Sign in
Sign in
Recover your password.
A password will be e-mailed to you.
କରୋନା ଯୋଦ୍ଧାଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୫୦ଲକ୍ଷ ପ୍ରଦାନ
ରାୟଗଡା (ସରୋଜ କୁମାର ସାହୁ) :କରୋନା ସମୟରେ ବିଭିନ୍ନ ବିଭାଗର କର୍ମଚାରୀ, ସାମ୍ବାଦିକ, ସମାଜସେବୀ ନିୟୋଜିତ ରହି କାରୋନାର ମୁକାବିଲା କରିବା ସହ ଜିଲାକୁ କରୋନା ମୁକ୍ତ କରିବା ନିମନ୍ତେ ଆପ୍ରାଣ ଉଦ୍ୟମଜାରି ରଖି ଜିଲା ପ୍ରଶାସନକୁ ଏଥିରେ ସଫଳ କରାଇଛନ୍ତି । ଅଗଷ୍ଟ ୧୮ ତାରିଖ ଦିନ କରୋନା…
ପରୀକୁ ନ୍ୟାୟମିଳୁ ଦାବିରେ ଜିଲ୍ଲା ବଜେପିର ବିରାଟ ପ୍ରତିବାଦ ଶୋଭାଯାତ୍ରା
http://www.youtube.com/watch?v=D6fY1Npxzw8
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପରୀକୁ ନ୍ୟାୟ ମିଳୁ ଏବଂ ଏଥିରେ ସମ୍ପୃକ୍ତ ଥିବା ମନ୍ତ୍ରୀ ଅରୁଣ ସାହୁକୁ ତୁରନ୍ତ ବରଖାସ୍ତ ଦାବିରେ ପାରଳାଖେମୁଣ୍ଡି ଠାରେ ଗଜପତି ଜିଲ୍ଲା ଭାଜପା: ପକ୍ଷରୁ ପାରଳାଖେମୁଣ୍ଡି ଠାରେ ଏକ ବିରାଟ…
ପାଇକମାଲରେ ଭତ୍ତା ପାଉଥିବା ଲୋକଙ୍କ ସଂଖ୍ୟା 12, 881
ବରଗଡ :- ସରକାର ବିଭିନ୍ନ ଯୋଜନାରେ ବୃଦ୍ଧ , ବିଧବା ତଥା ବିକଳାଙ୍ଗ ମାନଙ୍କୁ ଆର୍ଥିକ ସହଯୋଗ ଆକାରରେ ପ୍ରତ୍ୟେକ ମାସ ଭତ୍ତା ପ୍ରଦାନ କରିଥାନ୍ତି । ଏହି ଭତ୍ତା ହିତାଧିକାରୀ ମାନଙ୍କର ଜୀବନ ଯାପନ ପାଇଁ ଅନେକ ସାହାଯ୍ୟ କରିଥାଏ । ଏହିକ୍ରମ ରେ ପାଇକମାଲ ବ୍ଲକରେ ଅଦ୍ୟାବଧି ବାର ହଜାର ଆଠ ଶହ…
ବର୍ଦ୍ଦି ଦ୍ୱାରା ପ୍ରତାରଣା ବର୍ଦ୍ଦିକୁ : ପୁଣି ବର୍ଦ୍ଦିରେ କଳଙ୍କ, ପ୍ରତାରଣା ଅଭିଯୋଗରେ ଡିଏସପି ଅଟକ ।
ମାଲକାନଗିରି (ବି ଶ୍ରୀନିବାସ ପାତ୍ର) ମହିଳା ପୋଲିସଙ୍କୁ ଧୋକା ଦେବା ଅଭିଯୋଗରେ ପୋଲିସ ଅଟକ ରଖିଛି ଜଣେ ପୋଲିସ ଅଧିକାରୀଙ୍କୁ l ସେଇ ବରିଷ୍ଠ ଅଧିକାରୀ ଜଣକ ହେଉଛନ୍ତି ମାଲକାନଗିରି ଡିଏସପି ଅକ୍ଷୟ କୁମାର ନାୟକ। କଳାହାଣ୍ଡି ଜିଲା କେସିଙ୍ଗା ପୋଲିସ ଅକ୍ଷୟ କୁମାର ନାୟକଙ୍କୁ ଗତକାଲି ତାଙ୍କୁ…
ଡିଜିଟଲ ମାଧ୍ୟମରେ ଧନୁଯାତ୍ରା ଆୟୋଜନ ହେଉ : ପଶ୍ଚିମ ଓଡିଶା ଯୁବା ମଞ୍ଚ
ଧନୁଯାତ୍ରା ବନ୍ଦ ରଖିବା ନିଷ୍ପତ୍ତିକୁ ବିଭିନ୍ନ ମହଲରେ ନିନ୍ଦା
ବରଗଡ : - ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା କୁ ଚଳିତ ବର୍ଷ ବନ୍ଦ ରଖିବା ପାଇଁ ହୋଇଥିବା ନିଷ୍ପତ୍ତିକୁ ବିଭିନ୍ନ ମହଲରେ ନିନ୍ଦା କରାଯିବା ସହିତ ଏହି ନିଷ୍ପତ୍ତି ର ବିରୋଧ ହେବାରେ ଲାଗିଛି । କୋରୋନାର ପ୍ରଭାବ ଶିର୍ଷରେ…
