Sign in
Sign in
Recover your password.
A password will be e-mailed to you.
ନିଜ ନିଖୋଜ ନାୟକଙ୍କ ବାଟ ଚାହିଁ ବସିଛନ୍ତି ସତୀଶ
୧୯୭୧ ଯୁଦ୍ଧର ‘ମିସିଙ୍ଗ୍ ଇନ୍ ଆକ୍ସନ ହିରୋ’ ଜେଡି କୁମାର
“ଅନେକ ଥର ତାଙ୍କ ସହିତ ମୋର ସ୍ୱପ୍ନରେ ଦେଖାହୁଏ ଏବଂ ମୁଁ ଓ ସେ କଥାବାର୍ତ୍ତା ମଧ୍ୟ ହେଉ । ନିଦ ଭାଙ୍ଗିଯାଏ । ଏହାପରେ ମୋ ଆଖିକୁ ଆଉ ନିଦ ଆସେନାହିଁ । ମୁଁ ଗୁମୁରୀ ଗୁମୁରୀ ରାତିସାରା କାନ୍ଦୁଥାଏ ଏବଂ ଈଶ୍ୱରଙ୍କୁ ପ୍ରାର୍ଥନା…
ବାଲିପଦରରେ ବିଶ୍ୱକର୍ମା ସମାଜର ମିଳିତ ବୈଠକ
ବୁଗୁଡା: (ଡ଼ଃ.କୁମୁଦ ଚନ୍ଦ୍ର ବେହେରା) ବୁଗୁଡା ବ୍ଲକ ଅନ୍ତର୍ଗତ ବାଲିପଦର ବିଶ୍ୱକର୍ମା ଭବନ ଠାରେ ପୋଲସରା ମୁଠା ଓ ଘୁମୁସର ତାଲୁକା ବିଶ୍ୱକର୍ମା ସମାଜର ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି । ଘୁମୁସର ତାଲୁକା ସଭାପତି ସୂର୍ଯ୍ୟନାରାୟଣ ମହାରଣାଙ୍କ ପରିଚାଳନାରେ ସଂପାଦକ ରତ୍ନାକର ମହାରଣା…
ଲୋକଙ୍କ ସମର୍ଥନ ଓ ଆଗ୍ରହରେ ଆଗେଇଚାଲିଛି ସର୍ବଭାରତୀୟ ଛିନ୍ଦେଇକେଲା କ୍ରିକେଟ କପ
ଆଜି ଉଦଘାଟନୀ ମ୍ୟାଚରେ ପଦ୍ମପୁର ରାଜବୋଡାସ୍ବର ସ୍ଫୋଟିଂ ଓ ବଲାଙ୍ଗୀର ଭେଟାଭେଟି
ପଦ୍ମପୁର/ଶାସକ ପ୍ରଶାସକ : ବରଗଡ଼ ଜିଲ୍ଳା ପାଇକମାଳ ବ୍ଳକ ଛିନ୍ଦେଇକେଲା ଗ୍ରାମ ଲୋକସଂଖ୍ୟା ପାଖାପାଖି ୨୦୦୦. ଏହା ଜାମସେଠ ବସଷ୍ଟାଣ୍ଡରୁ ପାଖାପାଖି ୫ କିମି ଦୂରର ଅବସ୍ଥିତ। ଛିନ୍ଦେଇକେଲାକୁ କିଏ ନ ଜାଣେ,…
ନିଜ ଦୋଷ ଘୋଡାଇବାକୁ ବିଜେଡ଼ିର ଶସ୍ତା ରାଜନୀତି
ମହାରାଜା ଶ୍ରୀରାମଚନ୍ଦ୍ରଙ୍କ ନାମରେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ନାମକରଣକୁ ଜେଏମଏମର ବିରୋଧ
ବାରିପଦା(ଦିଲ୍ଲୀପ ମହାନ୍ତି)- ମୟୂରଭଞ୍ଜ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କର ୧୫୦ତମ ଜନ୍ମ ଜୟନ୍ତୀ ପାଳନ ଅବସରରେ ରାଜ୍ୟ ସରକାର ମହାରାଜାଙ୍କୁ ଉପଯୁକ୍ତ ସମ୍ମାନ ପ୍ରଦାନ କରିବା…
ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟ ନାଁ ବଦଳିଲା ପରେ ଅସନ୍ତୁଷ୍ଟ ଭାରତ ମୁଣ୍ଡା ସମାଜ
ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟକୁ ସହୀଦ ବିର୍ସା ମୁଣ୍ଡାଙ୍କ ନାମରେ ନାମିତ କରିବାକୁ ଦାବି
ବିର୍ସା ମୁଣ୍ଡା ପ୍ରତିମୂର୍ତ୍ତି ଭଙ୍ଗା ଯିବାକୁ ନିନ୍ଦା , ନୂଆ ମୂର୍ତ୍ତି ସ୍ଥାପନା ଦାବି
