ଜାତୀୟ କନ୍ୟା ସନ୍ତାନ ସପ୍ତାହ–୨୦୨୧ ପାଳନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜାତୀୟ କନ୍ୟା ସନ୍ତାନ ସପ୍ତାହ ପାଳନ ଅବସରରେ ପାରଳାଖେମୁଣ୍ଡି ସ୍ଥିତ ବଡ଼ ବ୍ରାହ୍ମଣ ସାହିରେ "ଆକାଂକ୍ଷା" ମହିଳା ସଂଗଠନ ତରଫରୁ ଜାତୀୟ କନ୍ୟା ସନ୍ତାନ ସପ୍ତାହ--୨୦୨୧ ପାଳିତ ହୋଇଯାଇଛି।  "ଆକାଂକ୍ଷା" ମହିଳା ସଂଗଠନ  ସମ୍ପାଦୀକା ଶ୍ରୀମତି…

ହାତୀ ଉପଦ୍ରବ : ରାତିହେଲେ ନିଦ ହଜିଯାଉଛି ମୁଂଢ଼େର ବାସୀଙ୍କର

 ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ-  ପୁଣି ଦନ୍ତା ଆତଙ୍କରେ ଭୟଭୀତ ମୁଂଢ଼େର ଅଂଚଳ । ସମ୍ଵଲପୁର ମୁଂଢ଼େରରେ ହାତୀ ଆତଙ୍କ ଯୋଗୁଁ ଅଞ୍ଚଳବାସୀ ଭୟଭୀତ। ବାରମ୍ବାର ଅଭିଯୋଗ ସତ୍ତ୍ୱେ ବନବିଭାଗ ଚୁପ।    ରାତିହେଲେ ନିଦ ହଜିଯାଉଛି ମୁଂଢ଼େର ବାସୀଙ୍କର। ଏପରିକି ଘରେ ଖିଆ ପିଆ ମଧ୍ୟ ବନ୍ଦ ହେଇଯାଉଛି।…

 ବିଜେପି ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ ଘେରାଓ।

ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ:  ରାଜ୍ୟରେ ବିଭିନ୍ନ ଧାନ ମଣ୍ଡିରେ ଥିବା ଅବ୍ୟବସ୍ଥା ସହ ଚାଷୀ ଙ୍କ ଧାନ ନ ଉଠିବା ପ୍ରସଙ୍ଗରେ ପୁଣି ବିଜେପି  ଆରମ୍ଭ କରିଛି ଆନ୍ଦୋଳନ । ପଶ୍ଚିମ ଓଡ଼ିଶାର ପାଞ୍ଚ ଲୋକସଭା କ୍ଷେତ୍ର ସହ ବୌଦ୍ଧ ଜିଲା ରେ ମଧ୍ୟ ହେଉଛି ଏହି ଆନ୍ଦୋଳନ । ଆଜି ସମସ୍ତ ଜିଲ୍ଲାର…

ଟ୍ରକ ବାଇକ ଧକ୍କା: ବଂଚାଇଦେଲା ହେଲମେଟ

ସମ୍ବଲପୁର (ରମାକାନ୍ତ ବିଶ୍ବାଳ)-  ୫୬ ନମ୍ବର ଜାତୀୟ ରାଜପଥ ସିନ୍ଦୁରପଙ୍କ ରେଲୱେ ବ୍ରିଜ ନିକଟରେ ଟ୍ରକ ଓଆରଏ ୧୫୩୫ ଓ ଏକ ବାଇକ ମଧ୍ୟରେ ଧକ୍କା ହେବା ଫଳରେ ବାଇକ ଆରୋହୀ ଗୁରୁତର ହୋଇ ରାସ୍ତାରେ ପଡିରହିଥିଲେ ।   ଘଟଣାପରେ ରାଜପଥ ଲୋକାରଣ୍ୟ ଥିବା ଦେଖି ସେହି ରାସ୍ତାରେ ଯାଉଥିବା ୟୁଏମଏଚୟୁ…

ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ । 

ଝାରସୁଗୁଡ଼ା/ସୁବାସ ସାହରେ   -କୋଲାବିରା ତହସିଲଦାର ଗୋଲକ ବିହାରୀ ମଙ୍ଗରାଜଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ଉପଲକ୍ଷେ ଏକ ସଭା ସ୍ଥାନୀୟ ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳ ସରୋଜ କୁମାର ସାମଲ ସଭାରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପୁଷ୍ପଗୁଚ୍ଛ , ଉତ୍ତରୀୟ ଓ…

