ବନବିଭାଗ ନର୍ଥ ଡିଭିଜନ ପକ୍ଷରୁ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ।

0 2

କଳାହାଣ୍ଡି/ତୁଳମଣି ନାଗ:  ନର୍ଥ ଡିଭିଜନ ବନ ବିଭାଗ ଭବାନୀପାଟଣା ପକ୍ଷରୁ ଶୁକ୍ରବାର ଦିନ ନର୍ଥ ଡିଭିଜନ ଡି.ଏଫ୍.ଓ.ନୀତିଶ କୁମାରଙ୍କ ନିର୍ଦ୍ଦେଶ କ୍ରମେ ହେରାଟେକା, ଗଣ୍ଡ ବନ୍ଦୋପଲା, ଆମପଡ଼ା, ଡ଼ାଳଗୁମା , ଡାକିବଣ୍ଡେଲ ଗ୍ରାମ ମାନଙ୍କ ଠାରେ ଜଙ୍ଗଲ ସୁରକ୍ଷା ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଫରେଷ୍ଟର ଡମ୍ବରୁ ଧର ପ୍ରଧାନ, ଜଙ୍ଗଲ ସୁରକ୍ଷା କର୍ମୀ ରଜନୀ କାନ୍ତ ମେହେର, ଭାଗବତ ବେହେରା, ପ୍ରଶାନ୍ତ  ଠାକୁର ଉପସ୍ଥିତ ରହି ପ୍ରତିଭା ନୃତ୍ୟ ଗୋଷ୍ଟି ଦ୍ୱାରା  ଗ୍ରାମବାସୀମାନଙ୍କୁ ସଚେତନ କରିଛନ୍ତି।

Leave A Reply

Your email address will not be published.