Sign in
Sign in
Recover your password.
A password will be e-mailed to you.
ସହରର ପରିମଳ ଓ ଅଭିଯୋଗ ଶୁଣାଣି ବ୍ୟବସ୍ଥା ଅଧିକ ବ୍ୟବସ୍ଥିତ କରିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ
ରାୟଗଡ(ସରୋଜ କୁମାର ସାହୁ) :ରାୟଗଡ଼ ଜିଲ୍ଲାପାଳ ତଥା ପୌରପରିଷଦର ଅଧ୍ୟକ୍ଷ ଶ୍ରୀ ସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ସ୍ଥାନୀୟ ଅଶୋକ କଲ୍ୟାଣ ମଣ୍ଡପ ଠାରେ ବ୍ୟବସାୟିକ ସମ୍ପ୍ରଦାୟ ଏବଂ ଆପାର୍ଟମେଣ୍ଟ ମାଲିକ ମାନଙ୍କ ସହିତ ଅନୁଷ୍ଠିତ ହୋଇଥିଲା l ପୌର ନିର୍ବାହୀ ଅଧିକାରୀ ଶ୍ରୀ…
ପୁରୀ ଜିଲ୍ଲା କଂଗ୍ରେସ ସେବା ଦଳ ପକ୍ଷରୁ ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ପାଳନ
ପୁରୀ: ଶନିବାର ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ପାଳିତ ହୋଇଯାଇଛି । ସ୍ଥାନୀୟ କଂଗ୍ରେସ ଭବନରେ ଗାନ୍ଧୀଙ୍କ ୭୩ ତମ ତିରୋଧାନ ଦିବସ ଉପଲକ୍ଷେ ଏକ ରକ୍ତଦାନ ସିବିର ଅନୁଷ୍ଠିତ ହୋଇଥିଲା ।
ପ୍ରଥମେ ଜିଲ୍ଲା କଂଗ୍ରେସର ବହୁ କର୍ମକର୍ତ୍ତା ଗାନ୍ଧୀଘାଟ ଯାଇ ଗାନ୍ଧିଜୀଙ୍କୁ…
ଶିକ୍ଷୟତ୍ରୀଙ୍କୁ ଛୁରୀ ମାରି ନିଜ ବେକ କାଟିଲେ ଯୁବକ
ଛଡାଛଡିରେ ଆହତ ହେଲେ ତିନିଜଣ
ନୟାଗଡ଼(ବିଶ୍ୱଜିତ ନାୟକ) -ନୟାଗଡ଼ ଶରଣକୁଳ ଥାନା ଅନ୍ତର୍ଗତ ଗୋଡିପଡା ଠାରେ ଦେଖିବାକୁ ମିଳିଛି ଯୁବକଙ୍କ ଉନ୍ମତ କାଣ୍ଡ । ଶିକ୍ଷୟତ୍ରୀ ଙ୍କୁ ଘର ଭିତରେ କୌଣସି କାରଣରୁ ଛୁରାମାଡ କରି ନିଜ ବେକ ନିଜେ କାଟିଛନ୍ତି ଯୁବକ ଜଣକ। ଉଭୟଙ୍କୁ ଗୁରୁତର ଅବସ୍ଥାରେ…
ବୁଲିଲା ନଵୀନ ଖଣ୍ଡା, ଦୁର୍ନୀତିଗ୍ରସ୍ତ-ଅପାରଗ ବିନା ଖୁରରେ ନଣ୍ଡା
ଆଉ ୯ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର, ସଂଖ୍ୟା ପହଞ୍ଚିଲା ୧୧୩
ଭୁବନେଶ୍ବର(ଶାସକ ପ୍ରଶାସକ) : ଦୁର୍ନୀତି ଓ ଅପାରଗ ଅଧିକାରୀଙ୍କ ବିରୁଦ୍ଧରେ ରାଜ୍ୟ ସରକାରଙ୍କର କଠୋର ଆଭିମୁଖ୍ୟ ଜାରି ରହିଛି । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅପାରଗ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ…
ଅବକାରୀ ବିଭାଗ ଚଢ଼ାଉ ମହୁଲ ପୋଚ, ବିଦେଶୀ, ଦେଶୀ ମଦ ଜବତ ସହ ୪ଗିରଫ ।
ମାଲକାନଗିରି (ବି ଶ୍ରୀନିବାସ ପାତ୍ର) ମାଲକାନଗିରି ଅବକାରୀ ସୁପରିଟେଣ୍ଡ ଅଶୋକ କୁମାର ସେଠଙ୍କ ନେତୃତ୍ୱରେ ମାଲକାନଗିରି ଓ ବାଲିମେଳା ଅବକାରି ବିଭାଗର ସମ୍ମିଳିତ ଚଢ଼ାଉ କ୍ରମେ ଗୁମ୍ମା, ବାଲିମେଳା ଓ ଚିତ୍ରକୋଣ୍ଡା ପାହାଡ଼ ନିକଟ ଢେପସାହି, ଚିତ୍ରକୋଣ୍ଡା ସହରର ବିଭିନ୍ନ ଅଂଚଳରେ ଚଢ଼ାଉ…
