା ସେଞ୍ଚୁରିଆନ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ୍ ମ୍ୟାନେଜମେଣ୍ଟ (ସି.ୟୁ.ଟି.ଏମ) ର ନର୍ସିଂ ସ୍କୁଲ , ହେଲ୍ଥ କ୍ଲବ୍ ସି.ଏ.ଏସ.ଆର ସହିତ ମିଳିତ ଭାବରେ , ମୌଳିକ ଜୀବନ ସହାୟତା…
ବାରିପଟ କବାଟ ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ
ନୟାଗଡ଼(ବିଶ୍ୱଜିତ ନାୟକ):- ନୟାଗଡ଼ ସଦରଥାନା ଅନ୍ତର୍ଗତ ଖଣ୍ଡୁଗାଁ ଗ୍ରାମରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଚୋରୀ ହୋଇଛି। ଉକ୍ତ ଗ୍ରାମର ସ୍ବର୍ଗତ ଶିକ୍ଷକ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ଘରୁ ଚୋରି ହୋଇଛି। ରବିବାର ରାତିରେ ଚୋରି ହୋଇଥିବା ଅନୁମାନ କରାଯାଉଛି। ଗତ କିଛି ଦିନ ହେବ…
ଗୋରକ୍ଷା ପରିବାର କୁ ସହଯୋଗର ହାତ ବଢାଇଲେ ସମାଜସେବୀ ସୁମନ ଦାସ।
ନୀଳଗିରି, ୦୭/୦୪ : ଗୋରକ୍ଷା କରିବାକୁ ଯାଇ ନିଜ ଜୀବନ କୁ ଉତ୍ସର୍ଗ କରିଥିବା ବାଲେଶ୍ବର ଜିଲ୍ଲା କସବା ଜୟପୁର ପଞ୍ଚାୟତ ଅଳସୁଆଁ ଗ୍ରାମର ଗୋରକ୍ଷକ ସାନଭାଇ କୃପାସିନ୍ଧୁ ବେହେରା ଏବଂ ଏଥିସହିତ ଏହି ଘଟଣାରେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଥିବା ଅନ୍ୟତମ ଗୋରକ୍ଷକ ଭାଇ ଲମ୍ବୁ ମହାପାତ୍ର,…
ଗୁଣାତ୍ମକ ଶିକ୍ଷା ପ୍ରାପ୍ତି ହିଁ ଏକମାତ୍ର ଲକ୍ଷ୍ୟ
ବିଜେପୁରରେ ଶିକ୍ଷା ସଚେତନତା ରଥକୁ ସମ୍ବର୍ଦ୍ଧନା
ବରଗଡ଼ ଜିଲ୍ଲା ବିଜେପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ସପ୍ତାହ ବ୍ୟାପୀ ବ୍ଲକକୁ ପରିକ୍ରମା କରୁଥିବା ଶିକ୍ଷା ସଚେତନତା ରଥକୁ ମଙ୍ଗଳବାର ବିଜେପୁର ଓ ଜାରିଂ କ୍ଲଷ୍ଟର ପକ୍ଷରୁ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ପାଞ୍ଚ…
ମାଲକାନଗିରି ଜିଲ୍ଲାରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ସମୀକ୍ଷା
କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ଜିଲ୍ଲାର ବିକାଶ ପ୍ରକ୍ରିୟାକୁ ଅଧିକ ଗତିଶୀଳ କରିବା ପାଇଁ ଆଜି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ…
ଚାନ୍ଦୋଳ ବଜାରରେ ଗ୍ୟାସ କଳାବଜାରୀ ଉପରେ ଛାପା, ୩୯ଟି ସିଲିଣ୍ଡର୍ ଜବତ ।
କେନ୍ଦ୍ରାପଡା:୦୭/୦୪/୨୬(ପ୍ରଫୁଲ୍ଲ କୁମାର ମଲ୍ଲ) କେନ୍ଦ୍ରାପଡ଼ା ଜିଲ୍ଲାର ଡେରାବିଶ ବ୍ଲକ ଅଧୀନ ଚାନ୍ଦୋଳ ବଜାରରେ ଗ୍ୟାସ କଳାବଜାରୀକୁ ନେଇ ସିଭିଲ ସପ୍ଲାଏ ବିଭାଗ ପକ୍ଷରୁ ବଡ଼ ଧରଣର ଛାପାମାରି କାର୍ଯ୍ୟ ଚାଲିଛି। ବିଶେଷ ସୂତ୍ରରୁ ମିଳିଥିବା ଖବର ଆଧାରରେ ଏହି ଚଢ଼ାଉ କରାଯାଇଥିବା ବେଳେ,…
ଓଡ଼ିଆ ପକ୍ଷ ପାଳନ ଅବସରରେ ଜିଲ୍ଲାସ୍ତରୀୟ “ଶିଶୁ କଥା ଦିବସ ଓ ବର୍ଣ୍ଣବୋଧ ଉତ୍ସବ” କାର୍ଯ୍ୟକ୍ରମ
https://youtu.be/9bVGGVGdBHs
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡ଼ିଆ ପକ୍ଷ -୨୦୨୬ ପାଳନର ଆଜି (ମଙ୍ଗଳ ବାର) ସପ୍ତମ ଦିନ ଅବସରରେ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗାନ୍ଧୀ ସ୍ମୃତି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାଲ-ବାଟିକା କକ୍ଷ ଠାରେ ଜିଲ୍ଲା…
ସ୍ତ୍ରୀକୁ ହତ୍ୟାକରୀ ସ୍ୱାମୀର ଆତ୍ମହତ୍ୟା
ବେଲଗୁଣ୍ଠା, -୦୭/୦୪-(ଶିବରାମ ଚୌଧୁରୀ )-,ବେଲଗୁଣ୍ଠା ବ୍ଲକ ତନରଡ଼ା ପଞ୍ଚାୟତ ଅନ୍ତର୍ଗତ ସରନୁଆଁପଲ୍ଲୀ ଠାରେ ପ୍ରେମ ବିବାହର କରୁଣ ପରିଣତି ଭଳି ଏକ ଅଭବନୀୟ ଘଟଣା ଦେଖିବାକୁ ମିଳିଛି। ଗତ ସୋମବାର ବିଳମ୍ବିତ ରାତିରେ ଘରୋଇ କଳହରୁ ପ୍ରଥମେ ସ୍ତ୍ରୀକୁ ହତ୍ୟା କରି ସ୍ୱାମୀ ନିଜେ ଦଉଡି ଦେଇ…
ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଇଣ୍ଡିଆନ ଷ୍ଟିଲ ଆସୋସିଏସନ ପ୍ରତିନିଧିମଣ୍ଡଳୀ
ଓଡ଼ିଶାରେ ପ୍ରତିଷ୍ଠିତ ଇସ୍ପାତ ଶିଳ୍ପ ପାଇଁ ପ୍ରାଥମିକତା ଭିତ୍ତିରେ ଲୁହାପଥର ଖଣି ଆବଣ୍ଟନ ପାଇଁ ଅନୁରୋଧ
· କଞ୍ଚାମାଲ ଯୋଗାଣ ସୁନିଶ୍ଚିତ କରିବା ପାଇଁ ଲୌହ ଖଣିଜ ଉତ୍ପାଦନ ବୃଦ୍ଧି ପାଇଁ ଅନୁରୋଧ
· ଭିତ୍ତିଭୂମି ବିକାଶ ପାଇଁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଲେ
·…