ବିଜୁ ଜନତାଦଳ ପକ୍ଷରୁ ୧୨୧ ୟୁନିଟ ରକ୍ତ ସଂଗ୍ରହ ।    

3

 ସମ୍ବଲପୁର (ରମାକାନ୍ତ ବିଶ୍ୱାଳ) :  ବିଜୁ ଯୁବ ଜନତା ଦଳ ସମ୍ବଲପୁର ମହାନଗର ପକ୍ଷରୁ ସଭାପତି ନିଶାନ୍ତ ବହିଦାରଙ୍କ ନେତୃତ୍ବରେ ଆୟୋଜିତ ରକ୍ତଦାନ ଶିବିରରେ ୧୨୧ୟୁନିଟ ରକ୍ତ ସଂଗ୍ରହ କରାଯାଇଛି। ଏହି ଶିବିରରେ ସମ୍ବଲପୁର ପର୍ଯ୍ୟବେକ୍ଷକ ନଳିନି ପ୍ରଧାନ, ରେଢାଖୋଲ ବିଧାୟକ ରୋହିତ ପୂଜାରୀ, ପୂର୍ବତନ ବିଧାୟିକା ରାସେସ୍ବରୀ ପାଣିଗ୍ରାହୀ, ଜିଲ୍ଲା ସଭାପତି ସିଦ୍ଧାର୍ଥ ଦାସ, ଜିଲ୍ଲା ମୋ-ପରିବାର ସଂଯୋଜିକା କବିତା ପୁରୋହିତ, ଜିଲ୍ଲା କୃଷକ ସଭାପତି ଆନନ୍ଦ ଜେନା, ମହାନଗର ସଭାପତି ପ୍ରଫୁଲ୍ଲ ଦାସ, ଶ୍ରମିକ ନେତା ଗୋକୁଳ ମେହେର, ପୂର୍ବତନ ଜିଲ୍ଲା ସଭାପତି ତଥା ସମ୍ବଲପୁର ବାର୍ ସଭାପତି ପ୍ରମୋଦ ରଥ, ରାଜ୍ୟ ବିଜୁ ଯୁବ ସାଧାରଣ ସମ୍ପାଦକ ହୀରାଲାଲ୍ ବେହେରା, ରାଜ୍ୟ ଯୁବ ସାଧାରଣ ସମ୍ପାଦକ ସତୀଶ ବିଶି, ରାଜ୍ୟ ସମ୍ପାଦକ ମନୋଜ ମହାପାତ୍ର, ରାଜ୍ୟ ଯୁଗ୍ମ ସମ୍ପାଦକ ଧର୍ମରାଜ ମରେଈ, ସୁରେଖା ସାହୁ, ଦୁଲାଲ ଚନ୍ଦ୍ର ରାୟ, ମାୟାଧର ଜେନା,ପ୍ରଦୋଷ ମହାନ୍ତି,କୃଷ୍ଣକାନ୍ତ ପାଣ୍ଡେ, ଡୋଳା ମଣି ରାଉତ, ଅନୀଲ ଦାସ, ଭୋଳା ନାୟକ, କପିଳ ତାଣ୍ଡି, ନୋନୋଜ ନାଥ, ସୂରଜ ବିଶ୍ବାଳ, ମମତା ପଣ୍ଡା, ରବିନ୍ଦ୍ର ସିଂ, ସୁରେନ୍ଦ୍ର ବିଶ୍ବାଳ, ଜିଲ୍ଲା ଯୁବ ଆଇ.ଟି ସଂଯୋଜକ ଚିତ୍ତରଞ୍ଜନ ରାଉଳ, ଜିଲ୍ଲା ଯୁବ ଉପସଭାପତି ଅମିତାଭ ପରିଡା, ଜିଲ୍ଲା ଯୁବ ସମ୍ପାଦକ ମଞ୍ଜୁ ଓରାମ, ଜିଲ୍ଲା ଯୁବ ସମ୍ପାଦକ ପ୍ରଶାନ୍ତ ଥାପା, ଜିଲ୍ଲା ଛାତ୍ର ଉପସଭାପତି ଅଫ୍ସାନା ବେଗମ, ଜିଲ୍ଲା ଛାତ୍ର ଆଇ. ଟି. ସଂଯୋଜକ ଜ୍ୟୋତ୍ସ୍ନା ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । 

 

Leave A Reply

Your email address will not be published.