ରାଉରକେଲାରେ ୧୮-୪୫ ବର୍ଷ ବୟସ୍କଙ୍କୁ ଟୀକାଦାନ ମଙ୍ଗଳବାର ଠାରୁ 

0 2

Fortis Bangalore - COVID 19 Vaccination FAQs | FAQs On COVID-19 Vaccine

ଭୁବନେଶ୍ୱର :  ୧୮ରୁ ୪୫ ବର୍ଷ ବୟସ୍କଙ୍କ ପାଇଁ ଟୀକା ରାଉରକେଲାରେ ଆରମ୍ଭ କରାଯିବ | କୋଭିଡି ହଟ୍ସପଟ ପାଲଟି ଯାଇଥିବା ସୁନ୍ଦରଃଘଡ ଜିଲ୍ଲାର ରାଉରକେଲାରୁ   ଆସନ୍ତା ମଙ୍ଗଳବାର ଠାରୁ ଏ ଟୀକାଦାନ ଆରମ୍ଭ ହେବ ବୋଲି ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି | 

Leave A Reply

Your email address will not be published.