Sign in
Sign in
Recover your password.
A password will be e-mailed to you.
ଚାଷୀଙ୍କୁ ଲଗାମ, ହେଲେ ଦଲାଲଙ୍କୁ ଛାଡ଼।
ଝାରସୁଗୁଡ଼ା :(ସୁଭାଷ ସହାରେ) -ଦଶ ଏକରରୁ ଅଧିକ ଜମିକୁ ସମବାୟ ସମିତିରେ ପଞ୍ଜିକୃତ କରିଛନ୍ତି କି? ଯଦି କରିଛନ୍ତି, ତେବେ ଚାଷୀମାନେ ସାବଧାନ ହୋଇ ଯାଆନ୍ତୁ। କାରଣ ଦର୍ଶାଇଥିବା ଅଧିକ ପରିମାଣର ଜମିରେ ଆପଣ ଚାଷ କରିଛନ୍ତି କି ନାହିଁ, ତାହା ଦେଖିବାକୁ ପହଞ୍ଚିଯିବେ ସରକାରୀ ତଦନ୍ତ ଦଳ। …
ମିଶନ ଆଶ୍ରା ଅଫ୍ ପିପୁଲ୍ସ ଫୋରମ’ ଦ୍ବାରା ରକ୍ତଦାନ ଶିବିର।
ଝାରସୁଗୁଡ଼ା :(ସୁଭାଷ ସହାରେ) :ଝାରସୁଗୁଡ଼ାର ଏଚ୍. କଟାପାଲିସ୍ଥିତ "ମିଶନ ଆଶ୍ରାର" ୩୦ତମ ପ୍ରତିଷ୍ଠା ଦିବସରେ ଆଜି ଏକ ବଡ଼ଧରଣର ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସାମଲ।
ସୂଚନା ଅନୁଯାୟୀ,ଆଜିର…
ବନ୍ଧୁକ ଲାଇସେନ୍ସ ପାଇବାକୁ ମିଛ ଅଭିଯୋଗ ନାଟକ
ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ଥାନାରେ ତଦନ୍ତ ପରେ ଅଭିଯୋଗ କାରୀଙ୍କ ଅଭିଯୋଗ ମିଥ୍ୟା ବୋଲି ଧରା ଧରାପଡ଼ିଲା । ଫଳରେ ଅଭିଯୋଗକାରୀ ହଟହଟା ହେବା ସହିତ ପୋଲିସକୁ ଏନେଇ ଅଯୋଥା ସମୟ ଦେବାକୁ ପଡ଼ିଥିଲା । ଭବିଷ୍ୟତରେ ଆଉ ଏଭଳି କରିବି ନାହିଁ ବୋଲି ଲିଖିତ ପ୍ରତିଶ୍ରୁତି ଦେବା…
“ମୁଁ ଚାଷୀଙ୍କ ଆନ୍ଦୋଳନ ସମର୍ଥନରେ ବଳିଦାନ ଦେଉଛି”
ଚାଷୀ ଆନ୍ଦୋଳନକୁ ସମର୍ଥନ କରି ବିଷ ଖାଇ ଆତ୍ମହତ୍ୟା କଲେ ଓକିଲ
ଦିଲ୍ଲୀ / ତିକ୍ରି: ଚାଷୀ ଆନ୍ଦୋଳନ ସ୍ଥଳ ନିକଟରେ ପୁଣି ଜଣେ କଲେ ଆତ୍ମହତ୍ୟା । ଏଥର ଜଣେ ଓକିଲ ବିଷ ଖାଇ କରି ଛନ୍ତି ଆତ୍ମହତ୍ୟା । ଫଜିଲକା ଜଲାଳାବାଡ଼ ଅଂଚଳର ଏହି ଓକିଲଙ୍କ ନାଁ ଅମରଜିତ ସିଂ । ଦୁଇ ସପ୍ତାହ ମଧ୍ୟରେ ଏହା…
କ୍ରିଷ୍ଣା କପ୍ କ୍ରିକେଟ୍ ଉଦଯାପିତ: କଲଙ୍ଗାପାଲି ଚମ୍ପିୟାନ
ପଦ୍ମପୁର(ଶାସକ ପ୍ରଶାସକ) : ପଦ୍ମପୁର ନିକଟସ୍ଥ ମହୁଲପାଲି ସ୍କୁଲ ପଡ଼ିଆ ରେ କେ.ସି.ସି. ଦ୍ଵାରା ଆୟୋଜିତ ୧୯ତମ କ୍ରିଷ୍ଣା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଉଦଯାପିତ ହୋଇଯାଇଛି। ରବିବାର ଅନୁଷ୍ଠିତ ଫାଇନାଲ ମ୍ୟାଚରେ କଲଙ୍ଗାପାଲି ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୮ ଓଭରରେ ୯…
ଆସାମ ନିର୍ବାଚନ: ଅମିତ ଶାହାଙ୍କ ସହ ବୈଜୟନ୍ତ ପଣ୍ଡାଙ୍କ ବୈଠକ
