ଗାଇସିଲେଟ ରେ ବିଜେପି ର ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ

0 2

ପଦ୍ମପୁର:- ବରଗଡ ଜିଲ୍ଲା ଗାଇସିଲେଟ ବ୍ଳକ ଅନ୍ତର୍ଗତ ବିଜେପିର ଯୋନ-୧ ଗୁଦେରପାଲି ମଣ୍ଡଳର ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି l ସଭାପତି ବିପିନ ବିହାରୀ ସାହୁ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟଅତିଥି ଭାବେ ବିଧାୟକ ପ୍ରାର୍ଥୀ ଶ୍ରୀମାନ ସନତ ଗଡତିଆ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ମଦନ ଦୀପ,ଜିଲ୍ଲା କୋର୍ କମିଟି ସଦସ୍ୟ ପ୍ରବୀଣ କୁମାର ପାଣିଗ୍ରାହୀ, ଜିଲ୍ଲାପରିଷଦ ସଦସ୍ୟା ସସ୍ମିତା ଡନସନା,ଜିଲ୍ଲା କୃଷକ ମୋର୍ଚ୍ଚା ଉପସଭାପତି ଘନଶ୍ୟାମ ସାହୁ,  ପ୍ରସାଦ ଗୁରୁ, ଆନନ୍ଦ ମଠାରୀ,ଝସକେତନ ସାହୁ ପ୍ରମୁଖ ଯୋଗଦାନ କରି ଆଗାମୀ ଭବିଷ୍ୟତ ର କାର୍ଯ୍ୟପନ୍ଥା ଉପରେ ବିଶଦ ଭାବେ ଆଲୋଚନା କରିବା ସଙ୍ଗେ ସଙ୍ଗେ ଆଗାମୀ ଦିନରେ ସଂଗଠନ କୁ  ତୃଣମୂଳ ସ୍ତରରୁ ମଜଭୁତ କରିବାକୁ ଆହ୍ୱାନ ଦିଆଯାଇଥିଲା l

Leave A Reply

Your email address will not be published.