ଉଦୟନାଥ ଫର୍ଣ୍ଣିଚରର ୧୭ତମ ଲକି ଡ୍ର ଉଠାଣ 

0 2

ପଦ୍ମପୁର :- ପଦ୍ମପୁର ସହର କପସିଲା ରୋଡ଼ସ୍ଥିତ ଉଦୟନାଥ ଫର୍ଣ୍ଣିଚର ତରଫରୁ ଆରମ୍ଭ ହୋଇଥିବା ମାସିକ କିସ୍ତି ଯୋଜନାର ୧୭ତମ ଲକି ଡ୍ର’ ଉଠାଣ ଆଜି ସଂଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉଠାଣର ବିଜେତା ହେଉଛନ୍ତି ବରଗଡ଼ର ମୋହିତ ଭୋଇ ।

         ଏହି ଉଠାଣ କାର୍ଯ୍ୟକ୍ରମରେ ରୋହିତ କୁମାର ପଟ୍ଟନାୟକ, ରଶ୍ମି ରଞ୍ଜନ ଖୁଣ୍ଟଲା, ବିଭୂତି ରଞ୍ଜନ ଦାସ, ସନ୍ତୋଷ କୁମାର ବାରିକ ଓ ତୁଳାରାମ  ବଢ଼ାଇ ଉପସ୍ଥିତ ଥିଲେ ।

Leave A Reply

Your email address will not be published.