ଜିଲ୍ଲା ସ୍ତରୀୟ ୩୨ ତମ ସଡକ ସୁରକ୍ଷା ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ

http://www.youtube.com/watch?v=_y2Q6s36z2c  ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ  ଜିଲ୍ଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲା ସ୍ତରୀୟ ୩୨ ତମ ସଡକ ସୁରକ୍ଷା ସପ୍ତାହ ପାଳନ ଅବସରରେ ବିଭିନ୍ନ ସଚେତନତା ମୂଳକ…

ବ୍ରାହ୍ମଣ ସୀତାପୁର ଗ୍ରାମର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ “ଜାତୀୟ କନ୍ୟା ସନ୍ତାନ ଦିବସ”…

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ଜାତୀୟ କନ୍ୟା ସନ୍ତାନ ଦିବସ ପାଳନ ଅବସରରେ କେରାଣ୍ଡି ପଞ୍ଚାୟତ ସ୍ଥିତ ବ୍ରାହ୍ମଣ ସୀତାପୁର ଗ୍ରାମର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ "ସଖୀ" ୱାନଷ୍ଟପ କେନ୍ଦ୍ର ଏବଂ ଜିଲ୍ଲା ଚାଇଲଡ଼ ଲାଇନର ମିଳିତ ଆନୁକୂଲ୍ୟରେ ଜାତୀୟ କନ୍ୟା…

ସମଲେଶ୍ବରୀ ମନ୍ଦିର ଉନ୍ନୟନ  କାର୍ଯ୍ୟ ପାଇଁ  ଘର ଉଚ୍ଛେଦ ହେଉଥିବା ବିସ୍ଥାପିତ ଲୋକଙ୍କ ବିରୋଧ।

ସମ୍ବଲପୁରରୁ ରମାକାନ୍ତ  ବିଶ୍ବାଳ - ସମ୍ବଲପୁର ର ଅଧିଷ୍ଟାତ୍ରି ଦେବୀ ମାଁ ସମଲେଶ୍ବରୀ ଦେବୀଙ୍କ ମନ୍ଦିର ଉନ୍ନତିକରଣ ସହ ସୌନ୍ଦର୍ଯ୍ୟକରଣ କାର୍ଯ୍ୟା ଖୁବଶୀଘ୍ର ଆରମ୍ଭ କରାଯିବ । ଏନେଇ ରାଜ୍ୟ 5t ସଚିବ ଙ୍କ ନେତୃତ୍ବରେ ରେ ଏକ ୫ ଜଣିଆ ଟିମ ସମଲେଶ୍ବରୀ ମନ୍ଦିର ପରିଦର୍ଶନ କରି ସମିକ୍ଷା ମଧ୍ୟ…

ଉପେନ୍ଦ୍ର ଭଞ୍ଜ ସ୍ମୃତି ସମ୍ମାନରେ ପଦ୍ମପୁରର କବି ପ୍ରେମାନନ୍ଦ ବେହେରା ସମ୍ମାନୀତ

ପଦ୍ମପୁର:  ରବିବାର ଦିନ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଭଞ୍ଜଭୁମି କୁଲାଡ଼ଠାରେ ବରଗଡ଼ ଜିଲ୍ଲା ଅନର୍ଗତ ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଶିକ୍ଷକ କବି ପ୍ରେମାନନ୍ଦ ବେହେରାଙ୍କୁ ନିରବଚ୍ଛିନ୍ନ ସାହିତ୍ୟ ସାଧନା ପାଇଁ ଉପେନ୍ଦ୍ର ଭଞ୍ଜ ସାହିତ୍ୟ ସଙ୍ଗଠନ ଦ୍ବାରା "ଭଞ୍ଜ ସ୍ମୃତି…

