Sign in
Sign in
Recover your password.
A password will be e-mailed to you.
ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କଲେ ମନ୍ତ୍ରୀ ରଘୁନନ୍ଦନ
ନେଲେ ସମୀକ୍ଷା ବୈଠକ, ଜିଲ୍ଲାରେ ଜନସେଚନ ସୁବିଧା ବୃଦ୍ଧି ଉପରେ ଦେଲେ ଗୁରୁତ୍ୱ
ନବରଙ୍ଗପୁର(ଶାସକ ପ୍ରଶାସକ): ରାଜ୍ୟ ଜଳ ସମ୍ପଦ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ତାଙ୍କର ନବରଙ୍ଗପୁର ଜିଲ୍ଲା ଗସ୍ତ ପରିପ୍ରେକ୍ଷୀରେ ପୂର୍ବାହ୍ନରେ ଜିଲ୍ଲାର ବିଭିନ୍ନ ଜଳସେଚନ…
ଝାରବନ୍ଧ ଠାରେ ବ୍ରାହ୍ମଣ ସମାଜର ବାର୍ଷିକ ସଭା।
ଝାରବନ୍ଧ-ମନୋହର ଦାଶ-ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ରେ ବ୍ରାହ୍ମଣ ସମାଜ ର ଅଷ୍ଟଦଶ ବାର୍ଷିକ ଅଧିବେଶନ ଓ ନୂତନ ଗାୟତ୍ରୀ ମଣ୍ଡପ ର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଆଞ୍ଚଳିକ ବ୍ରାହ୍ମଣ ସମାଜ ର ସଭାପତି ଝସକେତନ ନନ୍ଦ ଙ୍କ ଅଧ୍ୟକ୍ଷତା ଏବଂ କାର୍ଯ୍ୟକାରୀ ସଭାପତି…
ଅକ୍ଷୟ ପରିଜା ପ୍ରଡକ୍ସନର ମେଗା ଧାରାବାହିକ ‘କେମିତି କହିବ କହ’
ଓଡ଼ିଆ ଟେଲିଭିଜନ ଜଗତରେ ଚହଳ ସୃଷ୍ଟି କରିଥିବା ଅକ୍ଷୟ ପରିଜା ପ୍ରଡକ୍ସନର ନୂଆ ମେଗା ଧାରାବାହିକ 'କେମିତି କହିବି କହ' ଜାନୁଆରୀ 25 ତାରିଖରୁ ପ୍ରସାରଣ ଆରମ୍ଭ କରିବ | ଜୀ-ସାର୍ଥକରେ ପ୍ରସାରିତ ହେବାକୁ ଥିବା ଏହି ବ୍ୟୟବହୁଳ ମେଗା ଧାରାବାହିକ ପ୍ରଥମ ଥର ପାଇଁ ଏକ ପୂର୍ଣ୍ଣାଙ୍ଗ ଚଳଚ୍ଚିତ୍ରର…
ଓଡ଼ିଶା ମୋଟର ଚାଳକ ସଂଘ ପକ୍ଷରୁ ‘ସଡ଼କ ସୁରକ୍ଷା ମାସ’ ପାଳନ।
ଝାରସୁଗୁଡ଼ା :(ସୁଭାଷ ସହାରେ) -ଓଡ଼ିଶା ମୋଟର ଚାଳକ ସଂଘ ପକ୍ଷରୁ ଆଜି ରେଳବାଇ ଓଡ଼ିଆ ସାଂସ୍କୃତିକ ସଂଘ ହଲଠାରେ ସଡ଼କ ସୁରକ୍ଷା ମାସ ପାଳନ କରାଯାଇଥିଲା। ଏହି ଅବସରରେ ଚାଳକ ସଚେତନତା ଶିବିର ଅନୁଷ୍ଠିତ ହେବା ସଙ୍ଗେ ସଙ୍ଗେ ଚକ୍ଷୁ ପରୀକ୍ଷା କ୍ୟାମ୍ପ ମଧ୍ୟ ଆୟୋଜିତ ହୋଇଥିଲା। ଆଜିର ଏହି…
ଯୁବକଂଗ୍ରେସ ପେଟ୍ରୋଲ ଦରବୃଦ୍ଧି ପ୍ରତିବାଦରେ ଅଭିନବ ବିକ୍ଷୋଭ।
http://www.youtube.com/watch?v=nzMEP7n9xSo
ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ - ଦେଶରେ ପ୍ରତିଦିନ ହୁଁ ହୁଁ ହୋଇ ତୈଳଦର ବଡିଚାଲିଛି । ଏଣେ କେନ୍ଦ୍ର ସରକାର ତୈଳଦର ବୃଦ୍ଧି କୁ ରୋକିବାରେ ବିଫଳ ହେବା ଯୋଗୁଁ ସାଧାରଣ ଲୋକ ଏଥିପାଇଁ ଦୁର୍ଦ୍ଦଶା ଭୋଗୁଛନ୍ତି । ଏବେ ପରିସ୍ଥିତି…
