ଡିସେମ୍ବର ୧୮ ତାରିଖଠାରୁ ଖୋଲିବ ରାଜ୍ୟ ଜନଜାତି ସଂଗ୍ରହାଳୟ

ଭୁବନେଶ୍ୱର,(ଶାସକ ପ୍ରଶାସକ ):  ଡିସେମ୍ବର ୧୮ ତାରିଖଠାରୁ ଭୁବନେଶ୍ୱର ସିଆର୍ପି ଛକସ୍ଥିତ ରାଜ୍ୟ ଜନଜାତି ସଂଗ୍ରହାଳୟ ସର୍ବସାଧାରଣଙ୍କ ପାଇଁ ଖୋଲିବା କୋଭିଡ୍-୧୯କୁ ଦୃଷ୍ଟିରେ ରଖି  ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ତାଲିମ ପ୍ରତିଷ୍ଠାନଠାରେ ଥିବା ଏହି ସଂଗ୍ରହାଳୟକୁ…

ଅସ୍ତ୍ରୋପଚାର ପାଇଁ ଅର୍ଥ ଦାନ କଲେ ମହିଳା ସଂଗଠନ। 

ଝାରସୁଗୁଡ଼ା :(ସୁଭାଷ ସହାରେ) :ଝାରସୁଗୁଡ଼ା ୱାର୍ଡ଼ ନମ୍ବର ୧୪ ର ୬ ବର୍ଷର ଶିଶୁ ବାଳିକା ସୁଭଦ୍ରା କୁଆର ମୁଣ୍ଡରେ କିଛିଦିନ ପୂର୍ବେ ଏକ ଘାଆ ହୋଇଯାଇ  ବଢ଼ିବାରେ ଲାଗିଲା। ଅନେକ ଚିକିତ୍ସା ପରେ ମଧ୍ୟ ତାହା ଠିକ୍ ନ ହେବାରୁ ଶେଷରେ ଡାକ୍ତର ଏହାର ଅସ୍ତ୍ରୋପଚାର ପାଇଁ ପରାମର୍ଶ ଦେଇଥିଲେ।…

ବିଜୁ ଜନତା ଦଳର ୱାର୍ଡ଼ସ୍ତରୀୟ ସାଙ୍ଗଠନିକ ବୈଠକ ଅନୁଷ୍ଠିତ। 

ଝାରସୁଗୁଡ଼ା :(ସୁଭାଷ ସହାରେ) : ବିଜୁ ଜନତା ଦଳ ତରଫରୁ ଆଜି ଝାରସୁଗୁଡା ପୌରାଞ୍ଚଳ ଅନ୍ତର୍ଗତ ୱାର୍ଡ ନମ୍ବର ୧୮ ରେ ଏକ ସାଙ୍ଗଠନିକ ବୈଠକର ଆୟୋଜନ କରାଯାଇଥିଲା।ବୁଥ କମିଟି ଗଠନ ପାଇଁ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ପୂର୍ବତନ ନଗରପାଳ ଶ୍ରୀ ହରିଶ ଗଣତ୍ରା ଉଦ୍ବୋଧନ ଦେଇ କହିଥିଲେ ଯେ ଆଗାମୀ…

କଂଗ୍ରେସ ଦଳର ନୂତନ ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ଝାରସୁଗୁଡ଼ା ଗସ୍ତ। 

 ଝାରସୁଗୁଡ଼ା :(ସୁଭାଷ ସହାରେ) : ଝାରସୁଗୁଡ଼ା ଜିଲ୍ଲାର ପର୍ଯ୍ୟବେକ୍ଷକ ଭାବରେ ଦାୟିତ୍ୱ ନେଇଥିବା  ଯୁବନେତା ଦୁଲାଲ ପ୍ରଧାନ ଆଜି ଝାରସୁଗୁଡ଼ା ଗସ୍ତ କରିଥିଲେ। ଏହି ଅବସରରେ ଆଗାମୀ ପୌର ନିର୍ବାଚନକୁ ଆଖି ଆଗରେ ରଖି ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଆଗାମୀ ପୌର ନିର୍ବାଚନରେ କଂଗ୍ରେସ ଦଳର…

ୱେସ୍କୋର ଟାଟାକୁ ବିକ୍ରି ବିରୋଧରେ କର୍ମଚାରୀ ସଂଘର ଧାରଣା। 

ଝାରସୁଗୁଡ଼ା :(ସୁଭାଷ ସହାରେ) : ୱେସ୍କୋର ଟାଟା କମ୍ପାନୀକୁ ବିକ୍ରି ନେଇ କର୍ମଚାରୀମାନଙ୍କ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି।ହୀରାଖଣ୍ଡ ବିଦ୍ୟୁତ  କର୍ମଚାରୀ ସଂଘ, ଝାରସୁଗୁଡ଼ା କାର୍ଯ୍ୟବନ୍ଦ କରି ୱେସ୍କୋର ଘରୋଇକରଣ ବିରୋଧରେ ଧାରଣା ଜାରି ରଖିଛନ୍ତି।  ଝାରସୁଗୁଡ଼ା ୱେସ୍କୋର ଡିଭିଜନ…