ଉପଖଣ୍ଡ ରେ 72ତମ ସାଧାରଣତନ୍ତ୍ର ଦିବସ ପାଳିତ

ବରଗଡ :- ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡରେ କୋବିଡ଼ କଟକଣାକୁ ପାଳନ କରାଯାଇ 72ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି । ଏହି ଉପଲକ୍ଷେ ପାଇକମାଲ ଠାରେ ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀ ବିଜୟ ରଞ୍ଜନ ସିଂ ବରିହା ଜାତୀୟ ପତାକା ଉତ୍ତୋଳନ କରିଥିଲେ । ନିରାଡ଼ମ୍ବର ଭାବରେ ବ୍ଲକ…

ଗୋପପାଲିରେ ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ ।

 ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ):ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ବିଭିନ୍ନ ଅଙ୍ଗନୱାଡି କେନ୍ଦ୍ର ମାନଙ୍କରେ ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ କିଶୋରୀ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମୁର୍ଷୁଣ୍ଡି ପଞ୍ଚାୟତ…

ରାମ ମନ୍ଦିର ନିର୍ମାଣ ପାଇଁ ବୀରମହାରାଜପୁରରୁ  ନିଧି ସଂଗ୍ରହ ଅଭିଯାନ ଶୁଭାରମ୍ଭ । 

ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) : ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡ ରେ ଅଯୋଧ୍ୟାରେ ଶ୍ରୀ ରାମ ମନ୍ଦିର ନିର୍ମାଣ ସକାଶେ ନିଧି ସଂଗ୍ରହ ଅଭିଯାନ ଶୁଭାରମ୍ଭ ହୋଇଛି ।  ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା ପରେ ସୁସଜ୍ଜିତ ରଥରେ ଶ୍ରୀରାମଙ୍କୁ ସ୍ଥାପନ…

ଭଟଲି ନିର୍ବାଚନମଣ୍ଡଳୀରେ ସର୍ବଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଭିନନ୍ଦନ

ବରଗଡ :- ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାରତର ସର୍ବଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ  ଆଜି ବରଗଡ଼ ଜିଲ୍ଲା ଭଟଲି ବିଧାନ ସଭା ନିର୍ବାଚନ ମଣ୍ଡଳୀ ତରଫରୁ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂହ ଙ୍କ ଆହ୍ବାନ କ୍ରମେ ବିଜୁ ଯୁବ ଓ ଛାତ୍ର ଜନତା ଦଳର ନେତୃତ୍ଵରେ…

ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ଓ ଗବେଷଣା ପ୍ରତିଷ୍ଠାନ ଠାରେ ରାଷ୍ଟ୍ରୀୟ ଆଲୋଚନାଚକ୍ର

ବରଗଡ :- ବିଶ୍ୱ ପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ପର୍ବତର ପାଦଦେଶରେ ଅବସ୍ଥିତ ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ଓ ଗବେଷଣା ପ୍ରତିଷ୍ଠାନ ଆଜି ଆୟୁର୍ବେଦ ଶିକ୍ଷା ଓ ଚିକିତ୍ସା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରେ ବେଶ ସୁଖ୍ୟାତି ଲାଭ କରି ପାରିଛି । ପ୍ରାକୃତିକ ସୌନ୍ଦର୍ଯ୍ୟ ରେ ଭରପୁର…

“ଦୟାକରି ଆମକୁ ଆଉ ମାନସିକ ଯନ୍ତ୍ରଣା ଦିଅନ୍ତୁ ନାହିଁ “

ଚାଷୀ ମୃତ୍ୟୁକୁ ନେଇ ଚାଲିଛି ଅପପ୍ରଚାର ଓ ରାଜନୈତିକ ରୁଟି ସେକା! ପତ୍ରଲେଖି ଅନୁରୋଧ କଲେ ମୃତ ଚାଷୀଙ୍କ ଭାଇ   ଶାସକ ପ୍ରଶାସକ ପ୍ରତିନିଧି କେବଳ ଆମସହ କଥା ହୋଇଛନ୍ତି  ବିଭିନ୍ନ ଗଣମାଧ୍ୟମରେ ବାହାରୁଛି ବିଭ୍ରାନ୍ତିକର ରିପୋର୍ଟ   ବରଗଡ(ଗୌରାଙ୍ଗ ଚରଣ ଦାସ) :-…