Sign in
Sign in
Recover your password.
A password will be e-mailed to you.
ଲୋକାର୍ପିତ ହେଲା ହରି ଓମ ରୁରାଲ ପାର୍କ
ଝାରସୁଗୁଡ଼ା(ସୁବାସ ସାହରେ) - ହଂସମୁରା କଟାପାଲିଠାରେ ଆଜି ହରି ଓଁ ରୁରାଲ ପାର୍କ ଉଦଘାଟିତ ହୋଇଯାଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ଏହାକୁ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବରେ ବରଗଡ଼ ସାଂସଦ ସୁରେଶ ପୂଜାରୀ,ଝାରସୁଗୁଡ଼ା ଜିଲ୍ଲାପାଳ ସରୋଜ ସାମଲ…
କରୋନା ଯୁଦ୍ଧରେ ହାରିଥିବା ବ୍ୟକ୍ତିଙ୍କୁ ସାଧାରଣତନ୍ତ୍ର ଦିଵସ ପାଳନ ଉତ୍ସର୍ଗୀକୃତ କଲା ୟଙ୍ଗ ଷ୍ଟାର ଚାରିଟେବୁଲ…
ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ା :ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ୟଙ୍ଗ ଷ୍ଟାର ଚାରିଟେବୁଲ ଟ୍ରଷ୍ଟ ଭବ୍ୟ ରୂପ ରେ 72ତମ ଗଣତନ୍ତ୍ର ଦିବସ ଓ ଟ୍ରଷ୍ଟ ର ଏଗାର ତମ ସ୍ଥାପନା ଦିବସ ପାଳନ କରିବାର ଥିଲା |କିନ୍ତୁ କୋରାନା ର କରାଳ ପ୍ରକୋପ ରେ ଜୀବନ…
ଛାତ୍ର ବିଜେଡି କର୍ମକର୍ତ୍ତାଙ୍କୁ ପୁରସ୍କୃତ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର(ଶାସକ ପ୍ରଶାସକ) :- ଗତ୨୩ ରିଖ ସୋମବାର ଦିନ ବିଜୁ ଛାତ୍ର ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଉତ୍ସାହ ବାତାବରଣ ସୃଷ୍ଟି କରିବା ପାଇଁ ବିଜୁ ଜନତା ଦଳର ଲୋକାଭିମୁଖି କାର୍ଯ୍ୟ, ନବୀନ ପଟ୍ଟନାୟକ ଙ୍କ ଆଦର୍ଶ ଓ…
ମେଘପାଳରେ ଲୋକାର୍ପିତ ହେଲା ବୀର ସୁରେନ୍ଦ୍ର ସାଏ ପ୍ରମୋଦ ଉଦ୍ୟାନ
ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ: ଯୁଯୋମୁରା ବ୍ଲକର ମେଘପାଳ ଠାରେ ପଞ୍ଚାୟତ ପାର୍କର ଉଦଘାଟନ ହୋଇଯାଇଛି । ମେଘପାଳ ଗ୍ରାମ ପଞ୍ଚାୟତ ପକ୍ଷରୁ ନିର୍ମାଣ ହୋଇଥିବା ଏହି ପାର୍କ ବୀର ସୁରେନ୍ଦ୍ର ସାଏ ଗ୍ରାମୀଣ ପ୍ରମୋଦ ଉଦ୍ୟାନ ନାମରେ ନାମିତ ହୋଇଛି । ଓଡିଶା ସରକାରଙ୍କ ଉପ ମୁଖ୍ୟ ସଚେତକ ତଥା…
ରିଜର୍ଭ ଜଙ୍ଗଲରେ ବେଆଇନ ପୋଖରୀ ଖନନ : ୩ ଟ୍ରାକ୍ଟର ସହ ଜେସିବି ଜବତ ୬ ଜଣଙ୍କୁ କୋର୍ଟଚାଲାଣ ।
ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବନାଞ୍ଚଳର ସୁବଳୟା ବନଖଣ୍ଡ ଅନ୍ତର୍ଗତ ବୁଟୂଖମନ ସଂରକ୍ଷିତ ଜଙ୍ଗଲର ସେରଗେଡା ବିଟ ନିକଟରେ ବେଆଇନ ଭାବରେ ପୋଖରୀ ଖନନ କରୁଥିବା ବେଳେ ଜଙ୍ଗଲ ବିଭାଗ ଚଢାଉ କରିଥିଲା । ଏଥିରେ ତିନୋଟି…