ଇମ୍ଫା ତରଫରୁ ଦିବ୍ୟାଙ୍ଗଙ୍କୁ ସହାୟତା 

ରାୟଗଡ (ସରୋଜ ସାହୁ): ଥେରୁବାଲି ସ୍ଥିତ ଇମ୍ଫା କାରଖାନା ତରଫରୁ ରାୟଗଡ଼ା ଓ ଆଖପାଖ ଅଂଚଳର ଦିବ୍ୟାଙ୍ଗ ମାନଙ୍କୁ ସହାୟତା ପ୍ରଦାନ କରାଯାଇଅଛି । ରାୟଗଡ଼ା ସହରର ଜୈନିକ ଡିବ୍ୟାଙ୍ଗ ରିକ୍ସା ଚାଳକ ଶ୍ରୀ ଏସ୍ ସତ୍ୟମ୍ ଙ୍କୁ ଇମ୍ଫା ତରଫରୁ ଏକଲକ୍ଷ ଟଙ୍କା ବ୍ୟୟରେ ଜିଲ୍ଲା ସାମାଜିକ ସୁରକ୍ଷା…

ରେଢ଼ାଖୋଲ ନଗର ବିଜେପି ଯୁବମୋର୍ଚ୍ଚାର ନୂତନ ଟିମ ଘୋଷଣା

ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି ) ଆଜି ଭାରତୀୟ ଜନତା ଯୁବ ମୋର୍ଚ୍ଚା ରେଢ଼ାଖୋଲ ନଗର ସଭାପତି ଶ୍ରୀ ଅମର କୁମାର ସିଂ ଙ୍କ ନେତୃତ୍ବରେ ଏକ ବୈଠକରେ ନିଜର ଯୁବ ଟିମ୍ ଘୋଷଣା କରିଛନ୍ତି । ଉକ୍ତ ବୈଠକରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦେବେନ୍ଦ୍ର ମହାପାତ୍ର , ଜିଲ୍ଲା ଉପସଭାପତି…

ସବୁ ଶ୍ରମ ଆଇନ ଓ ୨୨ ପ୍ରକାର ସେବା ଅନ୍‌ଲାଇନ୍‌ରେ ଉପଲବ୍‌ଧ ହେଲା

ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗର ପରିଶ୍ରମ ପୋର୍ଟାଲର ଲୋକାର୍ପଣ  ସ୍ବଚ୍ଛନ୍ଦ ବ୍ୟବସାୟ  ପାଇଁ ବିଶେଷ ସହାୟକ ହେବ - ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର (ଶାସକ ପ୍ରଶାସକ ) - ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ରାଜ୍ୟ ସରକାରଙ୍କ ୫-ଟି କାର୍ଯ୍ୟକ୍ରମର…

କିଟକୁ  କ୍ୟୁସିଆଇ-ଡିଏଲ୍‍ ଶାହ କ୍ୱାଲିଟି ପୁରସ୍କାର

ଭୁବନେଶ୍ୱର(ଶାସକ ପ୍ରଶାସକ) : କିଟ୍‍ ବିଶ୍ୱବିଦ୍ୟାଳୟକୁ ୧୩ତମ କ୍ୱାଲିଟି କାଉନ୍‍ସିଲ୍‍ ଅଫ୍‍ ଇଣ୍ଡିଆ (କ୍ୟୁସିଆଇ)- ଡିଏଲ୍‍ ଶାହ କ୍ୱାଲିଟି ରୌପ୍ୟ ପୁରସ୍କାର ପ୍ରଦାନ କରାଯାଇଛି। ନୂଆଦିଲ୍ଲୀଠାରେ କ୍ୟୁସିଆଇ-ଡିଏଲ୍‍ ଶାହ ଟ୍ରଷ୍ଟ ପକ୍ଷରୁ ଗୁରୁବାର ଅନୁଷ୍ଠିତ ୩ୟ ଭର୍ଚୁଆଲ୍‍…

ଆତ୍ମନିର୍ଭର ଭାରତ ପାଇଁ ଆତ୍ମନିର୍ଭର ଉର୍ଜା ରୋଡମ୍ୟାପ୍ ବିକଶିତ ହେଉଛି – ଧର୍ମେନ୍ଦ୍ର ପ୍ରଧାନ

ଆସୋଚାମର  ପ୍ରତିଷ୍ଠା  ସପ୍ତାହ -୨୦୨୦ରେ କେନ୍ଦ୍ରମନ୍ତ୍ରୀଙ୍କ ଉଦ୍ବୋଧନ  ଆତ୍ମନିର୍ଭର ଉର୍ଜାରେ ସାମିଲ ପାଇଁ ସବୁ ଭାରତୀୟ କମ୍ପାନୀଙ୍କୁ ନିମନ୍ତ୍ରଣ  ଉର୍ଜା କ୍ଷେତ୍ରକୁ ଅଧିକ ଆତ୍ମନିର୍ଭର କରିବ ଆତ୍ମନିର୍ଭର ଉର୍ଜା ପଦକ୍ଷେପ  ୫ ଟ୍ରିଲିୟନ ଡ଼ଲାର ଅର୍ଥନୀତି ଲକ୍ଷ୍ୟକୁ ହାସଲ…