ମାତ୍ର ୨ଟି ସ୍ଥାନରେ ରହିଛି ନିଆଁ: ଆରସିସିଏଫ୍

0 2

ବାରିପଦା, ୧୪/୩: ଗତ ଏକ ସପ୍ତାହ ମଧ୍ୟରେ ଶିମିଳିପାଳ ନିଆଁସମ୍ପୂର୍ଣ୍ଣ ଆୟତକୁ ଆସିଛି। ଆଜି ସୁଦ୍ଧା ଶିମିଳିପାଳରେ ମାତ୍ର ୨ଟି ସ୍ଥାନରେ ଫାୟାର୍ ପଏଣ୍ଟ୍ ରହିଛି। ନିଆଁ ଏକପ୍ରକାର ନିୟନ୍ତ୍ରଣକୁ ଆସିଥିବା ପ୍ରକାଶ କରିଛନ୍ତି ଆରସିସିଏଫ୍ ଯୋଗ ଜୟାନନ୍ଦ। ଆଜି ସକାଳୁ ବିଜେପି ପ୍ରତିନିଧି ମଣ୍ଡଳୀ ସହିତ ଆଲୋଚନା ପରେ ଏପରି ମତ ରଖିଛନ୍ତି ଆରସିସିଏଫ ଶ୍ରୀ ଜୟାନନ୍ଦ। ସ୍ଥାନୀୟ ଅଧିବାସୀଙ୍କ ସହିତ ସମନ୍ବୟ ରକ୍ଷା ପୂର୍ବକ ନିଆଁ ଲିଭା ଏବଂ ସଚେତନତାମୂଳକ କାର୍ଯ୍ୟକ୍ରମ ଜାରି ରହିଥିବା ସେ ପ୍ରକାଶ କରିଛନ୍ତି। ବିଜେପି ପ୍ରତିନିଧି ମଣ୍ଡଳୀ ଶିମିଳିପାଳ ନିଆଁ ସମ୍ପର୍କିତ ବିଭିନ୍ନ ତଥ୍ୟ ପଚାରି ବୁଝିଥିବା ସେ ସୂଚନା ଦେଇଥିଲେ। 

 

Leave A Reply

Your email address will not be published.