ଗଜପତି ଜିଲ୍ଲାର ଯୁବ କଳାକାର ନରସିଂହ ଚରତିଙ୍କୁ ଜାତୀୟ କଳା ତିଳକ ସମ୍ମାନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ୨୦୨୧ ଜାନୁଆରୀ ୨ ରୁ ୮ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ କଟକ ମହୋତ୍ସବ ଅଲ୍ ଇଣ୍ଡିଆ ଡ୍ୟାନ୍ସ , ମ୍ୟୁଜିକ ଆଣ୍ଡ ରିସାଇଟେସନ୍ ଫେଷ୍ଟିଭଲରେ ଗଜପତି ଜିଲ୍ଲାର କାଶୀନଗର ବ୍ଲକ କେ.ସୀତାପୁର ଗ୍ରାମର ଯୁବ କଳାକାର ନରସିଂହ ପ୍ରସାଦ ଚରତିଙ୍କୁ ଜାତୀୟ କଳା…
ଓଡିଶାର ପ୍ରଥମ ପଞ୍ଚାୟତ ପାଠାଗାର ଉଦଘାଟିତ ,ସ୍ୱଭାବକବିଙ୍କ ନାମରେ ସମର୍ପିତ
ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ: ସମ୍ବଲପୁର ଜିଲ୍ଲାରେ ରାଜ୍ୟର ପ୍ରଥମ ପଞ୍ଚାୟତ ପାଠାଗାର ଉଦଘାଟିତ ହୋଇଯାଇଛି । ଜିଲ୍ଲା ର ଯୁଯୁମୁରା ବ୍ଲକ ମେଘପାଳ ଗ୍ରାମ ପଞ୍ଚାୟତର ଏହି ପାଠାଗାର ଉଦଘାଟିତ ହେବାସହ ସର୍ବ ସାଧାରଣଙ୍କ ପାଇଁ ଲୋକାର୍ପିତ ହୋଇଛି । ଗ୍ରାମାଞ୍ଚଳରେ ପୁସ୍ତକ ପଠନ ପ୍ରତି…
କି ସାହସ, ପଶୁସମ୍ପଦ ମନ୍ତ୍ରୀଙ୍କ ଜିଲ୍ଲାରେ ପଶୁ ବିଭାଗରେ ଦୁର୍ନୀତି !!!!!
ଭିଜିଲାନ୍ସ ଖାପଚରେ ପ୍ରଣିଚିକିତ୍ସା ଅଧିକାରୀ
ନୟାଗଡ଼( ବିଶ୍ୱଜିତ ନାୟକ): ଭାପୁର ବ୍ଲକ ଢିପମାଳର ପ୍ରହଲ୍ଲାଦ ନାୟକ ନାମକ ଜଣେ ଛେଳି ଚାଷିଙ୍କ ସବସିଡ଼ି ଟଙ୍କା କରେଇ ଦେବା ପାଇଁ ଅଫିସ ପକ୍ଷରୁ ତାଙ୍କୁ 15 ହଜାର ଟଙ୍କା ଦାବି କରାଜଉଥିଲା । ତେବେ ଏନେଇ ପ୍ରହଲ୍ଲାଦ ନୟାଗଡ଼ ଭିଜିଲାନ୍ସକୁ…
ସଡକ ଦୁର୍ଘଟଣାରେ ଗୁରୁତର ଆହତ ସ୍ବେଚ୍ଛାସେବୀ ଶ୍ରୀକାନ୍ତ ସାହୁ
ବରଗଡ :- ବରଗଡ଼ ଜିଲ୍ଲା ପାଇକମାଲ ମୁଖ୍ୟ ଛକ ଠାରେ ଏକ ଛୋଟିଆ ଫଳ ଦୋକାନ କରି ନିଜର ପରିବାର ପୋଷଣ କରୁଥିବା ଶ୍ରୀ ଶ୍ରୀକାନ୍ତ ସାହୁ ଆଜି ସନ୍ଧ୍ୟା ସମୟରେ ଏକ ସଡକ ଦୁର୍ଘଟଣାରେ ଗୁରୁତର ଭାବରେ ଆହତ ହୋଇ ପ୍ରଥମେ ପଦ୍ମପୁର ଓ ପରେ ବୁର୍ଲା ଡାକ୍ତରଖାନା କୁ ରେଫର ହୋଇଛନ୍ତି । ମିଳିଥିବା ସୂଚନା…
ପଦ୍ମାଙ୍କ ମୃତ୍ୟୁର 17 ମାସ ପରେ ମଧ୍ୟ ନିର୍ମାଣ ଶ୍ରମିକ ସହାୟତାରୁ ବଞ୍ଚିତ ପରିବାର
ବଲାଙ୍ଗୀର/ସ୍ୱତନ୍ତ୍ର ପ୍ରତିନିଧି :ପଦ୍ମା ଜ୍ୟୋତିଷ ବୟସ (45) ଘର ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ମାଟିଆଭଟା ଗାଁ ରେ |ପଦ୍ମା ଜଣେ ନିର୍ମାଣ ଶ୍ରମିକ ଭାବେ କାମ କରୁଥିଲେ |ଓଡିଶା ସରକାର ଙ୍କ ପକ୍ଷରୁ ଶ୍ରମ ବିଭାଗ ଅଧୀନରେ ସେ ପଞ୍ଜୀକୃତ |ପଞ୍ଜିକରଣ କରିଥିଲେ ମଧ୍ୟ ତାଙ୍କ…