ଜଳ ପରିଚାଳନାରେ ଉତ୍କର୍ଷତା ପାଇଁ ବେଦାନ୍ତ ଲାଞ୍ଜିଗଡକୁ ସି.ଆଇ.ଆଇ. ଜାତୀୟ ପୁରସ୍କାର
ଲାଞ୍ଜିଗଡ଼ / କଳାହାଣ୍ଡି,(ଶାସକ ପ୍ରଶାସକ): ଭାରତର ପ୍ରମୁଖ ଆଲୁମିନା ଉତ୍ପାଦନକାରୀ ସଂସ୍ଥା ବେଦାନ୍ତ ଲାଞ୍ଜିଗଡ଼କୁ ଜଳ ପରିଚାଳନାରେ ଉତ୍କର୍ଷତା ପାଇଁ ସି.ଆଇ.ଆଇ. ପକ୍ଷରୁ ଜାତୀୟ ପୁରସ୍କାର ମିଳିଛି I ଭାଗନେଇଥିବା ୧୦୦ ପ୍ରତିଭାଗୀଙ୍କ ମଧ୍ୟରେ କମ୍ପାନୀକୁ ‘ବିଦିନ ଦି ଫେନ୍ସ ବର୍ଗ'…
ଜଳିଗଲା ବଲାଙ୍ଗିର ସହରର ଫଳ ମାର୍କେଟ୍
ବଲାଙ୍ଗୀର (ନିରୋଜ ମିଶ୍ର) : ବଲାଙ୍ଗିର ସରକାରୀ ବସ୍ ଷ୍ଟେଣ୍ଡ୍ ପାଖରେ ନୂଆ ହୋଇ ବସିଥିବା ଫଳ ମାର୍କେଟ୍ରେ ଗତକାଲି ବିଳମ୍ବିତ ରାତିରେ ନିଆଁ ଲାଗି ଯାଇଥିବା ବେଳେ ଅନେକ କ୍ଷୟକ୍ଷତି ହୋଇଥିବା ଅନୁମାନ କରାଯାଉଛି । ସୂଚନାଯୋଗ୍ୟ ଯେ, ଉପ ଜିଲ୍ଲାପାଳଙ୍କ ବାସଗୃହ ଅନ୍ସେଭ୍ ଘୋଷଣା ପରେ…
ହୃଦଘାତରେ ପ୍ରସିଦ୍ଧ ସାନ୍ତାଳୀ ଲେଖକ ଗୋବିନ୍ଦ ମାଝିଙ୍କ ଦେହାନ୍ତ
ବାରିପଦା(ଦିଲ୍ଲୀପ ମହାନ୍ତି )- କେନ୍ଦ୍ର ସାହିତ୍ୟ ଏକାଡେ଼ମୀ ପୁରସ୍କାର ପ୍ରାପ୍ତ ପ୍ରସିଦ୍ଧ ସାନ୍ତାଳୀ ଲେଖକ, ସାହିତ୍ୟିକ, ରାଷ୍ଟ୍ରବାଦୀ ଚିନ୍ତକ , ସମାଜ ସେବୀ ଓ ବାରିପଦା ସିଣ୍ଡିକେଟ ବ୍ୟାଙ୍କର ପୂର୍ବତନ ସିନିୟର ମ୍ୟାନେଜର ଗୋବିନ୍ଦ ମାଝୀ ୬୪ ବର୍ଷ ବୟସରେ ଆଜି ସକାଳ ୫ଟା ସମୟରେ…
ଏନଓୟୁ ବିଶ୍ୱବିଦ୍ୟାଳୟକୁ ମହାରାଜା ଶ୍ରୀରାମଚନ୍ଦ୍ରଙ୍କ ନାମରେ ନାମିତ କରାଯାଉ
ମୁଖ୍ୟମନ୍ତ୍ରୀଙ୍କ ନିକଟରେ ବିଜେଡ଼ି ପକ୍ଷରୁ ପ୍ରସ୍ତାବ
ବାରିପଦା(ଦିଲ୍ଲୀପ ମହାନ୍ତି)- ମୟୂରଭଞ୍ଜ ଗଡ଼ଜାତ ରାଜ୍ୟର ପ୍ରଜାନୁରଞ୍ଜକ ମହାରାଜା ତଥା ଉତ୍କଳର ଅନ୍ୟତମ ବରପୁତ୍ର ମହାରାଜା ଶ୍ରୀରାମଚନ୍ଦ୍ର ଭଞଙ୍କର ୧୫୦ତମ ଜନ୍ମ ଜୟନ୍ତୀ ୧୭/୧୨/୨୦୨୦ ତାରିଖ ଗୁରୁବାର ଜିଲ୍ଲାର ସଦର ମହକୁମା…
ଜୁଆ ଆଡ୍ଡା ଉପରେ ଚଢ଼ଉ: ୨୧ହଜାର ଟଙ୍କା ଜବତ, ୫ ଗିରଫ
ବାରିପଦା,(ଦିଲ୍ଲୀପ ମହାନ୍ତି) : ବାରିପଦା ଟାଉନ୍ ଥାନା ପୁଲିସ୍ ପକ୍ଷରୁ ସ୍ଥାନୀୟ ଦେବେନ୍ଦ୍ରପୁରଠାରେ ଚଢ଼ଉ କରାଯାଇ ୨୧ହଜାର ଟଙ୍କା ସହିତ ୫ଜଣ ଜୁଆଡ଼ିଙ୍କୁ ଗିରଫ କରାଯାଇଛି। ଏଥିସହିତ ଜୁଆରେ ବ୍ୟବହୃତ ସାମଗ୍ରୀ ମଧ୍ୟ ଜବତ କରାଯାଇଛି। ବାରିପଦା ଟାଉନ୍ ଥାନା ଆଇଆଇସି ବୀରେନ୍ଦ୍ର ସେନାପତିଙ୍କ…