ନୃସିଂହନାଥ ମନ୍ଦିରର ପାରିପାର୍ଶ୍ବିକ ସୌନ୍ଦର୍ଯ୍ୟ ପାଇଁ ଖୁବଶୀଘ୍ର କାର୍ଯ୍ୟ ଆରମ୍ଭ କରାଯିବ

ନୃସିଂହନାଥ ଗସ୍ତରେ ପର୍ଯ୍ୟଟନ ନିର୍ଦ୍ଦେଶକ ଓ ଓଟିଡିସି ଅଧ୍ୟକ୍ଷା ବରଗଡ :- ବିଶ୍ୱପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ପର୍ବତର ପାଦଦେଶରେ , ପ୍ରାକୃତିକ ସୌନ୍ଦର୍ଯ୍ୟ ରେ ଭରପୁର ପରିବେଶରେ ଶ୍ରୀ ଶ୍ରୀ  ନୃସିଂହନାଥ ମହାପ୍ରଭୁ ଙ୍କର ମନ୍ଦିର ଅବସ୍ଥିତି । ସ୍ୱାଧୀନତା ପରଠାରୁ ଏହି ପ୍ରସିଦ୍ଧ ପୀଠର…

ଭେଜିପୁଟ ରେ ଅଗ୍ନିକାଣ୍ଡ ଘଟି ୨ବଖରା ଘର ପୋଡି ପାଉଁଶ 

ଭଞ୍ଜନଗର ( ନିଲୁ ବିଷୋୟୀ ) ଭଞ୍ଜନଗର   ସ୍ଥିତ ସ୍ଥାନୀୟ ଭେଜିପୁଟ କାବେରା ସାହିରେ ଅଗ୍ନିକାଣ୍ଡ ଘଟି ୨ବଖରା ଘର ପୋଡ଼ି ହୋଇଯିବା ସହ ସମସ୍ତ ଜିନିଷ ପତ୍ର ପୋଡି ହୋଇଯାଇଛି। ମିଳିଥିବା ସୂଚନା ମୁତାବକ ଆଜି ଦିନ ମଧ୍ୟାହ୍ନ ସମୟରେ ରବି ନାୟକ ଓ ତାଙ୍କ ମାଆ ମାତିଆଣି ନାୟକ ସ୍ଥାନୀୟ ବାଇପାସ୍…

ଲାଲବାହିନୀ ରାଗରେ ପାଚି ଲାଲ : ନୀରବତା ଭାଙ୍ଗି ତାଣ୍ଡବ ରଚିଲେ ମାଓବାଦୀ ।

 ଠିକାଦାରଙ୍କୁ ମାରିଲେ,  ମେସିନ ଜାଳିଲେ । ମାଲକାନଗିରି :  (ବି ଶ୍ରୀନିବାସ ପାତ୍ର) : ଦୀର୍ଘ ଦିନର ନୀରବତା ପରେ ମାଲକାନଗିରି ଜିଲାରେ ପୁଣି ମାଓବାଦୀ ନିଜର ଉପସ୍ଥିତି ଜାହିର କରିଛନ୍ତି। ଠିକାଦାରଙ୍କୁ ହତ୍ୟା କରି ରାସ୍ତା କାର୍ଯ୍ୟରେ ଲାଗିଥିବା ମେସିନ ଓ ଗାଡି ଜାଳି ଦେଇଛନ୍ତି।…

ପାଠକଙ୍କ ପାଠ ହେଇପାରେ ଶେଷ 

ବାଧ୍ୟତାମୂଳକ ଅବସର ଦେବାକୁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ସୁପାରିଶ ଭୁବନେଶ୍ୱର : ଦୁର୍ନୀତିଗ୍ରସ୍ତ ଆଇଏଫଏସ ଅଫିସର ଅଭୟକାନ୍ତ ପାଠକଙ୍କ ସରକାରୀ ଚାକିରୀ ପାଠ ଶେଷ ହୋଇପାରେ | ଦୁର୍ନୀତିରେ ଛନ୍ଦି ହୋଇପଡିଥିବା ଅଭୟକାନ୍ତଙ୍କୁ ବାଧ୍ୟତାମୂଳକ ଅବସର ଦେବାକୁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ…

ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ

ଭୁବନେଶ୍ୱର(ଶାସକ ପ୍ରଶାସକ) :ଆଜି ଲୋକସେବା ଭବନଠାରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଦ୍ୱାରା ବିଭିନ୍ନ କଲ୍ୟାଣମୂଳକ ପ୍ରକଳ୍ପର ଶୁଭାରମ୍ଭ କରାଯାଇଛିା ଏହି କାର୍ଯ୍ୟକ୍ରମରେ ଉନ୍ନୟନ କମିଶନର ତଥା ଅତିରିକ୍ତ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ଅନୁସୂଚିତ ଜାତି…

