ପ୍ରଶାସନ ପକ୍ଷରୁ  କମିରା ଗ୍ରାମ ସହ ୬ ଗାଁ କୁ  କଣ୍ଟେନମେଣ୍ଟ ଜୋନ ଘୋଷିତ । 

0 2

ବୀରମହାରାଜାପୁର -( ବିନୋଦ ପାଣ୍ଡେ ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜାପୁର ବ୍ଲକର ବିଭିନ୍ନ ଗ୍ରାମରେ କରୋନା ରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ ହୋଇଥିବାରୁ ଆଜି  ଜିଲ୍ଲା ପ୍ରଶାସନ ପକ୍ଷରୁ ୭  ଗ୍ରାମକୁ ଆବଦ୍ଧା ଅଞ୍ଚଳରେ ଘୋଷଣା କରାଯାଇଛି । ବ୍ଲକ ର କମିରା,  ଲକ୍ଷ୍ମୀ, ଚମ୍ପାମାଳ ର ମାଳିପଡା, ହିଲୁଙ୍ଗ ର କୁଡା ସାହି,  ଖଣ୍ଡହତା ର ବଡକିରାସିରା ଓ ସାହଜଲଥା, ଦୁର୍ଜନତୈଲା ର ମସିଣାପାଲି ଓ ମାଖନଖାଇ ଗ୍ରାମକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି । ଏହି ଘୋଷଣା ଅନିର୍ଦ୍ଦିଷ୍ଟ ସମୟ  ପାଇଁ ବଳବତ୍ତର ରହିବ ।

Leave A Reply

Your email address will not be published.