ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି: ନେତାଜୀଙ୍କ ୧୨୫ତମ ଜନ୍ମବାର୍ଷିକୀ ଉତ୍ସବ ଆରମ୍ଭ

ନେତାଜୀ ଭାରତମାତାର ଅମୂଲ୍ୟ ରତ୍ନ - ମୁଖ୍ୟମନ୍ତ୍ରୀ କଟକ ନେତାଜୀ ବସ୍‌  ଟର୍ମିନାଲର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର (ଶାସକ ପ୍ରଶାସକ) ଆଜି  ଭାରତୀୟ ମୁକ୍ତି ସଂଗ୍ରାମର ମହାନ୍‌ ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ପବିତ୍ର ଜନ୍ମ ଦିବସ । ଆଜିଠାରୁ ସାରା ଦେଶରେ…

ଦୁଇ ମହାନାୟକଙ୍କୁ ମୁଖ୍ୟମନ୍ତ୍ରୀ ଜଣାଇଲେ ଶ୍ରଦ୍ଧାଞ୍ଜଳି 

ଭୁବନେଶ୍ୱର (ଶାସକ ପ୍ରଶାସକ)ଭାରତୀୟ ସ୍ୱାଧୀନତା ସଂଗ୍ରାମର ଦୁଇ ଅଦମ୍ୟ ମହାରଥୀ ତଥା ସ୍ୱତନ୍ତ୍ରତା ଯୁଦ୍ଧର ମହାନାୟକ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କୁ ସେମାନଙ୍କ ପୁଣ୍ୟ ଜନ୍ମତିଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଣାଇଛନ୍ତି ଶ୍ରଦ୍ଧାଞ୍ଜଳି |  ନେତାଜୀଙ୍କ…

କିନ୍ନର ସମାଜ ପାଇଁ ଉଦାହରଣ ସୃଷ୍ଟି କଲେ ପୂଜା କିନ୍ନର, ରେଢ଼ାଖୋଲ ପରିଷଦ କାର୍ଯ୍ୟାଳୟରେ ପାଇଲେ ନିଯୁକ୍ତି । 

ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି ) ନାରୀଙ୍କୁ ସଶକ୍ତ କରିବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା  କରାଯାଇଛି, ପୁରୁଷ ଓ ମହିଳାଙ୍କ ଭଳି କିନ୍ନର ମାନେ ମଧ୍ୟ କୋୖଣସି କମରେ କମ ନୁହଁନ୍ତି ଏହି ପରିପ୍ରେକ୍ଷୀରେ | ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବିଂଜ୍ଞାପିତ ଅଞ୍ଚଳ ପରିଷଦରରେ ସହରାଞ୍ଚଳ…

ସାର , ଟିକେ ମଣିଷ ପଣିଆ ଦେଖେଇ ଥିଲେ ହେଇନଥାନ୍ତା !!!!

 ଟିକେ ଗାଡ଼ିରୁ ଓହ୍ଲାଇ ପିଲାଟିର ଭଲମନ୍ଦ ବୁଝିଥିଲେ କଣ ଯୁଗ ଓଲଟି ପଡିଥାନ୍ତା !!!  ବାଇକ ଚାଳକ ଏବଂ ପଦ୍ମପୁର ତହସିଲଦାର କାର ମଧ୍ୟରେ ଦୁର୍ଘଟଣା ପଦ୍ମପୁର- ପଦ୍ମପୁର ଆରଆଇ ଅଫିସ ସମ୍ମୁଖରେ ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଜଣେ ବାଇକ ଚାଳକ ଏବଂ ପଦ୍ମପୁର ତହସିଲଦାର ନିଜେ ଚଲାଉଥିବା କାର…

ଖୁସି ଖବର : ଜନ୍ମ ନେଲା “ଓଡ଼ିଆ”, ଲକ୍ଷ ହେଲା ଓଡ଼ିଆଙ୍କୁ ଚିକିତ୍ସା ସେବାରେ ସହାୟତା 

ଓଡ଼ିଶା ଲୋକଙ୍କୁ ଚିକିତ୍ସା ଯୋଗାଇବାକୁ ବିଶ୍ୱସ୍ତରରେ ହାତ ମିଳାଇଲେ ପ୍ରବାସୀ ଓଡ଼ିଆ ଡାକ୍ତରମାନେ  ଗଠିତ ହେଲା ଓଡ଼ିଆ- "ଓଡ଼ିଶା ଡକ୍ଟର୍ସ ଇଣ୍ଟରନ୍ୟାସନାଲ ଆସୋସିଏସନ" ଅଭିନେତା ସବ୍ୟସାଚୀଙ୍କ ସହିତ ମିଶି ଓଡ଼ିଶାରଲୋକଙ୍କୁ କରିବେ ସ୍ୱେଚ୍ଛାକୃତ ସହାୟତା  ଭୁବନେଶ୍ୱର…

