କ୍ରିଷ୍ଣା କପ୍ କ୍ରିକେଟ୍: ତାଲପଦର ସେମିରେ

ପଦ୍ମପୁର ନିକଟସ୍ଥ ମହୁଲପାଲି ସ୍କୁଲ ପଡ଼ିଆ ରେ କେ.ସି.ସି. ଦ୍ଵାରା ଆୟୋଜିତ ୧୯ତମ କ୍ରିଷ୍ଣା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଦ୍ବିତୀୟ ଦିନ ପ୍ରଥମ ମ୍ୟାଚରେ ଚଣ୍ଡୀପାଲି ଦଳ ଲୋହାରପାଲି ଦଳ ଦଳକୁ  ହରାଇ ଏବଂ ଦ୍ବିତୀୟ ମ୍ୟାଚ ରେ ତାଲପଦର ଦଳ ଉପରବାହାଲ ଦଳକୁ ହରାଇ କ୍ବାଟର ଫାଇନାଲ ରେ ପ୍ରବେଶ…

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା :ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ଶ୍ରୀ ରାମଚନ୍ଦ୍ର ଭଞଦେଓଙ୍କ ନାମରେ ନାମିତ ହେଲା

ଆଜି ବି ପ୍ରକାଶ ପାଇଲା ବିଧିବଦ୍ଧ ଗେଜେଟ ବିଜ୍ଞପ୍ତି  ଭୁବନେଶ୍ୱର( ଶାସକ ପ୍ରଶାସକ): ବାରିପଦାରେ ଅବସ୍ଥିତ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ କୁ  ମୟୂରଭଞ୍ଜ ର ପୂର୍ବତନ ମହାରଜା ଶ୍ରୀ ରାମଚନ୍ଦ୍ର ଭଞଦେଓଙ୍କ ନାମରେ ନାମିତ କରାଗଲା ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା…

କାର୍ଯରତ ପୋଲିସ କନଷ୍ଟେବଳ ଙ୍କର ହୃଦଘାତ ରେ ପରଲୋକ

ବରଗଡ :- ବରଗଡ଼ ଜିଲ୍ଲା ପଦ୍ମପୁର କୋର୍ଟ ରେ କାର୍ଯରତ ପୋଲିସ କନଷ୍ଟେବଳ ଶ୍ରୀ ପିତାମ୍ବର ଭୋଇ ଙ୍କର ଆଜି ଭୋର ତିନିଟା ସମୟରେ ସ୍ୱାସ୍ଥ୍ୟ ଖରାପ ହେବା ପରେ ତାଙ୍କୁ ଘରଲୋକ ତୁରନ୍ତ ପଦ୍ମପୁର ସରକାରୀ ଡାକ୍ତରଖାନାକୁ ନେଇଥିଲେ । ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଶ୍ରୀ…

‘ଜିରୋ ନାଇଟ ଆୱାର’ର ଏଥର କୋଳାହଳ ହେବ ନାହିଁ, ଜିଲ୍ଲା ପ୍ରଶାସନ ନେବ କଡ଼ା ଆଭିମୁଖ୍ୟ। 

ଶୁଭିବ ନାହିଁ ଚର୍ଚ୍ଚରେ ଏଥର 'ମେରୀ କ୍ରିସମସ' ଶୁଭେଚ୍ଛା! କେବଳ ଧର୍ମଯାଜକ ପାଳନ କରିବେ ଉପାସନା।  ଝାରସୁଗୁଡ଼ା :(ସୁଭାଷ ସହାରେ)-ସମସ୍ତ କଳ୍ପନାଜଳ୍ପନାର ଅବସାନ ଘଟିଲା। ବଡ଼ଦିନ ଓ ଜିରୋ ଆୱାର ପାଳନ ପାଇଁ ଉତ୍ସୁକତାର ସହ ପ୍ରଶାସନର ସବୁଜ ସଙ୍କେତକୁ ଅପେକ୍ଷା କରି ରହିଥିବା ଲୋକଙ୍କ ପାଇଁ…

୭୦ ବର୍ଷର ବରିଷ୍ଠ ନାଗରିକଙ୍କ ଆତ୍ମହତ୍ୟା। 

ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା ଅନ୍ତର୍ଗତ ଗଣେଶନଗର ବାବାପଡ଼ାରେ ଜଣେ ୭୦ ବର୍ଷ ବୟସ୍କ ବରିଷ୍ଠ ନାଗରିକ ବେକରେ ଲୁଙ୍ଗି ଗୁଡ଼ାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ସମିଲ ତାଣ୍ଡି ନାମକ ଏହି ବରିଷ୍ଠ ନାଗରିକ କିଛିଦିନ ହେଲା ମାନସିକ ଚାପରେ ଥିଲେ  ବୋଲି…

ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୃତି ରକ୍ଷା ନ କରିବା ସହିଦମାନଙ୍କ ପ୍ରତି ଅପମାନ :ମହାସଭା। 