ଭୁବନେଶ୍ବର : ଆସାମରେ ଆଗକୁ ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି ଗୌହାଟୀଠାରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଆସାମ ପ୍ରଭାରୀ ବୈଜୟନ୍ତ ପଣ୍ଡା, ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ, ଅର୍ଥମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଓ ଅନ୍ୟ ଦଳୀୟ…
ନିଷ୍ଠା ପରିବାରର ପ୍ରସ୍ତାବିତ “ନିଷ୍ଠା ବୃଦ୍ଧାଶ୍ରମ”ର ଭୂମି ପୂଜନ
ବରଗଡ :- ବରଗଡ଼ ଜିଲ୍ଲାର ପରିଚିତ ସ୍ବେଚ୍ଛାସେବୀ ଅନୁଷ୍ଠାନ ନିଷ୍ଠା ପରିବାର ଆଜିକାର ତାରିଖରେ ଏକ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଭାବରେ ରାଜ୍ୟରେ ବେଶ ପରିଚିତ । ମାନବ ସେବା ପାଇଁ ସଦା ସର୍ବଦା ପ୍ରସ୍ତୁତ ନିଷ୍ଠା ପରିବାରର ଆଉ ଏକ ମହତ କାର୍ୟ୍ଯ ପାଇଁ ଅଦ୍ୟ ରବିବାର ଦିନ ନିଷ୍ଠା…
“ଅନ୍ନଦାତାଙ୍କ ପ୍ରତି ସମର୍ପିତ ମୋଦି ସରକାର” ପୁସ୍ତକ ଉନ୍ମୋଚନ କଲେ ଧର୍ମେନ୍ଦ୍ର
ଓଡ଼ିଶାର ଚାଷୀଙ୍କୁ ନୂତନ କୃଷି ଆଇନ ଉପରେ ସଚେତନ କରିବା ସହ ଭ୍ରାନ୍ତ ଧାରଣାକୁ ଦୂର କରିବ:ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର,(ଶାସକ ପ୍ରଶାସକ) : ନୂଆ କୃଷି ଆଇନ ଉପରେ ଲିଖିତ ପୁସ୍ତକ “ଅନ୍ନଦାତାଙ୍କ ପ୍ରତି ସମର୍ପିତ ମୋଦି ସରକାର” ଓଡ଼ିଶାର ଚାଷୀଙ୍କୁ ନୂତନ କୃଷି ଆଇନ ଉପରେ ସଚେତନ କରିବା…
ସନ୍ଦେହ ଘେରରେ ବିଚାରଧୀନ ନକ୍ସଲର ମୃତ୍ୟୁ : ହତ୍ୟା ନା ଆତ୍ମହତ୍ୟା ?
ଯାହା ବି ହେଉ, ଜେଲ ଭିତରେ ହେଲା କେମିତି !!!!!
ମାଲକାନଗିରି (ବି ଶ୍ରୀନିବାସ ପାତ୍ର)ମାଲକାନଗିରି ଉପ କାରାଗାରରେ ଜଣେ ବିଚାରଧୀନ ନକ୍ସଲର ମୃତ୍ୟୁକୁ ନେଇ ଉଠିଛି ପ୍ରଶ୍ନ। ବିଚାରଧୀନ ନକ୍ସଲ ନିଜେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ସେନେଇ ଉଠିଛି ପ୍ରଶ୍ନ।ଗତ ୨ ମାସ ତଳେ…
ଦୁର୍ନୀତିମୁକ୍ତ, ସ୍ୱଚ୍ଛ ଶାସନ ଓ ବିକାଶ ବିଜେଡ଼ିର ଏକମାତ୍ର ପ୍ରାଥମିକତା : ପ୍ରତାପ
ମାହାଙ୍ଗା : ଓଡିଶାବାସୀଙ୍କୁ ସ୍ୱଚ୍ଛ, ଦୁର୍ନୀତିମୁକ୍ତ ଓ ନିର୍ମଳ ଶାସନ ପ୍ରଦାନ ସହ ରାଜ୍ୟର ବିକାଶ ଏକମାତ୍ର ବ୍ରତ ଭାବେ ଗ୍ରହଣ ରାଜ୍ୟ ଶାସନର ଶାସନଡୋର ସମ୍ଭାଳିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ଦୁଇ ଦଶନ୍ଧିରୁ ଉର୍ଧ୍ଵ ସମୟ ଧରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ…