Sign in
Sign in
Recover your password.
A password will be e-mailed to you.
ଆଜି ସାତ ହଜାର ମୁହାଁ ଭୁତାଣୁ , ଶତାଧିକ ନୂତନ ଆକ୍ରାନ୍ତଙ୍କ ତାଲିକାରେ ୧୮ ଜିଲ୍ଲା
ରାଜ୍ୟରେ ଏଯାବତ ମୋଟ ପଜିଟିଭ ୪୦୧୩୪୧ , ସୁସ୍ଥ ହୋଇସାରିଲେଣି ୩୫୬୦୦୩
ଭୁବନେଶ୍ୱର : ଛ ହଜାର ଉପରେ ଆଜି ବି କରୋନା | ଆଜି ପୁଣି ନୂଆ ୬୬୪୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ସେମାନଙ୍କ ମଧ୍ୟରେ ଲୋକାଲ କଣ୍ଟାକ୍ଟ ହେଉଛନ୍ତି ୨୭୯୨ ଜଣ | ସଙ୍ଗରୋଧରୁ ଚିହ୍ନଟ ହୋଇଛନ୍ତି ୩୮୫୫ ଜଣ…
କରୋନା ସଂକ୍ରମଣ ଚିନ୍ତାଜନକ : ପ୍ରବାସୀ ଶ୍ରମିକ ଓ ଅନ୍ୟ ସମ୍ପର୍କୀୟ ମାନଙ୍କ ଘରବାହୁଡା : ନାକାରେ ଯାଞ୍ଚ କଡାକଡି
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : କରୋନା ସଂକ୍ରମଣ ଗଜପତି ଜିଲ୍ଲାରେ ଏକ ଚିନ୍ତାଜନକ ପରିସ୍ଥିତିରେ ପହଞ୍ଚିଛି । କରୋନା ସଂକ୍ରମଣର ଦ୍ଵିତୀୟ ଲହର ଦେଶବ୍ୟାପୀ ଦିନକୁ ଦିନ ଉଗ୍ରରୂପ ଧାରଣ କରି ଚାଲିଥିବା ବେଳେ ଏହାର ପ୍ରଭାବ ଗଜପତି ଜିଲ୍ଲାରେ ମଧ୍ୟ ଅନୁଭୂତ ହେବାରେ ଲାଗିଛି ।
…
ମହିଳା ଓ କିନ୍ନରମାନଙ୍କ ଦ୍ୱାରା ବ୍ୟାଟେରୀ ଚାଳିତ ଯାନ ଶୁଭାରମ୍ଭ କଲେ ଜିଲ୍ଲାପାଳ
ବାରିପଦା(ଦିଲ୍ଲୀପ ମହାନ୍ତି )- ସ୍ୱଚ୍ଛତା ପରିଚାଳନା କ୍ଷେତ୍ରରେ ବାରିପଦା ପୌରପରିଷଦ ଆଉ ପାଦେ ଆଗକୁ ଅଗ୍ରସର ହୋଇ ପାରିଛି । ସହରରେ ବାର୍ଯ୍ୟବସ୍ତ ପରିଚାଳନା(ପରିମଳ) ବ୍ୟବସ୍ଥାରେ ସାମିଲ କରାଯାଇଛି ୧୦ଟି ବ୍ୟାଟେରୀ ଚାଳିତ ଯାନ । ଯାହାକୁ ପରିଚିଳିତ କରିବେ କିନ୍ନର ଓ ମହିଳା ସ୍ୱୟଇ…
ଶନିବାରଠାରୁ ମୟୂରଭଞ୍ଜ ଜିଲ୍ଲାର ସହରାଞ୍ଚଳରେ ସପ୍ତାହନ୍ତ ସଟ୍-ଡ଼ାଉନ ଆରମ୍ଭ ହେବ
ବାରିପଦା(ଦିଲ୍ଲୀପ ମହାନ୍ତି )- ଓଡ଼ିଶା ସ୍ୱତନ୍ତ୍ର ରିଲିଫ କମିଶନଙ୍କ ନିଦେ୍ର୍ଧଶ କ୍ରମେ ଶନିବାର ଓ ରବିବାର ମୟୂରଭଞ୍ଜ ଜିଲ୍ଲାର ସମସ୍ତ ସହରାଞ୍ଚଳରେ ଲାଗୁ ହେଉଛି ସପ୍ତାହନ୍ତ ସଟ୍-ଡ଼ାଉନ । ଶୁକ୍ରବାର ରାତି ୯ରୁ ଆରମ୍ଭ ହୋଇଥିବା ନାଇଟ କର୍ଫୁ୍ୟ ଶନିବାର ଦିନ ୫ ପର୍ଯ୍ୟନ୍ତ ବଳବତ୍ତର ରହିବ ।…
ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର ପିପିଲିରେ କଂଗ୍ରେସ ପ୍ରାର୍ଥୀ
ଭୁବନେଶ୍ୱର : ପୁରୀର ଜିଲ୍ଲାର ପିପିଲି ବିଧାନସଭା ନିର୍ବାଚନମଣ୍ଡଳୀ ଉପ-ନିର୍ବାଚନ ପାଇଁ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ରଙ୍କୁ କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି | କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ରଙ୍କ ପ୍ରାର୍ଥୀତ୍ୱକୁ ଅନୁମୋଦନ ଦେଇଥିବା ଏଆଇସିସି ସାଧାରଣ…