ଶହୀଦଙ୍କ ୧୬୦ତମ "ଆତ୍ମୋତ୍ସର୍ଗ" ଦିବସ ପାଳିତ। ଝାରସୁଗୁଡ଼ା :(ସୁଭାଷ ସହାରେ)-କୋଲାବିରା ଗଢ଼ଠାରେ ଆଜି କୋଲାବିରା ଜମିଦାର କରୁଣାକର ସିଂହ ନାଏକ ଭାଇ ଖଗ ନାଏକ ଓ ପୁତୁରା କହ୍ନେଇ ନାଏକଙ୍କ ୧୬୦ ତମ "ଆତ୍ମୋତ୍ସର୍ଗ" ଅଖିଳ ଭାରତୀୟ ଗୋଁଣ୍ଡୱନା ଗୋଁଣ୍ଡ ମହାସଭା, ସମ୍ମିଲିତ ଆଦିବାସୀ ସମାଜ ଓ…

ସମ୍ବଲପୁର ଡିଭିିଜନ ଜୀବନ ବୀମା କର୍ମଚାରୀ ସଂଘର ୩୫ତମ ବାର୍ଷିକ ସମ୍ମିଳନୀ।

କମରେଡ ରତ୍ନାକର ପ୍ରଧାନଙ୍କୁ ନାଗରିକ ବୀମା ସମ୍ମାନ।  ଝାରସୁଗୁଡ଼ା :(ସୁଭାଷ ସହାରେ) -ଆଜି ଝାରସୁଗୁଡ଼ାର ବେହେରାମାଲସ୍ଥିତ ଜୀବନଜ୍ୟୋତି ଭବନଠାରେ ଜୀବନ ବୀମା କର୍ମଚାରୀ ସଂଘର ୩୫ତମ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏହି ସଭାର ଅଧ୍ୟକ୍ଷତା କରିଥିଲେ ସଂଘର ସଭାପତି କମ୍ରେଡ ଅରୁନ…

ଅପରାଧିଙ୍କ ପାଇଁ ସ୍ବର୍ଗ ପାଲଟିଛି ରମ୍ପେଲା ବ୍ରିଜ। 

ଝାରସୁଗୁଡ଼ାରେ ସକ୍ରିୟ ହେଲେ ଲୁଟେରା ଗ୍ୟାଙ୍ଗ  ଝାରସୁଗୁଡ଼ା :(ସୁଭାଷ ସହାରେ) - ଦିନକୁ ଦିନ ଅପରାଧୀମାନଙ୍କ ପ୍ରଭାବ ଝାରସୁଗୁଡ଼ା ଜିଲ୍ଲାରେ ବଢ଼ି ଚାଲିଛି। କୌଣସି ସ୍ଥାନରେ ଏକାକୀ ରାତ୍ରିରେ ଯାତ୍ରା କରିବାକୁ ସୁରକ୍ଷିତ ମନେ କରୁନାହାଁନ୍ତି ଲୋକେ। ଏବେ ପୁଣି ଥରେ ସକ୍ରିୟ ହୋଇପଡ଼ିଛନ୍ତି…

ସମାଜ ସେବିକା ମହିଳା ସଂଗଠନ ପୁଣି ଆଗେଇ ଆସିଲେ ମହିଳାଙ୍କ ସହାୟତା ପାଇଁ। 

ଝାରସୁଗୁଡ଼ା :(ସୁଭାଷ ସହାରେ) -ପରୋପକାରକୁ ବ୍ରତ ଭାବରେ ଗ୍ରହଣ କରିଥିବା "ସମାଜ ସେବିକା ମହିଳା ସଂଗଠନ" ବାରମ୍ବାର ଲୋକଙ୍କ ଚିକିତ୍ସା ପାଇଁ ଆର୍ଥିକ ସହାୟତା ଯୋଗାଇ ଦେଇ ସେମାନଙ୍କ ବିପଦ ସମୟର ସାଥୀ ହୋଇ ଛିଡ଼ା ହେଉଛନ୍ତି। ଆଜି ମଧ୍ୟ ଏହିପରି ଏକ ମହାନ କାର୍ଯ୍ୟ କରି ସଂଗଠନ ଓ ଏହାର ସଭାପତି…

ନଅ ମାସର ବ୍ୟବଧାନ ପରେ ଖୋଲିଲା ଶ୍ରୀମନ୍ଦିର ଦରଜା , ଏଥର ଦର୍ଶନ ଦେବେ କାଳିଆ ରାଜା 

ପ୍ରଥମେ ସେବାୟତ, ତାପରେ ପୁରୀ ସହରବାସୀ ଜାନୁଆରୀ ୩ରୁ ଦର୍ଶନ ସୁଯୋଗ ପାଇବେ ପୁରୀ ବାହାରର ଶ୍ରଦ୍ଧାଳୁ ପୁରୀ (ସ୍ୱତନ୍ତ୍ର ପ୍ରତିନିଧି ) ନୀତି ପ୍ରତିଦିନ ଯାହାକୁ ଗହଳଚହଳ ଲୋଡ଼ା, ଭକ୍ତମାନଙ୍କ ସହ ଆଖିରେ ଆଖି ନ ମିଳେଇଲେ ଯାହାର ମନ ଅଥୟ ହୋଇ ଉଠେ, ସେ ବା ଆଉ କେତେଦିନ ତା…