ନୃସିଂହନାଥ ମନ୍ଦିର ପରିସରରେ ଉଦଘାଟିତ ହେଲା ଓଟିଡିସିର ଚାରିଗୋଟି କଟେଜ

ବରଗଡ :- ବରଗଡ ଜିଲ୍ଲା ପାଇକମାଲ ରେ ଅବସ୍ଥିତି ପଶ୍ଚିମ ଓଡିଶାର ପ୍ରସିଦ୍ଧ ତୀର୍ଥ କ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ଙ୍କର ମନ୍ଦିର ନିକଟରେ ଆଜି ଓଡିଶା ସରକାରଙ୍କ ଦ୍ୱାରା ପ୍ରାୟ ନବେ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ଚାରିଗୋଟି ଅତ୍ୟାଧୁନିକ କଟେଜ ର ଶୁଭ ଉଦ୍ଘାଟନ…

ଚାଣ୍ଟିପାଲି ଧାନ ମଣ୍ଡିରେ ଅବ୍ୟବସ୍ଥାର ଶିକାର ହେଉଛନ୍ତି ଚାଷୀ, ଚାଲିଛି ବ୍ୟବସାୟୀଙ୍କ ରାଜୁତି ।

ପଦ୍ମପୁର- ଚାଷୀ ଦୀର୍ଘ ଛଅ ମାସ ଧରି ଖରା,ବର୍ଷା, ଶୀତ ସବୁ ସହି ବହୁ ପରିଶ୍ରମ କରି ଧାନ ଚାଷ କରିଥାଏ । ଅମଲ ଧାନକୁ ସଠିକ ମୂଲରେ ବିକ୍ରି କରିବା ପାଇଁ ସରକାର ମଣ୍ଡି ଯୋଗେ ଧାନ କିଣୁଛନ୍ତି । ହେଲେ ଭିତ୍ତିଭୂମି ଅଭାବ ଏବଂ କର୍ମଚାରୀ ମାନଙ୍କ ମନମୁଖି କାମ ଯୋଗୁଁ ଚାଷୀ ଧାନ ବିକ୍ରି କରିବା…

ବିପୁଳ ପରିମାଣର ଜାଲ ନୋଟ ଜବତ୍ : ୨ ଅଭିଯୁକ୍ତ ଥାନାରେ ଅଟକ, ତଦନ୍ତ ଜାରି ।

ବାରିପଦା(ଦିଲ୍ଲୀପ ମହାନ୍ତି)-:- ଝାଡ଼ଖଣ୍ଡ ରାଜ୍ୟରୁ ବାରିପଦା ସହର ପର୍ଯ୍ୟନ୍ତ ଲମ୍ବିଛି ଜାଲ ନୋଟ କାରବାର ଚେର । ବାରିପଦା ସହରରେ ଟାଉନ ଥାନା ପୋଲିସ ଦ୍ବାରା ବିପୁଳ ପରିମାଣର ନକଲି ନୋଟ ଜବତ କରିବା ସହ ୨ ଜଣଙ୍କୁ ଅଟକ ରଖି  ପଚରାଉଚରା ଜାରି ରଖିଛି । ସେମାନଙ୍କ ଠାରୁ ୧୧୦ ଖଣ୍ଡ ୫ ଶହ…

ଏକବିଂଶ ଶତାବ୍ଦୀରେ ମଧ୍ୟ ବଦଳି ନାହିଁ ମାନସିକତା। 

ନାବାଳିକାମାନଙ୍କୁ ଜାତିଆଣ ଆକ୍ଷେପ ଅଭିଯୋଗ।  ଝାରସୁଗୁଡ଼ା :(ସୁଭାଷ ସହାରେ) :ଏକ ପକ୍ଷରେ ନିଜକୁ ଏକବିଂଶ ଶତାବ୍ଦୀର ବୋଲି କହି ଗର୍ବ ଅନୁଭବ କରିବେ, ଆଧୁନିକ ବୋଲି ନିଜକୁ ପରିଚିତ କରାଇବେ, ପାଶ୍ଚାତ୍ୟ ଦେଶର ଲୋକଙ୍କ ସହ ନିଜକୁ ତୁଳନା କରିବେ,ତଥାକଥିତ ବିକାଶର ଡିଣ୍ଡିମ ପିଟିବେ ମାତ୍ର…

ସରକାରୀ ସହାୟତାରୁ ବଞ୍ଚିତ ଜନ୍ମରୁ ଦିବ୍ୟାଙ୍ଗ ରଞ୍ଜୁ, “ମୋ ସରକାର ଟିକେ” ବୁଝିବେ କି !!!!

ଝାରସୁଗୁଡ଼ା :(ସୁଭାଷ ସହାରେ) :ଝାରସୁଗୁଡ଼ା ଜିଲ୍ଲାର ବେଲପାହାଡ଼ ପୌରାଞ୍ଚଳ ଅନ୍ତର୍ଗତ ଯୋରାବଗା ଗ୍ରାମର ରଞ୍ଜୁ ନାୟକ। ଜନ୍ମରୁ ଠିକ୍ ଭାବରେ ଚଲାବୁଲା କରି ପାରନ୍ତି ନାହିଁ। ୧୭ ବର୍ଷର ରଞ୍ଜୁ ଦିବ୍ୟାଙ୍ଗ ହୋଇଥିଲେ ହେଁ ଏପର୍ଯ୍ୟନ୍ତ ତାଙ୍କୁ କୌଣସି ଦିବ୍ୟାଙ୍ଗ ପ୍ରମାଣପତ୍ର ମିଳି ନାହିଁ।…