ଭଦ୍ରକ ଅବକାରୀ ବିଭାଗ ଦ୍ଵାରା ୧୦ କିଲୋ ଗଞ୍ଜେଇ ଜବତ ; ୨ ଗିରଫ ।
ଭଦ୍ରକ(ସତ୍ୟଭୂଷଣ ସ୍ୱାମୀ ): ଭଦ୍ରକ ଜିଲ୍ଲା ଅବକାରୀ ବିଭାଗ ଦ୍ୱାରା ଆଜି ୧୦ କିଲୋରୁ ଉର୍ଦ୍ଧ ପରିମାଣର ଗଞ୍ଜେଇ ସମେତ ଏକ କାରକୁ ଜବଦ କରାଇଛି । ଏହି ମାମଲାରେ ଦୁଇ ଜଣଙ୍କୁ ଗିରଫ କରାଯାଇଥିବା ବିଶେଷ ସୂତ୍ରରୁ ଜଣା ପଡ଼ିଛି । ଖବର ଅନୁଯାୟୀ ଭଦ୍ରକ ଜିଲ୍ଲା ଦେଇ ଯାଇଥିବା 16 ନମ୍ବର ଜାତୀୟ…
୯୪ ଜଣ ନବନିଯୁକ୍ତ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ
"ଗତାନୁଗତିକ ଧାରାରୁ ବାହାରକୁ ଆସି ଆଧୁନିକ ଜ୍ଞାନକୌଶଳକୁ ନିର୍ମାଣ କ୍ଷେତ୍ରରେ ବ୍ୟବହାର କରିବା ଆବଶ୍ୟକ' : ମନ୍ତ୍ରୀ
ଭୁବନେଶ୍ୱର: ଆଜି ନିର୍ମାଣ ବିଭାଗ ପକ୍ଷରୁ ୯୪ ଜଣ ନବନିଯୁକ୍ତ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯାଇଛିା ସ୍ଥାନୀୟ ଲୋକସେବା ଭବନସ୍ଥିତ…
ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ପୁନଃଆରମ୍ଭ : ଦି ମାସ ମିଳିବ ୫ କେଜି ଲେଖାଏ ଚାଉଳ
ପିଏମଜିକେଏୱାଇରେ ଦୁଇ ମାସ ପାଇଁ ୮୦ କୋଟି ଲୋକଙ୍କୁଖାଦ୍ୟାନ୍ନ ଯୋଗାଯିବା ନିଷ୍ପତି ସ୍ୱାଗତଯୋଗ୍ୟ - ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ/ଭୁବନେଶ୍ୱର– ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା(ପିଏମଜିକେଏୱାଇ) ଅଧୀନରେ ଚଳିତବର୍ଷ ମଇ ଏବଂ ଜୁନ ମାସରେ ଦେଶର ୮୦ କୋଟି ଲୋକଙ୍କୁ ମାଗଣାରେ…
ରେଢାଖୋଲରେ କୋଭିଡ ଡାକ୍ତରଖାନା ଖୋଲା ଯାଉ, ବିଜେପି ପକ୍ଷରୁ ଉପଜିଲ୍ଲାପାଳଙ୍କୁ ଦାବିପତ୍ର।
ରେଢାଖୋଲ ( ଅନିଲ କୁମାର ପୃଷ୍ଟି ) : ସମ୍ବଲପୁର ଜିଲ୍ଲା ରେଢାଖୋଲ ଉପଖଣ୍ଡ ଡାକ୍ତରଖାନାରେ ୨ ଶହ ଶଯ୍ୟା ବିଶିଷ୍ଟ ଏକ କୋଭିଡ ଡାକ୍ତରଖାନା ଖୋଲାଯାଉ ବୋଲି ରେଢାଖୋଲ ବିଜେପି ପକ୍ଷରୁ ସ୍ଥାନୀୟ ଉପଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସମଗ୍ର ଦେଶରେ କରୋନା ମହାମାରୀ ରୂପ ଧାରଣ…
ଶୁଣ୍ଢିମୁଣ୍ଢା ଛକରେ ୨ ବାଇକ ମୁହାଁମୁହିଁ ଧକ୍କା, ୨ ଯୁବକ ମୃତ ଓ ମାଆ ଗୁରୁତର।
-- ଦୁର୍ଘଟଣା ସ୍ଥଳରେ ଗୁରୁତର ମାଆ ଆଗରେ ପୁଅର ଜୀବନ ଚାଲିଗଲା।
-- ଅଞ୍ଚଳରେ ଶୋକର ଛାୟା।
ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି ) ରେଢାଖୋଲ୨୩.୦୪ ରାଞ୍ଚି- ବିଜୟୱାଡା ଜାତୀୟ ରାଜପଥ ତଥା ରେଢାଖୋଲ- ବୌଦ୍ଧ ରାସ୍ତାର ସମ୍ବଲପୁର ଜିଲ୍ଲା ରେଢାଖୋଲ ଥାନା ଅନ୍ତର୍ଗତ ରେଢାଖୋଲ ସହର ଉପକଣ୍ଠ…