ଦରବୃଦ୍ଧି ନେଇ ରାସ୍ତା ଉପରେ ଗର୍ଜ୍ଜିଲା ଯୁବ କଂଗ୍ରେସ

ପେଟ୍ରୋଲ, ଡିଜେଲ, ଗ୍ୟାସ ଓ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧିର କଲା ଦୃଢ ପ୍ରତିବାଦ ଭୁବନେଶ୍ୱର(ଶାସକ ପ୍ରଶାସକ) – ପ୍ରଦେଶ ଯୁବ କଂଗ୍ରେସ ସଭାପତି ଡଃ ସ୍ମୃତିରଂଜନ ଲେଙ୍କାଙ୍କ ଆହ୍ୱାନକ୍ରମେ ଆଜି ଭୁବନେଶ୍ୱର ଓ ଖୋର୍ଦ୍ଧା ଜିଲ୍ଲା ଯୁବ କଂଗ୍ରେସ ସଭାପତି ରଂଜିତ ପାତ୍ର ଏବଂ ସ୍ୱାଗତ କରଙ୍କ…

ବୈଜୟନ୍ତ ପଣ୍ଡାଙ୍କ ଦୁଇ ଦିନିଆ ଆସାମ ଗସ୍ତ: ପ୍ରଭାରୀ ଦାୟିତ୍ବ ପରେ ପ୍ରଥମ

 ଆସାମ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ଓ ଦଳୀୟ ନେତୃବୃନ୍ଦଙ୍କ ସହ ମାରାଥନ ବୈଠକ ଭୁବନେଶ୍ବର, - ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ଆସାମ ପ୍ରଭାରୀ ହେବା ପରେ ଆଜି ଦୁଇଦିନିଆ ଆସାମ ଗସ୍ତରେ ଯାଇଛନ୍ତି। ସେଠାରେ ସେ ବିଭିନ୍ନ ସାଙ୍ଗଠନିକ…

ତ୍ରୀବଣପୁର ଧାନମଣ୍ଡିକୁ ଆସୁନାହାଁନ୍ତି ଚାଷୀ ।

ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି ) ସମ୍ବଲପୁର ଜିଲ୍ଲା ରେଢାଖୋଲ ଉପଖଣ୍ଡର ତ୍ରୀବଣପୁର ସମବାୟ ସମିତିରେ ୮୪୨ ଚାଷୀ ପଞ୍ଜୀକରଣ କରିଥିଲେ ମଧ୍ଯ ବର୍ତ୍ତମାନ ପର୍ଯ୍ୟନ୍ତ ୫ଜଣ ଚାଷୀ ଧାନ ବିକ୍ରୀ କରିଥିବା ଜାଣିବାକୁ ମିଳିଛି। ସରକାର ଚାଷୀଙ୍କ ଧାନ ବିକ୍ରୀ କରିବା ପାଇଁ ଧାନ ମଣ୍ଡି ଖୋଲିଥିଲେ…

କଦଳୀଗଡ ଅଞ୍ଚଳରେ ଗାଁ ମୁହା ହାତୀପଲ, ବ୍ୟାପକ ଧାନ ଫସଲ ନଷ୍ଟ

ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି ) ସମ୍ବଲପୁର ଜିଲ୍ଲା ରେଢାଖୋଲ ବନଖଣ୍ଡ ଅନ୍ତର୍ଗତ ବଡବାହାଲ ରେଞ୍ଜ୍ ର କଦଳୀଗଡ ଅଞ୍ଚଳରେ  । ଆଜି ଗାଁ ଭିତରକୁ ହାତୀପଲ ଯାଉଥିବା ସମୟରେ ଲୋକେ ଘଉଡାଇ ଦେଇଥିଲେ। ଯାହାଫଳରେ ହାତୀପଲରେ ଥିବା ୧୨ଟି ହାତୀ , ପାଖରେ ଥିବା ଧଉରାଖମଣ, ଏବଂ ଗରିଆମୁଣ୍ଡା  ଜଙ୍ଗଲକୁ…

ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ପ୍ରଦାନ କରାଗଲା ସମ୍ବର୍ଦ୍ଧନା ଓ ପୁରସ୍କାର

 ୨୦୧୯ ମସିହା ନିମନ୍ତେ ସାରସ୍ୱତ ସମ୍ବର୍ଦ୍ଧନା, ୨୦୧୫ ଏବଂ ୨୦୧୬ ମସିହା ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଭୁବନେଶ୍ୱର(ଶାସକ ପ୍ରଶାସକ) : ରବିନ୍ଦ ମଣ୍ଡପ ପ୍ରେକ୍ଷାଳୟଠାରେ ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ୨୦୧୯ ମସିହା ପାଇଁ ୧୫ ଜଣ ସାରସ୍ୱତ ପ୍ରତିଭାମାନଙ୍କୁ ସାରସ୍ୱତ…