ବଜ୍ରକାପ୍ତା ଚୋରା ଚାଲାଣ ବେଳେ ଗ୍ରାମବାସୀ ଓ ବନବିଭାଗ ମଧ୍ୟରେ ଖଣ୍ଡଯୁଦ୍ଧ ।
ମାଲକାନଗିରି (ବି ଶ୍ରୀନିବାସ ପାତ୍ର) ବନ ବିଭାଗ ଦ୍ୱାରା ବଜ୍ରକାପ୍ତା ଉଦ୍ଧାର ବେଳେ ବନ କର୍ମଚାରୀଙ୍କୁ ସଙ୍ଘବଦ୍ଧ ଆକ୍ରମଣ । ମାଲକାନଗିରି ଜିଲ୍ଲା ନାମକୋଣ୍ଡା ଗାଁ ରେ ଜଣେ ବ୍ୟକ୍ତିଙ୍କ ଧାନ ଖଳାରେ ବଜ୍ରକାପ୍ତାକୁ ରଖିଥିବା ଖବର ପାଇ ମାଲକାନଗିରି ରେଞ୍ଜରଙ୍କ ନେତୃତ୍ତ୍ବରେ ୧୫ ଜଣ…
ବାଇକକୁ ଧକ୍କା ଦେଲା ହାଇଓ୍ବା, ବାଇକ ଚାଳକ ଗୁରୁତର ଏବଂ ହାଇଓ୍ବା ଡ୍ରାଇଭର ଫେରାର ।
ପଦ୍ମପୁର- ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନା ବିଜାଡିହି ଛକଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଡମ୍ଫର ଧକ୍କାରେ ବାଇକ ଆରୋହୀ ଗୁରୁତର । ସୂଚନା ଅନୁସାରେ ଏକ ବାଇକରେ ଜଣେ ଯୁବକ ବିଜାଡିହି ଗ୍ରାମରୁ ପଦ୍ମପୁର ଅଭିମୁଖେ ଆସୁଥିଲେ । ବିଜାଡିହି ମୁଖ୍ୟ ଛକ ତଥା ବିଜୁ ଏକ୍ସପ୍ରେସ ଓ୍ବେ କୁ ଆସିବା…
ଗାଇସିଲାଟ ବ୍ଳକ ବିଜେଡିର ପୂର୍ବତନ ବ୍ଳକ ସଭାପତିଙ୍କ ଦେହାନ୍ତ
ପଦ୍ମପୁର-ବରଗଡ଼ ଜିଲ୍ଲା ବିଜେପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗାଇସିଲାଟ ବ୍ଳକ ବିିଜେଡି ପୂର୍ବତନ ବ୍ଳକ ସଭାପତିଙ୍କ ଆଜି ଦେହାନ୍ତ ହୋଇଛି । ଗତ କିଛି ଦିନ ତଲେ ତାଙ୍କର କାର ଦୁର୍ଘଟଣା ହୋଇଥିଲା ସେ ବରଗଡ଼ର ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଥିଲେ । ଆଜି ଚିକିତ୍ସିତ ଅବସ୍ଥାରେ ତାଙ୍କର…
୫୦ ଘର ଭାଙ୍ଗି ଝାଡଖଣ୍ଡ ଅଂଚଳର ଅନୁପ୍ରବେଶକାରୀଙ୍କୁ ହଟାଇଲା ପ୍ରଶାସନ
ରେଢାଖୋଲ ଉପଖଣ୍ଡ ସ୍ୱତନ୍ତ୍ର ପ୍ରତିନିଧି ଶ୍ରୀୟାସ୍ମିତା ସାମଲ : ସମ୍ବଲପୁର ଜିଲ୍ଲା ରେଢାଖୋଲ ଉପଖଣ୍ଡର କିସିଣ୍ଡା ଥାନା ମାଛୁଡିହି ନିକଟସ୍ଥ ଲଣ୍ଡାକୋଟ ଜଙ୍ଗଲରେ ଅନୁପ୍ରବେଶକାରୀମାନେ ଘର କରି ରହିବା ଓ ଶହ ଶହ ଜଙ୍ଗଲ କାଟି ଜଙ୍ଗଲ ନଷ୍ଟ କରିଥିବାରୁ ଆଜି ଜେସିବି ଲଗାଇ ଅନୁପ୍ରବେଶ କାରୀଙ୍କର…
ମନ୍ତ୍ରୀ ପ୍ରତାପ ଜେନାଙ୍କ ଦ୍ୱାରା ୧୮ କୋଟି ଟଙ୍କା ବ୍ୟୟରେ ନିର୍ମିତ କୁସୁପୁର ସେତୁ ଲୋକାର୍ପିତ !
ମାହାଙ୍ଗା (ଶାସକ ପ୍ରଶାସକ ): କୁସୁପୁର-ସିପୁରା ପୂର୍ତ୍ତ ସଡକର ବିରୂପା ନଦୀ ଉପରେ ୧୮ କୋଟି ଟଙ୍କା ବ୍ୟୟରେ ନିର୍ମିତ ନୂତନ ସେତୁ ଆଜି ପଞ୍ଚାୟତିରାଜ, ପାନୀୟଜଳ, ଗୃହ ନିର୍ମାଣ-ନଗର ଉନ୍ନୟନ ତଥା ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଦ୍ୱାରା ଲୋକାର୍ପିତ ହୋଇଛି l
ବାଲିଚନ୍ଦ୍ରପୁର ଠାରୁ ଏକ…