ମର୍ଡର ମାତ୍ର ୧୭୩୫ ଟଙ୍କା ପାଇଁ

ପାଇକମାଲରୁ ହତ୍ୟାକାଣ୍ଡ ର ଅଭିଯୁକ୍ତକୁ କାବୁକଲା ପୋଲିସ ବରଗଡ :- ମାତ୍ର 1735 ଟଙ୍କା ପାଇଁ ଜଣେ ମଣିଷକୁ ହତ୍ୟା କରାଯାଇଥିବା କଥା ଶୁଣିଲେ ସହଜରେ ବିଶ୍ୱାସ କରି ହେବ ନାହିଁ । ହେଲେ ଏହା ସମ୍ପୂର୍ଣ୍ଣ ସତ । ପଡୋଶୀ ଛତିଶଗଡ଼ ରାଜ୍ୟର ମହାସମୁନ୍ଦ ଜିଲ୍ଲା ଅନ୍ତର୍ଗତ ସରେଇପାଲି ଥାନା…

ଲୁହୁରେନ ବୁଢ଼ୀ ଲୁହୁରା ସମାଜର ବାର୍ଷିକ ଉତ୍ସବ

ସମାଜ ପ୍ରତି ଲୁହୁରା ସମାଜର ଅବଦାନ ଓ ବଳିଦାନର ତୁଳନା ନାହିଁ : ବିଧାୟକ ବରଗଡ :- ଆଜି ପୁଣ୍ୟପୀଠ ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ପରିସରରେ ଶ୍ରୀ ଶ୍ରୀ ବିଶ୍ୱକର୍ମା ଲୁହୁରେନ ବୁଢ଼ୀ ଲୁହୁରା ସମାଜର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସଵ ରେ ପଦ୍ମପୁର ବିଧାୟକ ଶ୍ରୀ ବିଜୟ…

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସମ୍ବର୍ଧନା ସଭା 

ବରଗଡ :- ପ୍ରାକୃତିକ ବିପର୍ଯ୍ୟୟ ହେଉ କି ମହାମାରୀ ଭଳି ପରିସ୍ଥିତି  ସବୁ ପରିସ୍ଥିତିର ସଫଳତାର ସହିତ ମୁକାବିଲା କରିବାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାରତ ବର୍ଷରେ ସର୍ବଶ୍ରେଷ୍ଠ । କେବଳ ଏତିକି ନୁହେଁ ସରକାର ଙ୍କର ବିଭିନ୍ନ ଯୋଜନାକୁ ତୃଣମୂଳ ସ୍ତରକୁ ପହଞ୍ଚାଇବାରେ ଓ ଯୋଜନା ଗୁଡିକର ସଫଳ…

ଆଇ.ଆଇ.ଆଇ.ଇ ର ୬୩ ତମ ପ୍ରତିଷ୍ଠା ଦିବସ 

ଭୁବନେଶ୍ୱର:   ଇଣ୍ଡିଆନ ଇନ୍ଷ୍ଟିଚ୍ୟୁସନ  ଅଫ ଇଣ୍ଡଷ୍ଟ୍ରିଆଲ୍ ଇଞ୍ଜିନିୟରିଂର ୬୩ ତମ ପ୍ରତିଷ୍ଠା ଦିବସ ପ୍ରତି ବର୍ଷ ଭଳି ଚଳିତ ବର୍ଷ ଜାନୁଆରୀ ୨୭ ତାରିଖରେ ଓଡ଼ିଶା ଚାପଟର ଦ୍ୱାରା ଏଫ୧୬, ଚନ୍ଦକା, ଇଣ୍ଡଷ୍ଟ୍ରିଆଲ୍ ଇଷ୍ଟେଟ୍, ଭୁବନେଶ୍ୱରରେ ଅବସ୍ଥିତ ଏହାର ନୂତନ କାର୍ଯ୍ୟାଳୟ ପରିସରରେ…

ଏ ଚିତ୍ର କି କରୁଣ : ଦୟା କରିବେ କି ରାଜ୍ୟ ସରକାର, ସଦୟ ହେବ କି ପ୍ରଶାସନ !

ତେଲେଙ୍ଗାନା ରେ ଝିଅ ବନ୍ଧକ, ଏଣେ ବାପାଙ୍କ ମୃତ୍ୟୁ। କଣ୍ଟାବାଞ୍ଜି(ଚୁଡାମଣି ସୁନା) : ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ଡେବରିଆମୁଣ୍ଡାଗ୍ରାମର କୁମାରୀ ଶବର(୧୮) ତେଲେଙ୍ଗାନାରେ ବନ୍ଧକ ଥିବା ବେଳେ ଏଣେ ବାପାଙ୍କ ମୃତୁ ଘଟିଛି। ପ୍ରକାଶ ଯେ ଗତ ନଭେମ୍ବର ମାସରେ କୁମାରୀଙ୍କ ବାପା…

