ଜାତୀୟ ଯୁବ କଂଗ୍ରେସ ପକ୍ଷରୁ ରନ୍ଧା ଖାଦ୍ୟ ବଣ୍ଟନ।

0

କଳାହାଣ୍ଡି /ତୁଳମଣି ନାଗ: ଭବାନୀପାଟଣା ସହର ଆସା ସାଗର ନିକଟରେ ରହୁ ଥିବା ଗରିବ ଜାଜାବର୍ ପରିବାର ମାନଙ୍କୁ ଆଜି ଜାତୀୟ ଯୁବ କଂଗ୍ରେସର କଳାହାଣ୍ଡି ଜିଲ୍ଲା ସଭାପତି ସାହୁଲ୍ ମଙ୍ଗରାଜ ଙ୍କ ନେତୃତ୍ୱରେ ଯୁବ କଂଗ୍ରେସ ରାଜ୍ୟ ସାଧାରଣ ସଂପାଦକ  ତ୍ରିଲୋଚନ ପାଣିଗ୍ରାହୀ, ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ  ସଭାପତି ଡାକେଶ୍ୱର ଲହଜଲ୍ , ଜିଲ୍ଲା ଯୁବ କଂଗ୍ରେସ ଉପ ସଭାପତି ପିଣ୍ଟୁ ଅଗ୍ରୱାଲ, ଯୁବ କଂଗ୍ରେସ ନେତା  ସୁଶାନ୍ତ ପ୍ରଧାନୀ, ସାଗର ପଟ୍ଟନାୟକ, ସୁନିଲ ନାଏକ, ଆକାଶ ସୁନାନି, କୁମୁଦ ଗହିର, ମନୋଜ ସିପକା, ଭୋଲୁ ନାଏକ ପ୍ରମୁଖ ଉପସ୍ଥିତ ରହି ଜିଲ୍ଲା ଯୁବ କଂଗ୍ରେସ ଦଳ ପକ୍ଷରୁ ରନ୍ଧା ଖାଦ୍ୟ ବଣ୍ଟନ କରିଛନ୍ତି।

Leave A Reply

Your email address will not be published.