ପୂର୍ବରୁ ମଧ୍ୟ ଦୁଇଟି ପର୍ଯ୍ୟାୟରେ ୧୪ ବର୍ଷ ଧରି ବନ୍ଦ ରହିଥିଲା ବରଗଡ଼ ଧନୁଯାତ୍ରା

ସୁରେନ୍ଦ୍ର ହୋତା କରୋନାର ସଂକ୍ରମଣ ଭୟରେ ଚଳିତ ବର୍ଷ ବରଗଡ଼ ଧନୁଯାତ୍ରାକୁ ବନ୍ଦ ରଖିବାର ନିଷ୍ପତ୍ତି ନେଇଛି ବରଗଡ଼ ଜିଲା ପ୍ରଶାସନ । ନିଶ୍ଚିତ ରୂପେ ଏହା ଏକ ଐତିହାସିକ ତଥା ସମୟଚିତ ପଦକ୍ଷେପ । ତେବେ ଏତଦ୍ୱାରା ପ୍ରଚଳିତ ପରମ୍ପରା ବନ୍ଦ ହୋଇଥିବା କାରଣରୁ କିଛି ଲୋକଙ୍କ ଆକ୍ରୋଶ ବଢ଼ିଛି ।…

ଦେଖା ହେଉ ହେଉ ଦୁଇମନ୍ତ୍ରୀ କହୁଣୀ ମରାମରି !!!

ନୂଆଦିଲ୍ଲୀ (ଏଜେନ୍ସି ) : ଦୁଇ ମନ୍ତ୍ରୀ ଭେଟ ହେଲେ | ଦେଖା ହେଉ ହେଉ କହୁଣୀ ମରାମରି | ଇଏ କି କଥା ! ହାଣ୍ଡସେକ ନାଇଁ, କୁଣ୍ଢାକୁଣ୍ଢି ନାଇଁ ...ସିଧା କହୁଣୀ ମରାମରି | ଫୋଟୋ ଦେଖିଲେ ନଜାଣିବା ଲୋକଙ୍କ ମନରେ ଏମିତି କିଛି ଭ୍ରମ ସୃଷ୍ଟି ହେବା | ପୁଣି କହୁଣୀ ମରାମରି ହେଉଥିବା ଲୋକ ମାନେ…

ସାଧାରଣତନ୍ତ୍ର ଦିବସ ପ୍ୟାରେଡରେ ମୁଖ୍ୟ ଅତିଥି ହେବେ ଜନସନ

File Photo ନୂଆଦିଲ୍ଲୀ (ଶାସକ ପ୍ରଶାସକ) : ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଆସନ୍ତା ବର୍ଷ ସାଧାରଣତନ୍ତ୍ର ଦିବସ ପ୍ୟାରେଡରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ | ଏ ନେଇ ବ୍ରିଟେନ ପକ୍ଷରୁ ସ୍ପଷ୍ଟ କରାଯାଇଛି |  ଭାରତ ଗସ୍ତରେ ଆସିଥିବା ବ୍ରିଟେନର ବୈଦେଶିକ ସଚିବ ଡୋମିନିକ୍ ରାଏବ…

ଟ୍ରାନ୍ସପୋର୍ଟ କମ୍ପାନୀର ମ୍ୟାନେଜରଙ୍କ ଗାଡ଼ିରୁ ଟଙ୍କା ଲୁଟ ଘଟଣା। କଏଦ ହେଲା ସିସିଟିଭି କ୍ୟାମେରାରେ ସମ୍ପୂର୍ଣ୍ଣ…

ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ା ବମ୍ବେ ଛକରେ ଜନୈକ ଟ୍ରାନ୍ସପୋର୍ଟ କମ୍ପାନୀର ମ୍ୟାନେଜରଙ୍କ କାଳରୁ ପାଞ୍ଚ ଲକ୍ଷ ଟଙ୍କା ଲୁଟି ହେବା ଘଟଣା ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଥିବା ଜଣାପଡ଼ିଛି। ଘଟଣା ଭିଆଇ ଥିବା ଦୁଇଜଣ ଦୁର୍ବୁର୍ତ୍ତଙ୍କ ଭିଡିଓ ଏକ ସିସିଟିଭି କ୍ୟାମେରାରେ…

ରାଜ୍ୟ ବିଜେପି ସଭାପତିଙ୍କ ଝାରସୁଗୁଡ଼ା ଗସ୍ତ। 

  ଝାରସୁଗୁଡ଼ା:(ସୁବାସ ସାହାରେ ) : ରାଜ୍ୟ ବିଜେପି ସଭାପତି ଶ୍ରୀ ସମୀର ମହାନ୍ତି ଝାରସୁଗୁଡ଼ା ଗସ୍ତ କରିଛନ୍ତି। ବିଜେପି କର୍ମୀମାନଙ୍କ ଦ୍ବାରା ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରାଯାଇ ଏକ ବାଇକ ରେଲି ଦ୍ବାରା ସର୍କିଟ ହାଉସ୍ ପର୍ଯ୍ୟନ୍ତ ପାଛୋଟି ନିଆ ଯାଇଥିଲା। ଆଜି ଏହି ଅବସରରେ ଜିଲ୍ଲା…