ଶହୀଦ ଦିବସ ଅବସରରେ ମାଲ୍ୟାର୍ପଣ ଓ ନୀରବ ପ୍ରାର୍ଥନା ସଭା ଅନୁଷ୍ଠିତ । 

ଝାରସୁଗୁଡ଼ା/ସୁବାସ ସାହରେ  - ଶହୀଦ ଦିବସ ଅବସରରେ ସ୍ଥାନୀୟ ସର୍କିଟ ହାଉସଠାରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ଓ ନୀରବ ପ୍ରାର୍ଥନା ସଭା ଜିଲ୍ଲାପାଳ ସରୋଜ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଜିଲ୍ଲାପାଳ ମହାତ୍ମା ଗାନ୍ଧୀଙ୍କ…

ମହିଳା ସ୍ନାତକ ମହାବିଦ୍ୟାଳୟରେ ଶହୀଦ୍ ଦିବସ , ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ…

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ +୩ ମହିଳା ମହିଳା ମହାବିଦ୍ୟାଳୟ ପରିସରରେ ମହାତ୍ମା ଗାନ୍ଧୀଙ୍କ ପବିତ୍ର ପୁଣ୍ୟତିଥିକୁ ଶହୀଦ୍ ଦିବସ ଭାବେ ପାଳନ କରାଯାଇଛି।  ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼.ରୀନା ସାହୁ ମୁଖ୍ୟ ଅତିଥି ରୂପେ…

ଓଡ଼ିଆ ମେଗା ସିରିଏଲ କ୍ରିକେଟ ଲିଗ, ଆଜି ଉଦଯାପନ ଦିବସ 

ଭୁବନେଶ୍ୱର (ଶାସକ ପ୍ରଶାସକ) : ଭୁବନେଶ୍ୱର ସ୍ଥିତ କିଟ ସ୍ପୋର୍ଟ୍ସ ଗ୍ରାଉଣ୍ଡ ଠାରେ 'ଓଡ଼ିଆ ମେଗା ସିରିଏଲ କ୍ରିକେଟ ଲିଗ' ଉଦଘାଟିତ ହୋଇଯାଇଛି | ଦ୍ବିଦିବସୀୟ ଏହି ପ୍ରତିଯୋଗିତାକୁ ଉଦଘାଟନ କରିଛନ୍ତି ଓଲିଉଡ଼ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର ଏବଂ ଅନୁ ଚୌଧୁରୀ | ସାଧାରଣତଃ ଚ୍ୟାନେଲ…

ସାରେ ପଢ଼ାଉଛନ୍ତି ସଟ୍ଟା ଖେଳର ପାଠ !

ପଦ୍ମପୁର- ବିଲେଇ ଲୁଚି ଲୁଚି କ୍ଷୀର ପିଉଛି ସତେ ଯେମିତିକା କେହି ଜାଣି ପାରୁ ନାହାଁନ୍ତି ଏବଂ ଘର ମାଲିକ ବି ପୋଷା ବିରାଡି ପରେ ସ୍ନେହ ମମତା ଦେଖାଇ ସୁରକ୍ଷା ଦେଉଛି । ଗୋଟିଏ ଟଙ୍କା ବିନିମୟରେ ଅଶି ଟଙ୍କା କାହାକୁ ବା ଲୋଭ ନାହିଁ । ଏହି ସଟ୍ଟା ଖେଲ ମାୟାରେ ପଡି ପଥଭ୍ରଷ୍ଟ ହେଉଛନ୍ତି…

ଗାନ୍ଧିଜୀଙ୍କ ତିରୋଧାନ ଦିବସ ଅବସରରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି 

ରାୟଗଡ(ସରୋଜ କୁମାର ସାହୁ) :  ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ଆବାସରରେ ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସହିଦ ଦିବସ ପାଳନ କରାଯାଇଛି l  ଏହି ଅବସରରେ ଜିଲ୍ଲାପାଳ, ରୟାଗଡ଼ ଶ୍ରୀ ସରୋଜ କୁମାର ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶରତ ଚନ୍ଦ୍ର ପଣ୍ଡା,…