ମାଓ ଦମନ ସହ ଦୁର୍ଘଟଣା ପୀଡିତଙ୍କୁ ସହାୟତା କରି ଚର୍ଚ୍ଚାରେ ବିଏସଏଫ ଯବାନ ।

http://www.youtube.com/watch?v=Lun9xdrQVnc  ସୁନାନଗର ଘାଟିରେ ପ୍ରତି ମାସରେ ଘଟୁଛି ୧୦ରୁ ଉର୍ଦ୍ଧ୍ବ ଦୁର୍ଘଟଣା: ଦୃଷ୍ଟି ଦେବେ କି ସରକାର ମାଲକାନଗିରି ଜିଲ୍ଲା (ବି ଶ୍ରୀନିବାସ ପାତ୍ର) : କୁଡୁମୁଲୁଗୁମ୍ମା ନିକଟସ୍ତ ସୁନାନଗର ଘାଟିରେ ଦୁଇ ଦିନରେ ଦୁଇଟି ଦୁର୍ଘଟଣା ଘଟିଛି।ଗତ…

  ଭବିଷ୍ୟତରେ ବିଶ୍ୱର ଗଣମାଧ୍ୟମ କ୍ଷେତ୍ରରେ ପରିବର୍ତନ ଆଣିବ ଡିଜିଟାଲାଇଜେସନ୍

ଭୁବନେଶ୍ୱର, : ଶନିବାର ଦିନ ଓଡ଼ିଶାର ଅଗ୍ରଣୀ ଇଂରାଜୀ ନ୍ୟୁଜ ପୋର୍ଟାଲ୍ ଡବ୍ଲୁଡବ୍ଲୁଡବ୍ଲୁ.ପ୍ରମେୟନୁ୍ୟଜ୍.କମ୍ ପାଳନ କରିଛି ତା’ର ପ୍ରଥମ ବାର୍ଷିକ ଉତ୍ସବ । ଏହି ଅବସରରେ ବରିଷ୍ଠ  ସାମ୍ବାଦିକମାନେ ଡିଜିଟାଲାଇଜେସନ୍ ଦ୍ୱାରା ଭବିଷ୍ୟତରେ ବିଶ୍ୱର ଗଣମାଧ୍ୟମର ପରିଭାଷାରେ ପରବର୍ତନ ହେବ ବୋଲି…

ପୋଲିଓ ଦିବସ ପାଳନ, ଦୁଇ ବୁନ୍ଦା ପ୍ରତି ଥର

ପଦ୍ମପୁର:-ସାରା ରାଜ୍ୟରେ ଆଜି ନବଜାତ ଶିଶୁ ଠାରୁ ଆରମ୍ଭ କରି ୫ ବର୍ଷ ପର୍ଯ୍ୟନ୍ତ ଶିଶୁ ମାନଙ୍କୁ ୨ ବୁନ୍ଦା ଲେଖାଏଁ ପଲସ୍ ପୋଲିଓ ଖୁଆ କାର୍ଯ୍ୟକ୍ରମ ଚାଲିଛି l ଏ ଅବସର ରେ ଆଜି ସମଗ୍ର ବରଗଡ ଜିଲ୍ଲା ର ସମସ୍ତ ସ୍ୱାସ୍ଥ୍ୟ ଉପକେନ୍ଦ୍ର ଠାରୁ ଆରମ୍ଭ କରି ସହରାଞ୍ଚଳ,ଗ୍ରାମାଞ୍ଚଳରେ ମାଁ ମାନେ…

କ୍ରୀଡ଼ା ଭିତ୍ତିଭୂମି ବିକାଶ ନେଇ ବବିଙ୍କ ସ୍ୱତନ୍ତ୍ର ଯୋଜନା

ବାରିପଦା ଷ୍ଟାଡ଼ିୟମର ହେବ ଉନ୍ନତି କରଣ ଦିବା-ରାତ୍ର କ୍ରୀଡ଼ା ପାଇଁ ଲାଗିବ ଫ୍ଲଡ଼ ଲାଇଟ ଫ୍ଲଡ଼ ଲାଇଟରେ ହେବ ଏମପିଏଲର ଫାଇନାଲ ମ୍ୟାଚ ବାରିପଦା( ଦିଲ୍ଲୀପ ମହାନ୍ତି )-ମୟୂରଭଞ୍ଜ ଜିଲ୍ଲାରେ କ୍ରୀଡ଼ାର ଭିତ୍ତିଭୂମି ବିକାଶ ପାଇଁ ସ୍ୱତନ୍ତ୍ର ନଜର ଦେଇଛନ୍ତି ବିଜେଡ଼ି…

ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟରେ ଶହୀଦ୍ ଦିବସ ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି ଶହୀଦ୍ ଦିବସ। ଏନ୍ ସି ସି ନେଭାଲ ଓ ଆର୍ମି ୱାଙ୍ଗର ସମର ଶିକ୍ଷାର୍ଥୀ ମାନଙ୍କ ଗ୍ରହଣରେ ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ଉପଲକ୍ଷେ ଶହୀଦ୍ ଦିବସ ପାଳିତ…