ଲଇଡା ରେ ଶାମ୍ବ ଦଶମୀ ଉପଲକ୍ଷେ ବଡଦେବଙ୍କ ପୂଜା I
ସମ୍ବଲପୁର, (ରମାକାନ୍ତ ବିଶ୍ବାଲ) : ରେଙ୍ଗାଲି ବ୍ଳକ ଅନ୍ତର୍ଗତ ଲଇଡା ସ୍ଥିତ ଦେବଦୂଳ୍କଭ ମଣ୍ଡପ ରେ ଶନିବାର ଲଇଡା ଇଷ୍ଟେଟ କମିଟୀ ଆନୁକୁଲ୍ୟରେ ଷଡବଂଶୀୟ ଗୋଣ୍ଡ ସମାଜ ର ଶାମ୍ବ ଦଶମୀ ଉପଲକ୍ଷେ ବଡଦେବ ଜଙ୍ଗାଲିଙ୍ଗା ଙ୍କ ବାର୍ଷିକ ପୂଜା ଜମିଦାର ଙ୍କ ପୁଷ୍ଠପୋଷକତା ରେ ପାଳିତ ହୋଇଯାଇଅଛି…
୮ତମ ମୌଲା ଭଣଜା ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ : କରମସାନି କ୍ଲବ ବେଲପାହାଡ ଚମ୍ପିୟନ
ସମ୍ବଲପୁରରୁ ରମାକାନ୍ତ ବିଶ୍ୱାଳ : ରବିବାର ମୌଲା ଭଣଜା କ୍ଲବ କୁର୍ଲା ଆନୁକୂଲ୍ୟରେ ୮ତମ ଫୁଟବଲ ଟୁର୍ଣ୍ଣାମେଣ୍ଟ କୁର୍ଲା ସ୍କୁଲ ପାଖ ଖେଲ ପଡିଆରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ଟୁର୍ଣ୍ଣାମେଣ୍ଟରେ ଅଞ୍ଚଳର ୮ଟି ଫୁଟବଲ କ୍ଲବ ଯଥା ଆଦିବାସୀ କ୍ଲବ ରେଙ୍ଗାଲି,କରମସାନି କ୍ଲବ…
“ଗଜପତି ବିଭୂତି”ପ୍ରବନ୍ଧ ସଙ୍କଳନ ପୁସ୍ତକର ଉନ୍ମୋଚନ ଏବଂ ଗୁରୁଗୌରବ ଗୌରଚନ୍ଦ୍ର ପଣ୍ଡାଙ୍କୁ ଭବ୍ୟ…
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣୀ ସଭାଗୃହରେ ଠାରେ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଓ ଗୁରୁଗୌରବ ଗୌରଚନ୍ଦ୍ର ପଣ୍ଡାଙ୍କ "ଗଜପତି ବିଭୁତି"ପ୍ରବନ୍ଧ ସଙ୍କଳନ ପୁସ୍ତକର ଉନ୍ମୋଚିତ ହୋଇଯାଇଛି।
ସଦ୍ୟ ସମ୍ବର୍ଦ୍ଧିତ…
ମୋହନା ସାମ୍ବାଦିକ ସଂଘର ବାର୍ଷିକ ବୈଠକ ଓ କର୍ମକର୍ତ୍ତା ଚ଼ୟନ
ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମୋହନା ବ୍ଳକର କର୍ମଜୀବି ସାମ୍ବାଦିକମାନଙ୍କୁ ନେଇ ଗଠିତ ମୋହନା ସାମ୍ବାଦିକ ସଂଘ (ଏମଜେୟୂ)ର ପ୍ରଥମ ବାର୍ଷିକ ବୈଠକ ଓ ନୂତନ କର୍ମକର୍ତ୍ତା ଚୟନ ସ୍ଥାନୀୟ ଶିବ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି ।
ପୂର୍ବତନ ସଭାପତି ମିହିର…
ଜାତୀୟ ସ୍ତରରେ ମିସ୍ ଇଣ୍ତିଆ ରନର୍ସ ଅପ୍ ସମ୍ମାନିତ ଗଜପତିର ପ୍ରିୟଙ୍କାଙ୍କୁ ସମ୍ବର୍ଦ୍ଧନା
http://www.youtube.com/watch?v=hiAQ9amY-DE
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ନିକଟରେ ଗ୍ଲିଟର୍ସ ପାଜିଏଣ୍ଟ ଦ୍ବାରା ଆୟୋଜିତ ପ୍ରତିଯୋଗୀତାରେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରର ପ୍ରିୟଙ୍କା ସାହୁ ମିସ୍ ଇଣ୍ତିଆ ରନର୍ସ ଅପ୍ ହେବାର ସୌଭାଗ୍ୟ ଅର୍ଜନ କରିଥିଲେ ।
…