ବାରିପଦା(ଦିଲ୍ଲୀପ ମହାଂରି)- - ଭାରତ ମୁଣ୍ଡା ସମାଜ ଓଡିଶା ରାଜ୍ୟ ସଭାପତି…
”ବିଶ୍ୱାସଘାତକତା କରିଛନ୍ତି ସୁଦାମ ମାରାଣ୍ଡି”
ଆଦିବାସୀ ଯୁବଛାତ୍ର ସଂଗଠନ ପକ୍ଷରୁ ରାଜସ୍ୱମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ
ବାରିପଦା(ଦିଲ୍ଲୀପ ମହାନ୍ତି)- ବାରିପଦାସ୍ଥିତ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟକୁ ମହାରାଜା ଶ୍ରୀରାମଚନ୍ଦ୍ରଙ୍କ ନାମରେ ନାମିତ କରାଇବା ନିମନ୍ତେ ବାଙ୍ଗିରିପୋଷି ବିଧାୟକ ତଥା ମୁଖ୍ୟମନ୍ତ୍ରୀ ନବୀନଙ୍କ ମନ୍ତ୍ରୀ…
ଏସସି ଛାତ୍ରଛାତ୍ରୀଙ୍କୁ ମାଟ୍ରିକ୍ ପରବର୍ତୀ ବୃତ୍ତି ଯୋଜନାରେ ୬୦% ଅର୍ଥ କେନ୍ଦ୍ର ଯୋଗାଇଦେବା ନିଷ୍ପତି ଐତିହାସିକ…
ଏସସି ଛାତ୍ରଛାତ୍ରୀଙ୍କ ପାଇଁ କେନ୍ଦ୍ରର ୫୯ ହଜାର କୋଟିର ମାଟ୍ରିକ ପରବର୍ତୀ ବୃତ୍ତି ଯୋଜନା ମଞ୍ଜୁରିକୁ ସ୍ୱାଗତ
ନୂଆଦିଲ୍ଲୀ/ଭୁବନେଶ୍ୱର – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ପାଇଁ ୫୯…
ଜିଲ୍ଲାସ୍ତରୀୟ ଧାନ କ୍ରୟ ମଣ୍ଡି ଉଦଘାଟିତ : ୩୬,୪୧୭ ମେଟ୍ରିକ ଟନ୍ ଧାନ ସଂଗ୍ରହର ଲକ୍ଷ୍ୟ ଧାର୍ଯ୍ୟ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ୨୦୨୦-୨୧ ଖରିଫ ବର୍ଷର ଏଫ:ଏ:କ୍ୟୁ: ମାନର ଧାନ ବିଭିନ୍ନ ସମବାୟ ସମିତି ମାଧ୍ୟମରେ ଧାନ ସଂଗ୍ରହ ନିମନ୍ତେ , ପାରଳାଖେମୁଣ୍ଡି ସ୍ଥିତ ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟର ମୁଖ୍ୟ ବଜାର ପ୍ରାଙ୍ଗଣ ଠାରେ ପାରଳାଖେମୁଣ୍ଡି…
“ପୁରୀ ଜଗନ୍ନାଥ ମନ୍ଦିର ଖୋଲିଲାଣି, ଏଥର ଆମ ମନ୍ଦିର ବି ଖୋଲୁ”
ବ୍ରଜରାଜନଗରର ଆରାଧ୍ୟା ଦେବୀ ରାମଚଣ୍ଡୀ ମନ୍ଦିର ଖୋଲିବା ପାଇଁ ଦାବି।
ଝାରସୁଗୁଡ଼ା :(ସୁଭାଷ ସହାରେ)-ଆସନ୍ତା ଜାନୁଆରୀ ୩ ତାରିଖରୁ ଖୋଲା ହେବ ପୁରୀ ଜଗନ୍ନାଥ ମନ୍ଦିର। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିର ପ୍ରତିକ୍ରିୟା ବର୍ତ୍ତମାନ ଆସିବାକୁ ଆରମ୍ଭ ହୋଇଯାଇଛି।ଏହି ନିଷ୍ପତ୍ତିକୁ ସ୍ବାଗତ…
ଢ଼ୋଲ ଖାଉଛି ପାହାର, ପଇସା ଖାଉଛି ହାଡ଼ି
ରାସ୍ତାରେ ଚାଲୁଛି ଏମସିଏଲର ଭାରୀଯାନ, ଗ୍ରାମବାସୀ ଖାଉଛନ୍ତି ଧୂଳି।
ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜନଗରସ୍ଥିତ ମଧୁବନନଗର ବାଇପାସ୍ ରାସ୍ତା ପାଲଟିଛି ଲୋକଙ୍କ ପାଇଁ ଘୋର ସମସ୍ୟାର କାରଣ। ଲଚକୁରା କୋଇଲା ଖଣିଠାରୁ ଗାନ୍ଧୀଛକ ପର୍ଯ୍ୟନ୍ତ ବାଇପାସ୍ ରାସ୍ତାରେ…