ବିଭିନ୍ନ ସମସ୍ୟା ଓ ସମାଧାନକୁ ନେଇ “ଦଶମ” ଜିଲ୍ଲା ପରିଷଦ ବୈଠକ

ବଲାଙ୍ଗୀର/ ନିରୋଜ ମିଶ୍ର : ବଲାଙ୍ଗୀର ସ୍ଥାନୀୟ ସାର୍କିଟ ହାଉସ ପରିସରରେ ଜିଲ୍ଲା ସ୍ଥରୀୟ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଟିତ ହୋଇଯାଇଛି। ପିଡ଼ି ଡ଼ିଆର, ଡିଏ ଙ୍କ ତତ୍ୱାବଧାନରେ ଆୟୋଜିତ ହୋଇଥିବାବେଳେ ବଲାଙ୍ଗୀର ଜିଲ୍ଲା ପାଳ ଚଞ୍ଚଲା ରାଣା ଙ୍କ ସଭାପତିତ୍ୱ ରେ ସଭା ପରିଚଲନା ହୋଇଥିଲା।…

ଜିଲ୍ଲାକୁ ଆଉ ୩୦ ଲକ୍ଷ କ୍ବିଣ୍ଟାଲ ଧାନକିଣା ଟାର୍ଗେଟ ଦେବାକୁ ଦାବି କଲେ କଲିକେଶ

ଏପଟେ ଚାଷୀଙ୍କ ପାଖରେ ଟୋକନ ଅଛି, ସେପଟେ ଜିଲ୍ଲାର ଟାର୍ଗେଟ ସରିଯାଇଛି  ବଲାଙ୍ଗୀର/ ନିରୋଜ ମିଶ୍ର : ବଲାଙ୍ଗୀର ଜିଲ୍ଲାରେ ଚଳିତ ବର୍ଷ ୩୦ଲକ୍ଷ କ୍ବିଣ୍ଟାଲ ଧାନ କିଣାଯାଇଛି । କିନ୍ତୁ  ଚାଷୀଙ୍କ ପାଖରେ ବହୁ ପରିମାଣରେ ଧାନ ରହିଛି । ତେଣୁ ଜିଲ୍ଲାକୁ ଆଉ ୩୦ ଲକ୍ଷ କ୍ବିଣ୍ଟାଲ ଧାନକିଣା…

ହାତୀ ଉପଦ୍ରବରେ ଅତିଷ୍ଠ ଗ୍ରାମବାସୀଙ୍କ ଦ୍ୱାରା  ଜାତୀୟ ରାଜପଥ ଅବରୋଧ । 

ବିଧାୟିକାଙ୍କୁ ଚଲାଇ ବୁଲି ଦେଖାଇଲେ କ୍ଷୟକ୍ଷତିର ପରିମାଣ ।  ବାରିପଦା/ଦିଲ୍ଲିପ ମହାନ୍ତି;ହାତୀ ଉପଦ୍ରବ ରେ ଅତିଷ୍ଠ ହଇ ଗ୍ରାମବାସୀଙ୍କ ଦ୍ୱାରା ରାସ୍ତା ଅବରୋଧ । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ କରଞ୍ଜିଆ ବିଧାୟିକା ବାସନ୍ତୀ ହେମ୍ବ୍ରମ । ଉତ୍ୟକ୍ତ ଲୋକେ ବିଧାୟିକାଙ୍କୁ ଚଳାଇ ଚଳାଇ…

ଶିଶୁ ସମ୍ପର୍କ ଯାତ୍ରାରେ ସଚେତନତା ସୃଷ୍ଟି କଲେ ସଂଗଠନ। 

ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ା ଜିଲ୍ଲାର ଡିସିପିୟୁ କାର୍ଯ୍ୟାଳୟରେ ଶିଶୁ ମଙ୍ଗଳ ସମିତି ତରଫରୁ ଶିଶୁ ସମ୍ପର୍କ ଯାତ୍ରା ପରିପ୍ରେକ୍ଷୀରେ ପୃଷ୍ଠପୋଷକ ସହାୟତା ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଶିଶୁ ସୁରକ୍ଷା ଅଧିକାରୀ ପ୍ରିୟଙ୍କା ସାମଲ ସ୍ବାଗତ ଭାଷଣ ଦେଇଥିବା ବେଳେ ଜିଲ୍ଲା…

ବାପରେ କି ରାଗ , ଘୁ.ଉଦୟଗିରି ପୁଲିସ ଦ୍ୱାରା ହେଲମେଟ ଯାଞ୍ଚ ବେଳେ ଉତ୍ତେଜନା

http://www.youtube.com/watch?v=gXDmZa04rlk  କାର୍ଯ୍ୟରତ ମହିଳା ପୁଲିସ ଏସଆଇ ଯୁବକଙ୍କ ମୋବାଇଲ ଝାମ୍ପି ନେଇ ଥିବା ଅଭିଯୋଗ ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ) : ସରକାରଙ୍କ ଆଇନ ପ୍ରଣୟନ ପରେ ଘୁ.ଉଦୟଗିରି ପୁଲିସ ଦ୍ୱାରା ହେଲମେଟ, ଇନ୍ସୁରାନ୍ସ ଏବଂ ଗାଡ଼ି କାଗଜ ପତ୍ର ଯାଞ୍ଚ କୁ…